ଏବେବି ସମୟ ଅଛି, ସବୁବର୍ଗର ଲୋକଙ୍କ ସହ ଆଲୋଚନା କରନ୍ତୁ ସରକାର : ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ପାଇଁ କଂଗ୍ରେସ ପକ୍ଷରୁ ସରକାରଙ୍କୁ ଯାହା ପ୍ରସ୍ତାବ ଦିଆଗଲା ତାକୁ ସରକାର ଶୁଣିଲେ ନାହିଁ। ଓଡ଼ିଶାରେ କରୋନା ପରିସ୍ଥିତି ଜଟିଳ ହେବାରେ ଲାଗିଛି। କରୋନା ମୁକାବିଲା ପାଇଁ ଯେଉଁଠି ଯାହା ଆବଶ୍ୟକ ବ୍ୟବସ୍ଥା କରିବା ଦରକାର ତାହା କରି ଓଡ଼ିଆ ଗରିବ ଲୋକମାନଙ୍କୁ ବଂଚାନ୍ତୁ। ସ୍ଥିତିର ମୁକାବିଲା ପାଇଁ ସବୁବର୍ଗର ଲୋକଙ୍କ ସହ ଆଲୋଚନା କରନ୍ତୁ ବୋଲି ପ୍ରଦେଶ କଂଗ୍ରେସ କମିଟି ଦାବି କରିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି […]

niranjan-2-750x430

niranjan-2-750x430

Manoranjan Sial
  • Published: Monday, 11 May 2020
  • Updated: 11 May 2020, 09:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ପାଇଁ କଂଗ୍ରେସ ପକ୍ଷରୁ ସରକାରଙ୍କୁ ଯାହା ପ୍ରସ୍ତାବ ଦିଆଗଲା ତାକୁ ସରକାର ଶୁଣିଲେ ନାହିଁ। ଓଡ଼ିଶାରେ କରୋନା ପରିସ୍ଥିତି ଜଟିଳ ହେବାରେ ଲାଗିଛି। କରୋନା ମୁକାବିଲା ପାଇଁ ଯେଉଁଠି ଯାହା ଆବଶ୍ୟକ ବ୍ୟବସ୍ଥା କରିବା ଦରକାର ତାହା କରି ଓଡ଼ିଆ ଗରିବ ଲୋକମାନଙ୍କୁ ବଂଚାନ୍ତୁ। ସ୍ଥିତିର ମୁକାବିଲା ପାଇଁ ସବୁବର୍ଗର ଲୋକଙ୍କ ସହ ଆଲୋଚନା କରନ୍ତୁ ବୋଲି ପ୍ରଦେଶ କଂଗ୍ରେସ କମିଟି ଦାବି କରିଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଓଡିଶାରେ କରୋନା ପରିସ୍ଥିତି ଜଟିଳ ହେବାରେ ଲାଗିଛି। ବିଶେଷକରି ଗଞ୍ଜାମ ଜିଲ୍ଲାରେ ୪୦ ହଜାରରୁ ଅଧିକ ଲୋକ ଆସି ପହଂଚିଲେଣି, ଆହୁରି ମଧ୍ୟ ଆସିବେ। ସେଠାରେ ପ୍ରଶାସନିକ ଅଧିକାରୀମାନଙ୍କୁ ମୁତୟନ କରିଦେଲେ ଚଳିବନି ବରଂ ଅନ୍ୟାନ୍ୟ ସହଯୋଗୀ କାର୍ଯ୍ୟକ୍ରମ ସେଠାରେ ଆରମ୍ଭ କରିବାର ଆବଶ୍ୟକତା ରହିଛି। ବାଚସ୍ପତି ନିଜେ କାଲି ଗଣମାଧ୍ୟମ ଜରିଆରେ କହିଥିଲେ ଯେ ଗଞ୍ଜାମ ଜିଲ୍‌ଲାରେ ଗାଁ ମଝିରେ କ୍ୱାରେଣ୍ଟାଇନ୍ ସେଣ୍ଟର ଖୋଲାଯାଇଛି। ସେଠାରେ ରାତିରେ କେହି ରହୁନାହାନ୍ତି, ଘରକୁ ପଳାଉଛନ୍ତି। ତେଣୁ ଏସବୁ କାର୍ଯ୍ୟକ୍ରମକୁ ଆହୁରି ସୁଚାରୁ ରୂପେ ସମ୍ପାଦନ କରିବାକୁ ସରକାରଙ୍କୁ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବରୁ ଯାହା କଂଗ୍ରେସ କହିଛି ତାକୁ ସରକାର ଶୁଣିନାହାନ୍ତି। ଏବେବି ସମୟ ଅଛି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ରାଜନୀତିକ ଦଳ, ସେବାକାରୀ ସଂସ୍ଥା, ନାଗରିକ ସମାଜକୁ ନେଇ ସେଠାରେ ଲୋକଙ୍କ ମନୋବଳ ବୃଦ୍ଧି କରାଯାଉ। ସେହିପରି ଅନ୍ୟାନ୍ୟ ଜିଲ୍ଲାରେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥିବା ଲୋକମାନେ ଏପର୍ଯ୍ୟନ୍ତ ଫେରିନାହାନ୍ତି। ସେମାନେ ଫେରିଲେ ଗଞ୍ଜାମ ଭଳି ସେସବୁ ଜିଲ୍ଲାରେ ବି ଭୟାବହ ସ୍ଥିତି ଦେଖାଯାଇପାରେ।
ତା’ଛଡା ଗଞ୍ଜାମ ଜିଲ୍ଲାରେ ବିଗୁଡୁଥିବା ସ୍ଥିତି ତୁଳନାରେ ମାତ୍ର ୨୦୦ ବେଡ୍ ବିଶିଷ୍ଟ ହସ୍‌ପିଟାଲ ବ୍ୟବସ୍ଥା କରାଯାଇଛି। ତେଣୁ ସଂକ୍ରମଣକୁ କେମିତି ଆୟତ୍ତ କରାଯିବ ତାହା ଏବେ ବଡ଼ ପ୍ରଶ୍ନ। ଯେଉଁଠି ଆବଶ୍ୟକତା ନାହିଁ, ସେଠାରେ ଅଧିକ ବେଡ୍ ବିଶିଷ୍ଟ କୋଭିଡ୍ ହସ୍ପିଟାଲ ସରକାର ସ୍ଥାପନ କରିଛନ୍ତି । କିନ୍ତୁ ଯେଉଁଠି ଆବଶ୍ୟକତା ଅଛି ସେଠାରେ ବ୍ୟବସ୍ଥା କରାଯାଇନାହିଁ। ତେଣୁ ଏସବୁ ଅସୁବିଧାକୁ ଦୃଷ୍ଟିରେ ରଖି ସରକାର ଏବେ ଉଚିତ୍ ପଦକ୍ଷେପ ନେବା ନିହାତି ଜରୁରୀ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story