VSSUT ରାଗିଂ ମାମଲାରେ ୧୦ ଛାତ୍ର ବର୍ଷେ ପାଇଁ ପରୀକ୍ଷାରୁ ବଞ୍ଚିତ

ସମ୍ୱଲପୁର(ସଞ୍ଜୟ ଜେନା): ହଷ୍ଟେଲରେ ପ୍ରଥମ ଓ ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ ମାମଲାରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (VSSUT) କର୍ତ୍ତୃପକ୍ଷ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ରାଗିଂ କରିଥିବା ୧୦ ଜଣ ଛାତ୍ରଙ୍କୁ ଚିହ୍ନଟ କରି ବର୍ଷେ ପାଇଁ ପରୀକ୍ଷାରୁ ବାଦ ଦେଇଛନ୍ତି। ସେହିପରି ୫୨ ଜଣ ଛାତ୍ରଙ୍କୁ ୨ ହଜାର ଟଙ୍କା ଲେଖାଏ ଜରିମାନା କରିଛନ୍ତି କର୍ତ୍ତୃପକ୍ଷ। ଓ୍ୱାର୍ଡେନଙ୍କ ଦ୍ୱାରା ଚିହ୍ନଟ କରାଯାଇଥିବା ୧୦ ଛାତ୍ର ସେମାନଙ୍କ ଦୋଷ ସ୍ୱୀକାର କରିଥିବାରୁ […]

sambalpur

sambalpur

Manoranjan Sial
  • Published: Thursday, 22 August 2019
  • Updated: 22 August 2019, 10:33 PM IST

Sports

Latest News

ସମ୍ୱଲପୁର(ସଞ୍ଜୟ ଜେନା): ହଷ୍ଟେଲରେ ପ୍ରଥମ ଓ ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ ମାମଲାରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (VSSUT) କର୍ତ୍ତୃପକ୍ଷ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ରାଗିଂ କରିଥିବା ୧୦ ଜଣ ଛାତ୍ରଙ୍କୁ ଚିହ୍ନଟ କରି ବର୍ଷେ ପାଇଁ ପରୀକ୍ଷାରୁ ବାଦ ଦେଇଛନ୍ତି। ସେହିପରି ୫୨ ଜଣ ଛାତ୍ରଙ୍କୁ ୨ ହଜାର ଟଙ୍କା ଲେଖାଏ ଜରିମାନା କରିଛନ୍ତି କର୍ତ୍ତୃପକ୍ଷ। ଓ୍ୱାର୍ଡେନଙ୍କ ଦ୍ୱାରା ଚିହ୍ନଟ କରାଯାଇଥିବା ୧୦ ଛାତ୍ର ସେମାନଙ୍କ ଦୋଷ ସ୍ୱୀକାର କରିଥିବାରୁ ଦଣ୍ଡିତ କରାଯାଇଛି।

ଭିଏସ୍‌ଏସ୍‌ୟୁଟି ହେଉଛି ରାଜ୍ୟର ଅନ୍ୟତମ ପ୍ରତିଷ୍ଠିତ ବୈଷୟିକ ବିଶ୍ୱବିଦ୍ୟାଳୟ। ରାଗିଂକୁ ଦୃଷ୍ଟିରେ ରଖି ଏଠାରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରଥମ ବର୍ଷର ଛାତ୍ରଙ୍କୁ ଏକ ସ୍ୱତନ୍ତ୍ର ହଷ୍ଟେଲ୍‌ରେ ରଖନ୍ତି। ତା’ପର ବର୍ଷ ଅର୍ଥାତ୍‌ ଦ୍ୱିତୀୟ ବର୍ଷରେ ଏହି ଛାତ୍ରମାନଙ୍କୁ କମନ୍‌ ହଷ୍ଟେଲ୍‌କୁ ସ୍ଥାନାନ୍ତର କରାଯାଇଥାଏ, ଯେଉଁଠି ତୃତୀୟ ଓ ଚତୁର୍ଥ ବର୍ଷ ଛାତ୍ରମାନେ ରହନ୍ତି। ଏ ବର୍ଷ ବି ସେମିତି କରାଯାଇଥିଲା। ଦ୍ୱିତୀୟ ବର୍ଷର ଛାତ୍ରମାନଙ୍କୁ କମନ୍‌ ହଷ୍ଟେଲ୍‌ରେ ସ୍ୱାଗତ କରିବା ପାଇଁ ସିନିୟରମାନେ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ତେବେ ସ୍ୱାଗତ ଉତ୍ସବ ସରିବା ପରେ ସିନିୟରମାନେ ହଷ୍ଟେଲ୍ ବାହାରେ ତିଆରି କରାଯାଇଥିବା ଷ୍ଟେଜ୍‌ରେ ଜୁନିୟରମାନଙ୍କୁ ଅପମାନିତ କରିଥିଲେ। ଜୁନିୟର ଛାତ୍ରଙ୍କ ସାର୍ଟ, ପ୍ୟାଣ୍ଟ ଖୋଲି ଛିଡ଼ା କରାଇଥିଲେ। ଅନ୍ତଃବସ୍ତ୍ର ପିନ୍ଧି ସେମାନଙ୍କୁ ନାଚ କରିବାକୁ କହିଥିଲେ। ଏପରିକି ସେମାନଙ୍କୁ ମାଡ଼ ମଧ୍ୟ ମରାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି। ସେହିପରି ହଷ୍ଟେଲ୍‌ ସିଡ଼ିରେ ସେମାନଙ୍କୁ ଦୌଡ଼ାଇଥିଲେ। ଭିଡିଓରେ ପିଲାମାନେ ସିଡ଼ିରେ ଦୌଡ଼ୁଥିବା ଦେଖିବାକୁ ମିଳିଛି।

ସେହିପରି ଅନ୍ୟ ଭିଡିଓଟିରେ ପ୍ରଥମ ବର୍ଷର ଛାତ୍ରଙ୍କ ସାର୍ଟ ଚିରି ଦିଆଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। କିଛି ସିନିୟର ଏ କାର୍ଯ୍ୟ କରୁଥିବା ବେଳେ ଆଉ କିଛି ଏ ଦୃଶ୍ୟ ଉପଭୋଗ କରୁଥିଲେ। ମାତ୍ର ଜଣେ ହେଲେ ପ୍ରତିବାଦ କରିନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story