ଟିକଟିକରେ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି କ୍ଷମା ମାଗିଲେ ମହିଳା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରବାସୀ ଓଡ଼ିଆଙ୍କ ଫେରନ୍ତାଙ୍କ ଯୋଗୁ ରାଜ୍ୟରେ କରୋନା ସଂକ୍ରମଣ ମାମଲା ଅଧିକ ବୃଦ୍ଧି ପାଉଥିବାର ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଥିବା ଜଣେ ମହିଳା ଶେଷରେ କ୍ଷମା ମାଗିଛନ୍ତି। ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟକୁ ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଭୁଲ୍ ଦର୍ଶାଇ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି ଜଣେ ମହିଳା ଟିକଟିକ୍ ଭିଡିଓ ପ୍ରସ୍ତୁତ କରିଥିଲେ। ସମ୍ପୃକ୍ତ ମହିଳାଙ୍କ ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାପରେ ତାଙ୍କୁ କେତେକ […]

tiktak

tiktak

Manoranjan Sial
  • Published: Saturday, 09 May 2020
  • Updated: 09 May 2020, 07:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରବାସୀ ଓଡ଼ିଆଙ୍କ ଫେରନ୍ତାଙ୍କ ଯୋଗୁ ରାଜ୍ୟରେ କରୋନା ସଂକ୍ରମଣ ମାମଲା ଅଧିକ ବୃଦ୍ଧି ପାଉଥିବାର ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଥିବା ଜଣେ ମହିଳା ଶେଷରେ କ୍ଷମା ମାଗିଛନ୍ତି। ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟକୁ ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଭୁଲ୍ ଦର୍ଶାଇ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି ଜଣେ ମହିଳା ଟିକଟିକ୍ ଭିଡିଓ ପ୍ରସ୍ତୁତ କରିଥିଲେ। ସମ୍ପୃକ୍ତ ମହିଳାଙ୍କ ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାପରେ ତାଙ୍କୁ କେତେକ ଲୋକ ଖରାପ ଭାଷାରେ ପ୍ରତିକ୍ରିୟା ଦେଇଥିଲେ। ଯାହାପରେ ସମ୍ପୃକ୍ତ ମହିଳା ଜଣକ ଆଉ ଏକ ଭିଡିଓ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କ୍ଷମା ମାଗିବା ସହ ପ୍ରବାସୀ ଓଡ଼ିଆଙଙ୍କୁ ମଧ୍ୟ କ୍ଷମା ମାଗିଛନ୍ତି। ଟିଭିରେ ନ୍ୟୁଜ୍ ଦେଖି ଏଭଳି ଭିଡିଓ ଟିକଟିକରେ ପ୍ରସ୍ତୁତ କରିଥିଲେ ଓ ଏହା ପଛରେ ତାଙ୍କର କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ ବୋଲି ମଧ୍ୟ କହିଛନ୍ତି। ତାଙ୍କ ପ୍ରତି ଅଶାଳୀନ ଭାଷା ପ୍ରୟୋଗ ନକରିବା ଓ ଏହି ଭିଡିଓକୁ ଆଉ ଭାଇରାଲ ନକରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ସମ୍ପୃକ୍ତ ମହିଳାଙ୍କ ଏହି ଉଭୟ ଭିଡିଓ ଏବେ ଫେସବୁକରେ ବହୁଳ ଭାବେ ଭାଇରାଲ ହେବାରେ ଲାଗିଛି । ତେବେ ତାଙ୍କର କୌଣସି ପରିଚୟ ମିଳିପାରି ନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story