କ୍ୱାରେଣ୍ଟାଇନ୍ ସେଣ୍ଟରକୁ ବେଡ୍ ଦେଇ ବିଲ୍ ପାଇନାହାନ୍ତି ସପ୍ଲାୟର୍!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାକିରେ ଚାଲିଛି କି କ୍ୱାରେଣ୍ଟାଇନ୍ ସେଣ୍ଟର? କୋଭିଡ୍ ମୁକାବିଲା ପାଇଁ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରକୁ ବେଡ୍ ଦେଇ କୋଟି କୋଟି ଟଙ୍କା ପାଇବାକୁ ଅପେକ୍ଷା କରିଛନ୍ତି ସପ୍ଲାୟର। କେନ୍ଦୁଝର ଜିଲ୍ଲାରୁ ଆସିଛି ଏଭଳି ଅଭିଯୋଗ। ଏପଟେ ଟିଏମସି ଖର୍ଚ୍ଚର ହିସାବ ନେଇ ପଞ୍ଚାୟତିରାଜ ସଚିବଙ୍କ ଚିଠି ପରେ ଜିଲ୍ଲାପାଳ କ୍ଷମତା ପାଇଥିବା ସରପଞ୍ଚ ବି ଖପ୍ପା। ପ୍ରବାସୀଙ୍କ ରହିବା ଓ ଖାଇବା ପାଇଁ କେତେ ଖର୍ଚ୍ଚ ହୋଇଛି, ଜିଲ୍ଲାପାଳଙ୍କ ପାଖରୁ ଏସବୁର […]

q-bed

q-bed

Ranjit Kumar Jena
  • Published: Sunday, 14 June 2020
  • Updated: 14 June 2020, 09:12 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାକିରେ ଚାଲିଛି କି କ୍ୱାରେଣ୍ଟାଇନ୍ ସେଣ୍ଟର? କୋଭିଡ୍ ମୁକାବିଲା ପାଇଁ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରକୁ ବେଡ୍ ଦେଇ କୋଟି କୋଟି ଟଙ୍କା ପାଇବାକୁ ଅପେକ୍ଷା କରିଛନ୍ତି ସପ୍ଲାୟର। କେନ୍ଦୁଝର ଜିଲ୍ଲାରୁ ଆସିଛି ଏଭଳି ଅଭିଯୋଗ। ଏପଟେ ଟିଏମସି ଖର୍ଚ୍ଚର ହିସାବ ନେଇ ପଞ୍ଚାୟତିରାଜ ସଚିବଙ୍କ ଚିଠି ପରେ ଜିଲ୍ଲାପାଳ କ୍ଷମତା ପାଇଥିବା ସରପଞ୍ଚ ବି ଖପ୍ପା।

ପ୍ରବାସୀଙ୍କ ରହିବା ଓ ଖାଇବା ପାଇଁ କେତେ ଖର୍ଚ୍ଚ ହୋଇଛି, ଜିଲ୍ଲାପାଳଙ୍କ ପାଖରୁ ଏସବୁର ଟିକନିକ୍ ହିସାବ ମାଗିଛନ୍ତି ପଞ୍ଚାୟତିରାଜ ସଚିବ। ପ୍ରବାସୀଙ୍କ ରହିବା ପାଇଁ ଏବେ ୬, ୭୯୮ ପଞ୍ଚାୟତରେ ୧୬ ହଜାର ୮୧୮ଟି କ୍ୱାରେଣ୍ଟାଇନ୍ ସେଣ୍ଟର ବା ଟିଏମସି କରାଯାଇଛି। ଏଥିରେ ୭ ଲକ୍ଷ ୬୨ ହଜାର ବେଡ୍ ପକାଯାଇଛି।

ତେବେ ଏଥିପାଇଁ ବର୍ତ୍ତମାନ ସୁଦ୍ଧା କେତେ ଟଙ୍କା ଖର୍ଚ୍ଚ ହେଲାଣି ତା'ର ହିସାବ ସରକାରଙ୍କ ପାଖରେ ନାହିଁ। ବାରମ୍ବାର ଏ ନେଇ ଜଣାଇବା ପରେ ତଥ୍ୟ ନ ଆସିବାରୁ ଏଥର ୧୯ ତାରିଖକୁ ଡେଡଲାଇନ୍ ରଖାଯାଇଛି। ସରପଞ୍ଚଙ୍କୁ ରାଜ୍ୟ ସରକାର ଜିଲ୍ଲାପାଳଙ୍କ କ୍ଷମତା ଦେଇ କ୍ୱାରେଣ୍ଟାଇନ୍ ସେଣ୍ଟର ପରିଚାଳନାର ଦାୟିତ୍ୱ ଦେଇଥିଲେ। ଏଥିପାଇଁ ଆଗୁଆ ୫ ଲକ୍ଷ ଦେବେ ବୋଲି ଘୋଷଣା କରିଥିଲେ। ତେବେ ଅନେକ ସ୍ଥାନରେ ସେହି ଟଙ୍କା ନମିଳିବା ଏବଂ ଜିଲ୍ଲାପାଳ କ୍ଷମତା ମଧ୍ୟ ମିଳିନଥିବା ଅଭିଯୋଗ ଆସିଛି, ଯାହାକୁ ନେଇ ସରପଞ୍ଚ ଖପ୍ପା ଥିବା ଖବର ମିଳିଛି।

ସେହିପରି କେନ୍ଦୁଝରରୁ ମଧ୍ୟ ସମାନ ଅଭିଯୋଗ ଆସିଛି। ଏହି ଜିଲ୍ଲାର ଝୁମ୍ପୁରା, ହାଟଡିହ, ଆନନ୍ଦପୁର ବ୍ଲକର ପ୍ରାୟ ୩୦ ପଞ୍ଚାୟତର ଟିଏମସିକୁ ସପ୍ଲାୟର୍ ୧୫୦୦ ବେଡ୍ ଯୋଗାଇଥିଲେ। ୧୦ ଜଣ ସପ୍ଲାଏରଙ୍କୁ ବେଡ୍ ପିଛା ୩୭୭୮ ଟଙ୍କା ଟଙ୍କା ଦିଆଯିବ ବୋଲି ସର୍ତ୍ତ ବି ରହିଥିଲା। ତେବେ ଅଢ଼େଇ ମାସ ପରେ ଏମାନଙ୍କୁ ଟଙ୍କାଟିଏ ବି ମିଳିନଥିବା ଅଭିଯୋଗ ଆସିଛି।

ଏପରିକି ଜିଲ୍ଲା ବାହାରୁ ଆସି କ୍ୱାରେଣ୍ଟାଇନ୍ ସେଣ୍ଟରକୁ ବେଡ୍ ଯୋଗାଇଥିବା ସପ୍ଲାୟରଙ୍କୁ ବି ଟଙ୍କା ମିଳିନି। ଜିଲ୍ଲାର ପଞ୍ଚାୟତଗୁଡ଼ିକୁ ବେଡ୍ ଯୋଗାଣ ବାବଦକୁ ବାକି ପଡିଛି କୋଟି କୋଟି ଟଙ୍କା। ତେବେ ଏ ନେଇ ପଞ୍ଚାୟତିରାଜ ମନ୍ତ୍ରୀ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ବିଜେଡି କହିଛି କ୍ୱାରେଣ୍ଟିନ୍ ସେଣ୍ଟର ପରିଚାଳନା ସବୁ ଠିକ୍ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story