‘ଆଗାମୀ ୮ରୁ ୧୦ ଦିନ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ ‘କରୋନା’ ସମଗ୍ର ବିଶ୍ୱକୁ ଗ୍ରାସ କରିବାକୁ ବସିଛି। ଏହାର ପ୍ରକୋପ ଓଡ଼ିଶାରେ ପଡ଼ିଛି। ଆଜି ସୁଦ୍ଧା ଓଡ଼ିଶାରେ ‘କରୋନା’ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୯ ଜଣ ଅସୁସ୍ଥ ଅଛନ୍ତି। ସେମାନଙ୍କ ଭିତରୁ ଗତକାଲି ସୁଦ୍ଧା ୧୯ ଜଣ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ଏଭଳି ସ୍ଥିତିରେ ଆମକୁ ଆହୁରି ସତର୍କ ରହିବାକୁ ପଡ଼ିବ। କେବଳ ବାହାରେ ନୁହେଁ, ଘର ଭିତରେ ସାମାଜିକ ଦୂରତା ରଖିବାକୁ ପଡ଼ିବ। ଆଜି ଏନେଇ ସୂଚନା ଦେଇଛନ୍ତି […]

covid-hospital.jpg1

covid-hospital.jpg1

Manoranjan Sial
  • Published: Thursday, 16 April 2020
  • Updated: 16 April 2020, 06:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ ‘କରୋନା’ ସମଗ୍ର ବିଶ୍ୱକୁ ଗ୍ରାସ କରିବାକୁ ବସିଛି। ଏହାର ପ୍ରକୋପ ଓଡ଼ିଶାରେ ପଡ଼ିଛି। ଆଜି ସୁଦ୍ଧା ଓଡ଼ିଶାରେ ‘କରୋନା’ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୯ ଜଣ ଅସୁସ୍ଥ ଅଛନ୍ତି। ସେମାନଙ୍କ ଭିତରୁ ଗତକାଲି ସୁଦ୍ଧା ୧୯ ଜଣ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ଏଭଳି ସ୍ଥିତିରେ ଆମକୁ ଆହୁରି ସତର୍କ ରହିବାକୁ ପଡ଼ିବ। କେବଳ ବାହାରେ ନୁହେଁ, ଘର ଭିତରେ ସାମାଜିକ ଦୂରତା ରଖିବାକୁ ପଡ଼ିବ। ଆଜି ଏନେଇ ସୂଚନା ଦେଇଛନ୍ତି ଉନ୍ନୟତ କମିଶନର ସୁରେଶ ମହାପାତ୍ର।

ଶ୍ରୀ ମହାପାତ୍ର କହିଛନ୍ତି-“କରୋନା ସ୍ଥିତିକୁ ଦେଖି ସରକାର ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଯାହାକୁ ଲୋକମାନେ ମାନିଥିବାରୁ ଆଜି ଓଡ଼ିଶାରେ ‘କରୋନା’ ଆୟତ୍ତରେ ରହିଛି। ଆଗାମୀ ଦିନରେ ଲୋକମାନେ ଲକ୍‌ଡାଉନ୍‌ ନିୟମକୁ କଡ଼ାକଡ଼ି ଭାବେ ମାନିବାକୁ ମୋର ଅନୁରୋଧ। କାରଣ ଆଗାମୀ ୮ରୁ ୧୦ ଦିନ ଆମ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ।”

ସେ ଆହୁରି କହିଛନ୍ତି-“ଏବେ ରାଜ୍ୟରେ ‘କରୋନା’ ଟେଷ୍ଟ ସଂଖ୍ୟା ବଢ଼ିଛି। ପ୍ରତିଦିନ ୧୨୦୦ରୁ ୧୩୦୦ ଟେଷ୍ଟ କରାଯାଉଛି। ଭବିଷ୍ୟତରେ ଏହାକୁ ବଢ଼ାଇବାର ଲକ୍ଷ୍ୟ ରଖାଯାଇଛି। ଏହା ଦ୍ୱାରା ରାଜ୍ୟର ସବୁ ଜିଲ୍ଲାରେ ବହୁଳ ପରିମାଣରେ ‘କରୋନା’ ଟେଷ୍ଟ କରାଯିବ। ବିଭିନ୍ନ ବସ୍ତିରେ ବାସ କରୁଥିବା ଲୋକ, ଡାକ୍ତର, ନର୍ସ, ଅନ୍ୟ ମେଡିକାଲ୍‌ କର୍ମଚାରୀ ଓ ଦୋକାନରେ କାମ କରୁଥିବା ଲୋକଙ୍କର ‘କରୋନା’ ଟେଷ୍ଟ ପ୍ରଥମେ କରାଯିବ। ପରବର୍ତ୍ତୀ ସମୟରେ ‘କରୋନା’ ଲକ୍ଷଣ ନଥିବା ଲୋକଙ୍କର ଟେଷ୍ଟ କରାଯିବ। ଯାହାଦ୍ୱାରା ‘କରୋନା’ ଚିହ୍ନଟ ହୋଇପାରିବେ। ତେବେ ‘କରୋନା’ ଭୟାବହତାକୁ ଦେଖି ଲୋକମାନେ ସାମାଜିକ ଦୂରତା ରକ୍ଷା କରନ୍ତୁ। କେବଳ ଘର ଭିତରେ ନୁହେଁ, ବାହାରେ ମଧ୍ୟ ସାମାଜିକ ଦୂରତା ରକ୍ଷା କରନ୍ତୁ। ବିଶେଷକରି ବୟସ୍କ ଓ ଛୋଟ ପିଲାମାନଙ୍କଠାରୁ ନିଜକୁ ଦୂରେଇ ରଖନ୍ତୁ। ‘କରୋନା’ର ପଥ ଅଟକାଇବାକୁ ହେଲେ ଲକ୍‌ଡାଉନ୍‌ ଗାଇଡଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ।”

ରାଜ୍ୟ ସରକାର କାହିଁକି କୋଭିଡ୍‌ ହସ୍ପିଟାଲ ପ୍ରତିଷ୍ଠା କରାଯାଉଛି? ଏହାର ଉତ୍ତର ଦେବାକୁ ଯାଇ ସୁରେଶ ମହାପାତ୍ର କହିଛନ୍ତି- “ଅନ୍ୟ ରୋଗୀଙ୍କ ସହିତ କରୋନା ରୋଗୀଙ୍କୁ ଚିକିତ୍ସା କଲେ ସଂକ୍ରମଣର ଭୟ ରହିଛି। ଏପରି କରି ଆଜି ବଡବଡ଼ ଦେଶ ବିପଦରେ ପଡ଼ିଛନ୍ତି। ଯାହାକୁ ଲକ୍ଷ୍ୟ କରି ରାଜ୍ୟ ସରକାର ‘କରୋନା’ ରୋଗୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ହସ୍ପିଟାଲ୍‌ ପ୍ରତିଷ୍ଠା କରିଛନ୍ତି। ଆଜି ସମଗ୍ର ରାଜ୍ୟରେ ସବୁ ଜିଲ୍ଲାରେ ୩୫ଟି କୋଭିଡ୍‌ ହସ୍ପିଟାଲ୍‌ ପ୍ରତିଷ୍ଠା କରିବାର ଯୋଜନା କରାଯାଇଛି। ସେଥିରୁ ୨୧ଟି ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇସାରିଛି। ସେଥିରେ ପ୍ରାୟ ୪୦୦୦ ବେଡ୍‌ ପ୍ରସ୍ତୁତ ସରିଛି। ଆସନ୍ତା ୨୦ ତାରିଖ ସୁଦ୍ଧା ଆଉ ୧୧ଟା କୋଭିଡ୍‌ ହସ୍ପିଟାଲ୍‌ କାର୍ଯ୍ୟକ୍ଷମ କରିବାର ଲକ୍ଷ୍ୟ ରଖାଯାଇଛି। ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଥିବା ଦୁଇ କରୋନା ରୋଗୀଙ୍କୁ ରାଉରକେଲାରେ ପ୍ରତିଷ୍ଠା କରାଯାଇଥିବା କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଲକ୍ଷଣ ନଥିବା ପଜିଟିଭ୍‌ ଚିହ୍ନଟ ହେଲେ ସେମାନଙ୍କୁ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story