ଗାଁରେ ଗର୍ଜିଲେ ଶିକ୍ଷକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚାୟତ ସ୍ତରକୁ ବ୍ୟାପିଛି ଶିକ୍ଷକ ଆନ୍ଦୋଳନ। ରାଜଧାନୀର ମହାତ୍ମା ଗାନ୍ଧି ମାର୍ଗରେ ୩୩ ଦିନ ଧରି ଆନ୍ଦୋଳନ କରୁଥିବା ବ୍ଲକ୍‌ ଗ୍ରାଣ୍ଟ ଶିକ୍ଷକ ସଂଘ ଆଜିଠାରୁ ପଞ୍ଚାୟତ ସ୍ତରରେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଶୋଭାଯାତ୍ରା ସହ ମିଳିତ ମଞ୍ଚ ପକ୍ଷରୁ ଅଭିଭାବକ, ଛାତ୍ରଛାତ୍ରୀ ଆନ୍ଦୋଳନ ସମ୍ପର୍କରେ ବୁଝାଯାଉଛି। ଆନ୍ଦୋଳନକୁ ସମର୍ଥନ କରିବାକୁ ବୁଦ୍ଧିଜୀବୀ ଓ ସାଧାରଣ ଜନତାଙ୍କ ସହଯୋଗ ଲୋଡ଼ିଛି ଶିକ୍ଷକ ସମାଜ। ବ୍ଲକ ଗ୍ରାଣ୍ଟ ଉଚ୍ଛେଦ, ପୂର୍ଣ୍ଣ ଅନୁଦାନ ଓ ଚାକିରି ସର୍ତ୍ତାବଳୀ […]

state-govt-threatens-agitating-teachers-with-losss-of-pay

Manoranjan Sial
  • Published: Monday, 17 September 2018
  • Updated: 17 September 2018, 03:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚାୟତ ସ୍ତରକୁ ବ୍ୟାପିଛି ଶିକ୍ଷକ ଆନ୍ଦୋଳନ। ରାଜଧାନୀର ମହାତ୍ମା ଗାନ୍ଧି ମାର୍ଗରେ ୩୩ ଦିନ ଧରି ଆନ୍ଦୋଳନ କରୁଥିବା ବ୍ଲକ୍‌ ଗ୍ରାଣ୍ଟ ଶିକ୍ଷକ ସଂଘ ଆଜିଠାରୁ ପଞ୍ଚାୟତ ସ୍ତରରେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଶୋଭାଯାତ୍ରା ସହ ମିଳିତ ମଞ୍ଚ ପକ୍ଷରୁ ଅଭିଭାବକ, ଛାତ୍ରଛାତ୍ରୀ ଆନ୍ଦୋଳନ ସମ୍ପର୍କରେ ବୁଝାଯାଉଛି। ଆନ୍ଦୋଳନକୁ ସମର୍ଥନ କରିବାକୁ ବୁଦ୍ଧିଜୀବୀ ଓ ସାଧାରଣ ଜନତାଙ୍କ ସହଯୋଗ ଲୋଡ଼ିଛି ଶିକ୍ଷକ ସମାଜ।

ବ୍ଲକ ଗ୍ରାଣ୍ଟ ଉଚ୍ଛେଦ, ପୂର୍ଣ୍ଣ ଅନୁଦାନ ଓ ଚାକିରି ସର୍ତ୍ତାବଳୀ ଲାଗୁ ପ୍ରଭୃତି ଦାବି ନେଇ ଅଗଷ୍ଟ ୧୬ ତାରିଖରୁ ଧାରଣାରେ ବସିଛି ସଂଘ। ଏପରିକି ବିଧାନସଭାରେ ଏ ପ୍ରସଙ୍ଗ ଉଠିବା ପରେ ଶିକ୍ଷକଙ୍କ ସହ ଆଲୋଚନା ପାଇଁ ବିଭାଗୀୟ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ବାଚସ୍ପତି। ତେବେ ଏହି ବୈଠକ ବିଫଳ ହେବା ପରେ ଆନ୍ଦୋଳନ ଚାଲୁ ରହିଛି।

ପଞ୍ଚାୟତ ସ୍ତରରେ ଆଗାମୀ ତିନି ଦିନ ଧରି ଆନ୍ଦୋଳନ ପରେ ଆସନ୍ତା ଗୁରୁବାର ଭୁବନେଶ୍ୱରରେ ପୁଣି ଏକ ମହାସମାବେଶ ହେବ ବୋଲି ମିଳିତ ଶିକ୍ଷକ ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story