ପୁଣି ବଦଳିଲା ନିୟମ: ଅଫିସ୍ ଆସିବେ ୧୫ ବିଭାଗର ୫୦% ଓ ନିଗମର ୧୦୦% କର୍ମଚାରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ସରକାର ମେ’ ୧୭ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଅବଧି ବୃଦ୍ଧି କରିବାପରେ ରାଜ୍ୟ ସରକାର ଆଜି ସମସ୍ତ ସରକାରୀ ଅଫିସକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ନେଇଥିବା ନିଷ୍ପତ୍ତିର ପୁଣିଥରେ ପୁନର୍ବିଚାର କରିଛନ୍ତି। ଏହି ନୂଆ ନିୟମ ମେ’ ୪ତାରିଖରୁ କାର୍ଯ୍ୟକାରୀ ହେବ। ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, କ୍ରିଟିକାଲ ବର୍ଗରେ ଥିବା ୧୧ଟି ବିଭାଗକୁ ୧୫କୁ ବୃଦ୍ଧି କରିବା ସହ ଏସବୁ […]

ri-office

ri-office

Manoranjan Sial
  • Published: Saturday, 02 May 2020
  • Updated: 02 May 2020, 10:04 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ସରକାର ମେ’ ୧୭ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଅବଧି ବୃଦ୍ଧି କରିବାପରେ ରାଜ୍ୟ ସରକାର ଆଜି ସମସ୍ତ ସରକାରୀ ଅଫିସକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ନେଇଥିବା ନିଷ୍ପତ୍ତିର ପୁଣିଥରେ ପୁନର୍ବିଚାର କରିଛନ୍ତି। ଏହି ନୂଆ ନିୟମ ମେ’ ୪ତାରିଖରୁ କାର୍ଯ୍ୟକାରୀ ହେବ।

ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, କ୍ରିଟିକାଲ ବର୍ଗରେ ଥିବା ୧୧ଟି ବିଭାଗକୁ ୧୫କୁ ବୃଦ୍ଧି କରିବା ସହ ଏସବୁ ବିଭାଗରେ ୫୦ ପ୍ରତିଶତ କର୍ମଚାରୀଙ୍କ ଉପସ୍ଥାନ ନିମନ୍ତେ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାବ୍ୟତୀତ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ସମେତ ଖଣି, କୃଷି ପ୍ରକ୍ରିୟାକରଣ , ଶିଳ୍ପାଂଚଳ ବିକାଶ, ବନୀକରଣ ଓ ରକ୍ଷଣାବେକ୍ଷଣ, ଲଘୁ ଜଙ୍ଗଲଜାତ ସାମଗ୍ରୀ କ୍ରୟ, ପାନୀୟ ସାମଗ୍ରୀ ଆଦି ସହ ଜଡ଼ିତ ଥିବା ସମସ୍ତ ନିଗମ ଓ ଉଦ୍ୟୋଗଗୁଡ଼ିକରେ ଶତ ପ୍ରତିଶତ କର୍ମଚାରୀଙ୍କ ଉପସ୍ଥିତି ପାଇଁ ସମ୍ପୃକ୍ତ ପ୍ରଶାସନିକ ବିଭାଗଗୁଡ଼ିକ ଅନୁମତି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ତୃତୀୟ ପର୍ଯ୍ୟାୟ ଲକଡାଉନ୍ ମେ’ ୪ରୁ ୧୭ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ଅବଧି ମଧ୍ୟରେ ୧୫ଟି ବିଭାଗକୁ କ୍ରିଟିକାଲ ଓ ଅନ୍ୟ ସମସ୍ତ ବିଭାଗ ଆଂଶିକ କ୍ରିଟିକାଲ ବର୍ଗରେ ଚିହ୍ନଟ କରି କର୍ମଚାରୀମାନଙ୍କ ଅଫିସ ଆସିବା ନେଇ ସରକାର ଆବଶ୍ୟକ ଗାଇଡଲାଇନ୍ ଜାରି କରିଛନ୍ତି । ପୂର୍ବରୁ କ୍ରିଟିକାଲ ବର୍ଗରେ ଥିବା ୧୧ଟି ବିଭାଗ ସହ ଏଥର ଅର୍ଥ, ଅବକାରୀ, ଇସ୍ପାତ ଓ ଖଣି, ବାଣିଜ୍ୟ ଓ ପରିବହନ ବିଭାଗକୁ କ୍ରିଟିକାଲ ବର୍ଗରେ ସାମିଲ କରାଯାଇଛି। ପୂର୍ବରୁ ଖାଦ୍ୟଯୋଗାଣ ଓ ଖାଉଟିକଲ୍ୟାଣ, ସାଧାରଣ ପ୍ରଶାସନ, ଗୃହନିର୍ମାଣ ଓ ନଗର ଉନ୍ନୟନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସ୍ୱରାଷ୍ଟ୍ର ବିଭାଗ, ଏସଆରସି ଓ ଓସଡମା ସମେତ କୃଷି ଓ କୃଷକ କଲ୍ୟାଣ, ସମବାୟ, ମତ୍ସ୍ୟ ଓ ପଶୁପାଳନ, ଶ୍ରମ ଓ ଇଏସଆଇ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କ୍ରିଟିକାଲ ବର୍ଗରେ ରହିଥିଲେ।

ସେହିପରି ଆଂଶିକ କ୍ରିଟିକାଲ ବର୍ଗରେ ଥିବା ଅନ୍ୟ ସମସ୍ତ ବିଭାଗରେ ୩୦ପ୍ରତିଶତ କର୍ମଚାରୀ ଅଫିସ ଆସିବେ। ଯେଉଁ କର୍ମଚାରୀମାନେ ଅଫିସ୍ ଆସିବେ ନାହିଁ ସେମାନେ ଘରୁ ରହି କାମ କରିପାରିବେ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି। ଅବଶ୍ୟ ସମସ୍ତ ବିଭାଗର କର୍ମଚାରୀମାନେ ଧାର୍ଯ୍ୟ ପରିମାଣ( ୫୦% ଓ ୩୦%) ମଧ୍ୟରେ ରୋଷ୍ଟର ଭି୍‌ତ୍ତିରେ ଅଫିସ ଆସିବେ। କ୍ଷେତ୍ରସ୍ତରର କର୍ମଚାରୀମାନଙ୍କ ଅଫିସ୍ ଆସିବା ସଂକ୍ରାନ୍ତରେ ସମ୍ପୃକ୍ତ ବିଭାଗର ପ୍ରଶାସନିକ ଅଧିକାରୀମାନେ କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସାରେ ନିଷ୍ପତ୍ତି ନେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story