ସ୍ୱାଧୀନତା ଦିବସରେ ସ୍କୁଲରେ ପଶି ଗୁରୁଜୀ ଓ ଗୁରୁମା'ଙ୍କୁ ପିଟିଲେ

ସୋର (ଶଶିକାନ୍ତ ବେହେରା): ସ୍ୱାଧୀନତା ଦିବସରେ କେତେକ ଅସାମାଜିକ ଯୁବକ ସ୍କୁଲରେ ପଶି ଗୁରୁଜୀ ଓ ଗୁରୁମା’ଙ୍କୁ ଆକ୍ରମଣ କରିଛନ୍ତି। ଏପରି ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି। ଆକ୍ରମଣର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପୂର୍ବ ଶତ୍ରୁତାରୁ ଏଭଳି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ଆଜି ସ୍ୱାଧୀନତା ଦିବସ ଥିବାରୁ ପାଖର ପଞ୍ଚାୟତର ବାସନ୍ତୀ ଦେବୀ ଶିଶୁ ବିଦ୍ୟାମନ୍ଦିରକୁ ପତାକା ଉତ୍ତୋଳନ କରିବା ପାଇଁ ସ୍କୁଲର ସମ୍ପାଦକ ବିଜୟ କୁମାର ପଣ୍ଡା ଯାଇଥିଲେ। ଏହି ସମୟରେ କିଛି […]

anantpur

anantpur

Manoranjan Sial
  • Published: Thursday, 15 August 2019
  • Updated: 15 August 2019, 07:01 PM IST

Sports

Latest News

ସୋର (ଶଶିକାନ୍ତ ବେହେରା): ସ୍ୱାଧୀନତା ଦିବସରେ କେତେକ ଅସାମାଜିକ ଯୁବକ ସ୍କୁଲରେ ପଶି ଗୁରୁଜୀ ଓ ଗୁରୁମା'ଙ୍କୁ ଆକ୍ରମଣ କରିଛନ୍ତି। ଏପରି ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି। ଆକ୍ରମଣର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପୂର୍ବ ଶତ୍ରୁତାରୁ ଏଭଳି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି।

ଆଜି ସ୍ୱାଧୀନତା ଦିବସ ଥିବାରୁ ପାଖର ପଞ୍ଚାୟତର ବାସନ୍ତୀ ଦେବୀ ଶିଶୁ ବିଦ୍ୟାମନ୍ଦିରକୁ ପତାକା ଉତ୍ତୋଳନ କରିବା ପାଇଁ ସ୍କୁଲର ସମ୍ପାଦକ ବିଜୟ କୁମାର ପଣ୍ଡା ଯାଇଥିଲେ। ଏହି ସମୟରେ କିଛି ଅସାମାଜିକ ଯୁବକ ସ୍କୁଲ ଭିତରେ ପଶି ସମ୍ପାଦକ ଶ୍ରୀ ପଣ୍ଡାଙ୍କୁ ମାଡ଼ ମାରିଥିଲେ। ତେବେ ତାଙ୍କୁ ବଞ୍ଚାଇବାକୁ ଯାଇ ସ୍କୁଲର ଗୁରୁଜୀ ଓ ଗୁରୁମା'ମାନେ ମାଡ଼ ଖାଇଥିଲେ। ଏପରିକି ଯୁବକମାନେ ଅଶ୍ଲୀଳ ଭାଷାରେ ସମସ୍ତଙ୍କୁ ଗାଳି ଦେଇଥିବା ଏବଂ ଗୁରୁମା'ଙ୍କ କାନଫୁଲ ଛଡ଼ାଇ ନେଇଯାଇଥିବା ଅଭିଯୋଗ ହୋଇଛି। ଏନେଇ ସ୍କୁଲର ସମ୍ପାଦକ ଶ୍ରୀ ପଣ୍ଡା ଅନନ୍ତପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story