ବିଧାନସଭା ଆରମ୍ଭରୁ ତାତି: ଗେଟ୍‌ରେ ତାଲା ପକାଇଲା କଂଗ୍ରେସ, ଧାରଣାରେ ବସିଲା ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହେଉ ହେଉ ଦେଖିବାକୁ ମିଳିଛି ମମିତା ତାତି । ମମିତା ମେହେରଙ୍କୁ ନ୍ୟାୟ ଓ ଏଥିରେ ସଂପୃକ୍ତି ଅଭିଯୋଗରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଦାବିରେ ଆଜି ଦେଖିବାକୁ ମିଳିଛି ପ୍ରବଳ ହଟ୍ଟଗୋଳ। ବିରୋଧୀ କଂଗ୍ରେସ ବିଧାୟକ ବିଧାନସଭା ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଥିବା ବେଳେ PMAY ଯୋଜନାରେ ଦୁର୍ନୀତି ଅଭିଯୋଗ ଆଣି ରାସ୍ତାକୁ ଓହ୍ଲାଇଥିଲେ ବିଜେଡି ବିଧାୟକ । କଂଗ୍ରେସ […]

congress

congress

Niharika Rout
  • Published: Wednesday, 01 December 2021
  • Updated: 01 December 2021, 01:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହେଉ ହେଉ ଦେଖିବାକୁ ମିଳିଛି ମମିତା ତାତି । ମମିତା ମେହେରଙ୍କୁ ନ୍ୟାୟ ଓ ଏଥିରେ ସଂପୃକ୍ତି ଅଭିଯୋଗରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଦାବିରେ ଆଜି ଦେଖିବାକୁ ମିଳିଛି ପ୍ରବଳ ହଟ୍ଟଗୋଳ। ବିରୋଧୀ କଂଗ୍ରେସ ବିଧାୟକ ବିଧାନସଭା ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଥିବା ବେଳେ PMAY ଯୋଜନାରେ ଦୁର୍ନୀତି ଅଭିଯୋଗ ଆଣି ରାସ୍ତାକୁ ଓହ୍ଲାଇଥିଲେ ବିଜେଡି ବିଧାୟକ ।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତି ଅଭିଯୋଗ କରିଛନ୍ତି, ବିଧାନସଭା ଏକ ପବିତ୍ର ସ୍ଥାନ। ଯେହେତୁ ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ସଂପୃକ୍ତ ଅଛନ୍ତି, ତେଣୁ ସେ ବିଧାନସଭାକୁ ଆସିଲେ ଗୃହ ଅପବିତ୍ର ହେବ। ପରେ ଅବଶ୍ୟ କିଛି ସମୟ ପରେ ବିଧାନସଭା ଗେଟ୍‌ରେ ପଡ଼ିଥିବା ତାଲାକୁ ଭାଙ୍ଗି ଦେଇ  ପ୍ରବେଶ କରିଥିଲେ ବିଧାନସଭା କର୍ମଚାରୀ।

[caption id="attachment_695746" align="aligncenter" width="650"]assembly ବିଧାନସଭା କର୍ମଚାରୀ ତାଲା ଭାଙ୍ଗୁଛନ୍ତି।[/caption]

ସୂଚନାଯୋଗ୍ୟ, ବିଧାନସଭାର ଶୀତ ଅଧିବେଶନର ପ୍ରଥମ ଦିନରେ ଆଜି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଗୃହରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଦିବଂଗତ ସଦସ୍ୟଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରିଥିଲେ। ତା ସହିତ କରୋନା ଯୋଦ୍ଧାଙ୍କ ପାଇଁ ମଧ୍ୟ ଶୋକ ପ୍ରସ୍ତାବ ଆଣିଥିଲେ ମୁଖ୍ୟମନ୍ତ୍ରୀ। ଏହାକୁ ସମର୍ଥନ କରିଥିଲେ ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ ଓ କଂଗ୍ରେସ ବିଧାୟକ ଦଳ ନରସିଂହ ମିଶ୍ର। ଶ୍ରଦ୍ଧାଞ୍ଜଳି ପରେ ଗୃହକୁ ଅପରାହ୍ନ ୫ଟା ଯାଏ ମୁଲତବୀ ରଖିଛନ୍ତି ବାଚସ୍ପତି। ଆଜି ହିଁ ଗୃହରେ ଅତିରିକ୍ତ ବଜେଟ ଆସିବାର ଅଛି  ଯାହା ଜଣାପଡୁଛି, ଅପରାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ଅତିରିକ୍ତ ବ୍ୟୟ ବରାଦ ଆସିବ।

ଅପରପକ୍ଷେ, PMAY ଯୋଜନାରେ ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ହତାଦର ଅଭିଯୋଗରେ ପ୍ରତିବାଦ କରୁଛି ବିଜେଡି। କେନ୍ଦ୍ର ସରକାର ପାତରଅନ୍ତର କରୁଥିବା ଅଭିଯୋଗ କରି ବିଧାନସଭାରୁ ରାଜଭବନ ଅଭିମୁଖେ ଶୋଭାଯାତ୍ରାରେ ଯାଇ ପ୍ରତିବାଦ କରିଛନ୍ତି ବିଜେଡି ବିଧାୟକ। କେବଳ ସେତିକି ନୁହେଁ, ରାଜଭବନ ସମ୍ମୁଖରେ ଧାରଣା ଦେଇଛନ୍ତି ବିଜେଡି ବିଧାୟକ।

[caption id="attachment_695747" align="aligncenter" width="650"]bjd ବିଜେଡି ବିଧାୟକ ରାଜଭବନ ଅଭିମୁଖେ ଯାଉଛନ୍ତି।[/caption]

ବିଜେଡି ଅଭିଯୋଗ କରିଛି ରାଜ୍ୟର ବିଜେପି ସାଂସଦ ଯାଇ କେନ୍ଦ୍ର ସରକାରଙ୍କ ନିକଟରେ PMAY ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଥିଲେ। ଯାହାର କୌଣସି ଆଧାର କି ତଥ୍ୟ ନଥିଲା। ଏହାପରେ କେନ୍ଦ୍ର ଓଡିଶାରେ PMAY ଯୋଜନା ବନ୍ଦ କରିଥିଲେ। ବିଜେପି ଶାସିତ ରାଜ୍ୟରେ ଏହା ଚାଲିଥିବା ବେଳେ ଓଡ଼ିଶାରେ ବନ୍ଦ କରିବା ରାଜ୍ୟ ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବର ପରିଚୟ ବୋଲି ବିଜେଡି ଅଭିଯୋଗ କରିଛି। ଏହାକୁ ଏକ ହୀନ ଚକ୍ରାନ୍ତ ବୋଲି କହିବା ସହ ପ୍ରତିବାଦ ଜାରି ରହିବ ବୋଲି ବିଜେଡି କହିଛି।

ହେଲେ ବିଜେଡିର ଏପରି ଅଭିଯୋଗକୁ ଭିତ୍ତିହୀନ ବୋଲି କହି ବିଜେପି ନେତା ସୁରଥ ବିଶ୍ୱାଳ କହିଛନ୍ତି, ମମିତା ହତ୍ୟାକାଣ୍ଡରୁ ନିଜକୁ ରକ୍ଷା କରିବା ପାଇଁ ବିଜେଡି ଆତ୍ମରକ୍ଷା ଉଦ୍ଦେଶ୍ୟରେ ଏପରି କରୁଥିବା ସ୍ପଷ୍ଟ ହେଉଛି। କେନ୍ଦ୍ର ସବୁବେଳେ ଅନୁଦାନ ଦେଉଥିବା ବେଳେ ବିରୋଧୀଙ୍କ ଟାର୍ଗେଟରୁ ନିଜକୁ ରକ୍ଷା କରିବାକୁ ଏପରି କରୁଛନ୍ତି ବିଜେଡି ବିଧାୟକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story