ବିଧାନସଭା ଅଧିବେଶନ: ମଙ୍ଗଳବାର ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ମାସ ୨୫ତାରିଖରୁ ଆରମ୍ଭ ହେଉଥିବା ବିଧାନସଭାର ୬ ଦିନିଆ ଅଧିବେଶନ ପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆସନ୍ତାକାଲି (ମଙ୍ଗଳବାର) ସର୍ବଦଳୀୟ ବୈଠକ ଡାକିଛନ୍ତି । ଏହି ବୈଠକ ବିଧାନସଭାର ୫୯ନମ୍ବର ପ୍ରକୋଷ୍ଠରେ ଆସନ୍ତାକାଲି ଦିନ ସାଢ଼େ ୧୧ଟାରେ ଅନୁଷ୍ଠିତ ହେବ । ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଧାନସଭା ପାଇଁ ସର୍ବଦଳୀୟ ବୈଠକକୁ ବାଚସ୍ପତି ପ୍ରାୟ ୧୦ଦିନ ପୂର୍ବରୁ ଡାକିଥିବା ବିଧାନସଭା ସଚିବାଳୟ ସୂତ୍ରରୁ ଜଣାପଡ଼ିଛି । ସୂଚନା ଅନୁସାରେ, ବିଧାନସଭାର […]

speaker

speaker

Ordigital Desk
  • Published: Monday, 14 March 2022
  • Updated: 14 March 2022, 09:52 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ମାସ ୨୫ତାରିଖରୁ ଆରମ୍ଭ ହେଉଥିବା ବିଧାନସଭାର ୬ ଦିନିଆ ଅଧିବେଶନ ପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆସନ୍ତାକାଲି (ମଙ୍ଗଳବାର) ସର୍ବଦଳୀୟ ବୈଠକ ଡାକିଛନ୍ତି । ଏହି ବୈଠକ ବିଧାନସଭାର ୫୯ନମ୍ବର ପ୍ରକୋଷ୍ଠରେ ଆସନ୍ତାକାଲି ଦିନ ସାଢ଼େ ୧୧ଟାରେ ଅନୁଷ୍ଠିତ ହେବ । ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଧାନସଭା ପାଇଁ ସର୍ବଦଳୀୟ ବୈଠକକୁ ବାଚସ୍ପତି ପ୍ରାୟ ୧୦ଦିନ ପୂର୍ବରୁ ଡାକିଥିବା ବିଧାନସଭା ସଚିବାଳୟ ସୂତ୍ରରୁ ଜଣାପଡ଼ିଛି ।

ସୂଚନା ଅନୁସାରେ, ବିଧାନସଭାର ଏହି ସ୍ୱଳ୍ପକାଳୀନ ଅଧିବେଶନରେ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବା ସହ ୪ ମାସର ଲେଖାନୁଦାନ ଗୃହୀତ ହେବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ଓ ଏହା ଉପରେ ୩ ଦିନ ଧରି ଗୃହରେ ଆଲୋଚନା ହେବାର କାର୍ଯ୍ୟକ୍ରମ ଥିବାବେଳେ ମାର୍ଚ୍ଚ ୩୦ ତାରିଖରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ । ମାର୍ଚ୍ଚ ୩୧ତାରିଖରେ ଲେଖାନୁଦାନ ସଂକ୍ରାନ୍ତ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବ । ଚଳିତ ଅଧିବେଶନରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେଉଥିଲେ ମଧ୍ୟ ନିର୍ବାଚନକୁ ଦୃଷ୍ଟିରେ ରଖି ସମୟ ଅଭାବରୁ ତାହା ପାରିତ କରିବା ସମ୍ଭବପର ନଥିବାରୁ ସରକାର ପରେ ଏହି ପୂର୍ଣ୍ଣାଙ୍ଗ ବଜେଟ୍ ଅଧିବେଶନ ଡାକିବେ ବୋଲି ଜଣାପଡ଼ିଛି ।

ତେବେ ପଂଚାୟତ ଓ ପୌର ନିର୍ବାଚନ ପରେ ବିଧାନସଭାର ଅଧିବେଶନ ଆରମ୍ଭ ହେଉଥିବାରୁ ତାହା ବେଶ୍ ସରଗରମ ହେବାର ସମ୍ଭାବନା ରହିଛି । ବିଧାନସଭାକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ବାଚସ୍ପତି ଆସନ୍ତାକାଲି ସବୁଦଳର ବିଧାୟକଙ୍କ ବୈଠକ ଡାକି ବିଚାରବିମର୍ଶ କରିବାକୁ ଚାହିଁଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ବିଧାନସଭାର ଏହି ୬ଦିନିଆ ଅଧିବେଶନ ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ରେ ସରିବ । ୨୭ତାରିଖ ରବିବାର ଛୁଟି ପାଇଁ ବନ୍ଦ ରହିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story