ବିଜେପିକୁ ପରାମର୍ଶ ଦେଉଛି ବିଜେଡି, ନିଜ ସଂଗଠନ ସମ୍ପାଦକ ମାନୁନାହାନ୍ତି ନିୟମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କ ତ୍ରୁଟିକୁ ଉଜାଗର ନିମନ୍ତେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ମାସ୍କ ନପିନ୍ଧିବା ଏକ ବିଡ଼ମ୍ବନା ବୋଲି କହି ସମାଲୋଚନା କରିଥିବା ଶାସକ ବିଜେଡି ନିଜ ନେତାମାନେ ଖୋଲାଖୋଲି ଭାବେ କୋଭିଡ୍ ନିୟମକୁ ଉଲ୍ଲଘଂନ କରୁଥିବାକୁ ନେଇ ଚୁପ୍ ରହିଛି। ଭବାନୀପାଟଣାରେ ଆଜି ବିଜେଡି ଜିଲ୍ଲା କାର୍ଯ୍ୟାଳୟର ଉଦଘାଟନ ଅବସରରେ କୋଭିଡ୍ ନିୟମର ଖୋଲା ଉଲ୍ଲଘଂନ ହୋଇଥିବାର ଫଟୋଚିତ୍ର ସୋସିଆଲ ମିଡିଆରେ ଘୁରି ବୁଲୁଛି। କିନ୍ତୁ ବିଜେଡି ଏବେ […]

bjd

bjd

Manoranjan Sial
  • Published: Tuesday, 14 July 2020
  • Updated: 14 July 2020, 10:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କ ତ୍ରୁଟିକୁ ଉଜାଗର ନିମନ୍ତେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ମାସ୍କ ନପିନ୍ଧିବା ଏକ ବିଡ଼ମ୍ବନା ବୋଲି କହି ସମାଲୋଚନା କରିଥିବା ଶାସକ ବିଜେଡି ନିଜ ନେତାମାନେ ଖୋଲାଖୋଲି ଭାବେ କୋଭିଡ୍ ନିୟମକୁ ଉଲ୍ଲଘଂନ କରୁଥିବାକୁ ନେଇ ଚୁପ୍ ରହିଛି। ଭବାନୀପାଟଣାରେ ଆଜି ବିଜେଡି ଜିଲ୍ଲା କାର୍ଯ୍ୟାଳୟର ଉଦଘାଟନ ଅବସରରେ କୋଭିଡ୍ ନିୟମର ଖୋଲା ଉଲ୍ଲଘଂନ ହୋଇଥିବାର ଫଟୋଚିତ୍ର ସୋସିଆଲ ମିଡିଆରେ ଘୁରି ବୁଲୁଛି। କିନ୍ତୁ ବିଜେଡି ଏବେ ନିଜ ନେତାଙ୍କ ନିୟମ ଭଙ୍ଗାକୁ ନେଇ ଚୁପ୍ ଥିବାବେଳେ ବିଜେପିକୁ ନୀତିବାଣୀ ଶୁଣାଇବାରେ ଲାଗିଛି।

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କ ବିଫଳତା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ମାସ୍କ ପିନ୍ଧି ନଥିବା ଓ ସାମାଜିକ ଦୂରତ୍ୱ କଟକଣା ପାଳନ ହୋଇନଥିବାରୁ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ସମାଲୋଚନା କରିବାକୁ ପଛାଇ ନଥିଲେ। ଏପରିକି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା କୋଭିଡ୍ ନିୟମ ଉଲ୍ଲଘଂନ କରୁଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଥିଲେ। ତେଣୁ ଏହି କାରଣରୁ ରାଜ୍ୟରେ କରୋନା ବିଫଳତା ସମ୍ପର୍କରେ କହିବାର ନୈତିକତା ବିଜେପିର ନାହିଁ ବୋଲି ବିଜେଡି କହିଛି।

ଅନ୍ୟପକ୍ଷରେ ଆଜି ଭବାନୀପାଟଣାଠାରେ ବିଜେଡିର ଜିଲ୍ଲା କାର୍ଯ୍ୟାଳୟ ଉଦଘାଟନ ଓ ଭୂମିପୂଜା ସହ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ କୋଭିଡ୍ ଗାଇଡଲାଇନକୁ ସିଧାସଳଖ ଉଲ୍ଲଘଂନ କରାଯାଇଥିଲା। ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ସାମାଜିକ ଦୂରତ୍ୱ ନିୟମର ଖୋଲା ଉଲ୍ଳଘଂନ ହେଉଥିବାବେଳେ ଜୀବନବିନ୍ଦୁ କାର୍ଯ୍ୟକ୍ରମବେଳେ ୧୫ରୁ ଅଧିକ ଲୋକଙ୍କୁ ଏକାଠି ଠିଆ ହେବାକୁ ପଛାଇ ନାହାନ୍ତି। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ନବକିଶୋର ଦାସ, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ରାଜ୍ୟସଭା ସାଂସଦ ସୁଜିତ୍ କୁମାର, ବିଧାୟକ ପ୍ରଦୀପ ଦିଶାରୀ ଓ ମୌସୁମୀ ବାଗ ଓ ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓଙ୍କ ଭଳି ନେତାମାନେ କୋଭିଡ୍ ନିୟମ ମାନୁନଥିବା ଦେଖିବାକୁ ମିଳିଛି।

ମାତ୍ର ଏପଟେ ବିଜେଡି ନିଜର ମୁଖପାତ୍ରଙ୍କ ମାଧ୍ୟମରେ ବିଜେପିକୁ କୋଭିଡ୍ ନିୟମ ପାଳନର ନୀତିବାଣୀ ଶୁଣାଇବାରେ ବ୍ୟସ୍ତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story