ସବୁ ସୀମା ପାର କଲେ ଶିକ୍ଷୟିତ୍ରୀ, ଛାତ୍ରୀଙ୍କୁ ପୋଷାକ ଖୋଲିବାକୁ ବାଧ୍ୟ କଲେ!

<p>କଟକ (ଓଡ଼ିଶା ରିପୋର୍ଟର): କ୍ଲାସ୍&zwnj; ରୁମ୍&zwnj;ରେ ସମସ୍ତଙ୍କ ସମ୍ମୁଖରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ପୋଷାକ ଖୋଲିବାକୁ ଜଣେ ଶିକ୍ଷୟିତ୍ରୀ ବାଧ୍ୟ କରିଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏପରି ଅଭିଯୋଗ ଆସିଛି କଟକ ଜିଲ୍ଲା ବାଙ୍କୀ ଥାନା ଅଞ୍ଚଳରୁ।</p> <p>ଗତ ୧୮ ତାରିଖରେ ବାଙ୍କି ତୁଳସୀପୁର ରଙ୍ଗଣୀ ପ୍ରାଥମିକ ସ୍କୁଲର ଚତୁର୍ଥ ଶ୍ରେଣୀରେ ଜଣଙ୍କ ସ୍କେଚପେନ୍&zwnj; ଚୋରି ହୋଇଥିଲା। ଏନେଇ ଶିକ୍ଷୟିତ୍ରୀଙ୍କ ପାଖରେ ଅଭିଯୋଗ ହୋଇଥିଲା। ଶିକ୍ଷୟିତ୍ରୀ ଚୋରି କରିବା ସନ୍ଦେହରେ ଜଣେ ଛାତ୍ରୀଙ୍କୁ ସମସ୍ତଙ୍କ ସମ୍ମୁଖରେ ପୋଷାକ ଖୋଲିବାକୁ ବାଧ୍ୟ କରିଥିବା ନେଇ ଅଭିଯୋଗ ହୋଇଛି। ଏହାପରେ ସହପାଠୀମାନେ ଉକ୍ତ ଛାତ୍ରୀଙ୍କୁ ଥଟ୍ଟା କରିଥିଲେ। ତା&rsquo;ପର ଦିନ ଅର୍ଥାତ ଗତକାଲି ଛାତ୍ରୀ ଜଣକ ସ୍କୁଲ ଯିବା ପାଇଁ ରାଜି ହୋଇନଥିଲେ। ପଚରାଉଚରା ପରେ ସେ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ଗତକାଲି ଛାତ୍ରୀଙ୍କ ମାଆ ଏନେଇ ବାଙ୍କୀ ଥାନାରେ ଅଭିଯୋଗ କରିଥିଲେ। ଆଜି ପୋଲିସ ସ୍କୁଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।</p>

Ordigital Desk
  • Published: Thursday, 21 December 2017
  • Updated: 21 December 2017, 06:47 PM IST

Sports

Latest News

<p>କଟକ (ଓଡ଼ିଶା ରିପୋର୍ଟର): କ୍ଲାସ୍&zwnj; ରୁମ୍&zwnj;ରେ ସମସ୍ତଙ୍କ ସମ୍ମୁଖରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ପୋଷାକ ଖୋଲିବାକୁ ଜଣେ ଶିକ୍ଷୟିତ୍ରୀ ବାଧ୍ୟ କରିଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏପରି ଅଭିଯୋଗ ଆସିଛି କଟକ ଜିଲ୍ଲା ବାଙ୍କୀ ଥାନା ଅଞ୍ଚଳରୁ।</p><p>ଗତ ୧୮ ତାରିଖରେ ବାଙ୍କି ତୁଳସୀପୁର ରଙ୍ଗଣୀ ପ୍ରାଥମିକ ସ୍କୁଲର ଚତୁର୍ଥ ଶ୍ରେଣୀରେ ଜଣଙ୍କ ସ୍କେଚପେନ୍&zwnj; ଚୋରି ହୋଇଥିଲା। ଏନେଇ ଶିକ୍ଷୟିତ୍ରୀଙ୍କ ପାଖରେ ଅଭିଯୋଗ ହୋଇଥିଲା। ଶିକ୍ଷୟିତ୍ରୀ ଚୋରି କରିବା ସନ୍ଦେହରେ ଜଣେ ଛାତ୍ରୀଙ୍କୁ ସମସ୍ତଙ୍କ ସମ୍ମୁଖରେ ପୋଷାକ ଖୋଲିବାକୁ ବାଧ୍ୟ କରିଥିବା ନେଇ ଅଭିଯୋଗ ହୋଇଛି। ଏହାପରେ ସହପାଠୀମାନେ ଉକ୍ତ ଛାତ୍ରୀଙ୍କୁ ଥଟ୍ଟା କରିଥିଲେ। ତା&rsquo;ପର ଦିନ ଅର୍ଥାତ ଗତକାଲି ଛାତ୍ରୀ ଜଣକ ସ୍କୁଲ ଯିବା ପାଇଁ ରାଜି ହୋଇନଥିଲେ। ପଚରାଉଚରା ପରେ ସେ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ଗତକାଲି ଛାତ୍ରୀଙ୍କ ମାଆ ଏନେଇ ବାଙ୍କୀ ଥାନାରେ ଅଭିଯୋଗ କରିଥିଲେ। ଆଜି ପୋଲିସ ସ୍କୁଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos