ଧରାପଡ଼ିଲେ ଲେଡି ଇନ୍ସପେକ୍ଟର, ଗିରଫ ହେଲେ ଡ୍ରାଇଭର

ସୋନପୁର (ରବୀନ୍ଦ୍ର ହୋତା): ବଲାଙ୍ଗିରରୁ ଧରାପଡ଼ିଲେ ଲେଡି ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା। ଗିରଫ ହୋଇଛି ଦୁର୍ଘଟଣା ଘଟାଇଥିବା କାର ଡ୍ରାଇଭର ଅଜୟ ଜେଠୀ। ଉଭୟଙ୍କୁ ବଲାଙ୍ଗିରରୁ ଧରି ସୋନପୁର ନେଉଛି ପୁଲିସ୍‌। ପୁରୀରୁ ସୁନାବେଶ ଡ୍ୟୁଟି ସାରି ଫେରିବା ବେଳେ ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣା।  ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ହୋଇଥିଲେ। ଇନ୍ସପେକ୍ଟର ସୁନାଙ୍କ ନାଁରେ ଥିବା କାର ଦୁର୍ଘଟଣା ଘଟାଇଥିଲା। ମଙ୍ଗଳବାର ଭୋର ପ୍ରାୟ ୪ଟା ବେଳେ ବଲାଙ୍ଗିର […]

Police

Police

Manoranjan Sial
  • Published: Tuesday, 12 July 2022
  • Updated: 12 July 2022, 10:30 PM IST

Sports

Latest News

ସୋନପୁର (ରବୀନ୍ଦ୍ର ହୋତା): ବଲାଙ୍ଗିରରୁ ଧରାପଡ଼ିଲେ ଲେଡି ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା। ଗିରଫ ହୋଇଛି ଦୁର୍ଘଟଣା ଘଟାଇଥିବା କାର ଡ୍ରାଇଭର ଅଜୟ ଜେଠୀ। ଉଭୟଙ୍କୁ ବଲାଙ୍ଗିରରୁ ଧରି ସୋନପୁର ନେଉଛି ପୁଲିସ୍‌। ପୁରୀରୁ ସୁନାବେଶ ଡ୍ୟୁଟି ସାରି ଫେରିବା ବେଳେ ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣା।  ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ହୋଇଥିଲେ। ଇନ୍ସପେକ୍ଟର ସୁନାଙ୍କ ନାଁରେ ଥିବା କାର ଦୁର୍ଘଟଣା ଘଟାଇଥିଲା।

ମଙ୍ଗଳବାର ଭୋର ପ୍ରାୟ ୪ଟା ବେଳେ ବଲାଙ୍ଗିର ଜିଲ୍ଲା ରାଘବପାଲିରୁ ଅଟୋରେ ପରିବା ଧରି ୮ ଜଣ ବ୍ୟବସାୟୀ ସୋନ୍‌ପୁର ହାଟକୁ ଆସୁଥିଲେ। ସେମାନେ ୫୭ ନମ୍ୱର ଜାତୀୟ ରାଜପଥର ବଡ଼ବାହାଲି ଛକରେ ଅଟକ ଜଣେ ବାଇକ୍‌ ଚାଳକ ସହିତ କଥା ହେଉଥିଲେ। ଠିକ୍‌ ଏହି ସମୟରେ ସମ୍ମୁଖରୁ ଆସୁଥିବା କାର୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ପରିବା ବୋଝେଇ ଅଟୋରେ ବସିଥିବା କୁଆବତୀ ନାୟକ, ସତ୍ୟ ପ୍ରଧାନ ଓ ପ୍ରାଣନାଥ ବିଶ୍ୱାଳଙ୍କ ମୃତ୍ୟୁ ଘଟିଥିଲା। ବାଇକ୍‌ ଚାଳକ ଓ ଅଟୋରେ ଥିବା ୬ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ବାଇକ୍‌ ଚାଳକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାକୁ ଭୀମଭୋଇ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

[caption id="attachment_748580" align="aligncenter" width="650"]Police ଲେଡି ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ଓ ତାଙ୍କ ଡ୍ରାଇଭର[/caption]

ସେପଟେ ଦୁର୍ଘଟଣା କାର ଛାଡ଼ି ଚାଳକ ଫେରାର ହୋଇଯାଇଥିଲା। କାର ଭିତରେ ପୁଲିସ୍‌ ୟୁନିଫର୍ମ ମିଳିଥିଲା। ଯେଉଁଥିରେ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ ନାଁ ଲେଖାଯାଇଥିଲା। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ନିଗ୍ଧାରାଣୀ ସୁନାଙ୍କ ଗିରଫ ଦାବି କରିଥିଲେ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କାରିଥିଲେ। ସୋନପୁର ଏସ୍‌ପି ଅମରେଶ ପଣ୍ଡା ଦୁର୍ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହିତ ଆଲୋଚନା କରିଥିଲେ। ମାତ୍ର ଉତ୍ତ୍ୟକ୍ତ ଲୋକ ନିଜ ଜିଦ୍‌ରେ ଅଟଳ ରହିଥିଲେ।

ମିଳିଥିବା ସୂଚନାରୁ ପ୍ରକାଶ, ସୁନ୍ଦରଗଡ଼ ଥାନାର ଇନ୍ସପେକ୍ଟର ହେଉଛନ୍ତି ସ୍ନିଗ୍ଧାରାଣୀ ସୁନା। ସେ ପୁରୀରୁ ଡ୍ୟୁଟି କରି ଆଜି ଭୋରୁ ସମୟରେ ଫେରୁଥିଲେ। ହେଲେ ରାସ୍ତାରେ ତାଙ୍କ କାର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ଡ୍ରାଇଭରଙ୍କ ସହିତ କାର ବାହାରି ପଳାଇ ଯାଇଥିଲେ। ସେ ବଲାଙ୍ଗିର ଜିଲ୍ଲା ସ୍ଥିତ ନଜ ଘରକୁ ପଳାଇ ଯାଇଥିଲେ। ସୋନପୁର ପୁଲିସ ତାଙ୍କୁ ଗାଁରୁ ଧରିଥିବା ଜଣାପଡ଼ିଛି।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story