ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଲେ ଅନୁପ ସାଏଙ୍କ ସ୍ତ୍ରୀ ଓ ପରିବାର

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର):ହମିରପୁର ଡବଲ ମର୍ଡର ଘଟଣାର CBI ତଦନ୍ତ ଦାବି କଲେ ଗିରଫ ଅଭିଯୁକ୍ତ ଅନୁପ ସାଏଙ୍କ ପରିବାର ଲୋକେ। କଳ୍ପନା ଦାସ ଓ ତାଙ୍କ ଝିଅ ବବ୍‌ଲି ମର୍ଡର ଘଟଣାରେ ରାୟଗଡ଼ ଚକ୍ରଧରନଗର ପୁଲିସ ସେମାନଙ୍କୁ ଧମକ ଦେଉଥିବା ମଧ୍ୟ ଅନୁପଙ୍କ ପରିବାର ଅଭିଯୋଗ କରିଛନ୍ତି। ନ୍ୟାୟ ମିଳିବା ଦାବିରେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କାଲିଠାରୁ ସାରା ରାତି ଧାରଣାରେ ବସିଛନ୍ତି ଅନୁପ ସାଏଙ୍କ ପରିବାର।  ତାଙ୍କ ସ୍ତ୍ରୀ, ପୁଅ, ଝିଅ, ବଡ଼ଭାଇ ଓ […]

n-908

n-908

Tapas Behera
  • Published: Sunday, 23 February 2020
  • Updated: 23 February 2020, 03:44 PM IST

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର):ହମିରପୁର ଡବଲ ମର୍ଡର ଘଟଣାର CBI ତଦନ୍ତ ଦାବି କଲେ ଗିରଫ ଅଭିଯୁକ୍ତ ଅନୁପ ସାଏଙ୍କ ପରିବାର ଲୋକେ। କଳ୍ପନା ଦାସ ଓ ତାଙ୍କ ଝିଅ ବବ୍‌ଲି ମର୍ଡର ଘଟଣାରେ ରାୟଗଡ଼ ଚକ୍ରଧରନଗର ପୁଲିସ ସେମାନଙ୍କୁ ଧମକ ଦେଉଥିବା ମଧ୍ୟ ଅନୁପଙ୍କ ପରିବାର ଅଭିଯୋଗ କରିଛନ୍ତି।

ନ୍ୟାୟ ମିଳିବା ଦାବିରେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କାଲିଠାରୁ ସାରା ରାତି ଧାରଣାରେ ବସିଛନ୍ତି ଅନୁପ ସାଏଙ୍କ ପରିବାର।  ତାଙ୍କ ସ୍ତ୍ରୀ, ପୁଅ, ଝିଅ, ବଡ଼ଭାଇ ଓ ପରିବାରର ଅନ୍ୟ ସଦସ୍ୟ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି।  ଛତିଶଗଡ଼ ପୁଲିସ ଧମକ ଚମକ ଦେଉଥିବା ଓ ଉଠାଇ ନେବାକୁ କହୁଥିବା

ସେମାନେ ଅଭିଯୋଗ କରିଛନ୍ତି।  ତେବେ ଝାରସୁଗୁଡ଼ା ଉପଜିଲ୍ଲାପାଳ ଅନୁପଙ୍କ ପରିବାର ସହ ଆଲୋଚନା କରିବା ସହ ପୁଲିସକୁ ତଦନ୍ତରେ ସହାୟତା କରିବାକୁ ପରାମର୍ଶ ଦେଇଛନ୍ତି।  ସେପଟେ ଅନୁପ ସାଏଙ୍କୁ ରାୟଗଡ ପୁଲିସ ପୁଣି ରିମାଣ୍ଡରେ ନେଇପାରେ ବୋଲି ସୂଚନା ମିଳିଛି । ଗତକାଲି ଅନୁପଙ୍କ ୩ ଦିନିଆ ରିମାଣ୍ଡ ସରିବା ପରେ, ତାଙ୍କୁ ଆଉ ୩ ଦିନ ରିମାଣ୍ଡରେ ନେବାକୁ ରାୟଗଡ଼ କୋର୍ଟରେ ଆବେଦନ କରିବା ସହ ନାର୍କୋ ଟେଷ୍ଟ ପାଇଁ ମଧ୍ୟ ଅନୁମତି ମାଗିଛି ପୁଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story