ରାଷ୍ଟ୍ରପତି ଭବନରେ ଶିକ୍ଷାନୁଷ୍ଠାନ ମୁଖ୍ୟ ଓ କୁଳପତିଙ୍କ ସମ୍ମିଳନୀ

These institutes will play an important role in nation building by contributing towards policy framework

dharmendra

dharmendra

Manoranjan Sial
  • Published: Saturday, 14 December 2019
  • Updated: 14 December 2019, 09:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଷ୍ଟ୍ରପତି ଭବନର ଭିଜିଟର୍ କନ୍‌ଫରେନ୍ସରେ ଶନିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଦେଶର ବିଭିନ୍ନ ପ୍ରମୁଖ ଶିକ୍ଷାନୁଷ୍ଠାନର ମୁଖ୍ୟ ଓ କୁଳପତିଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଛନ୍ତି, ଦେଶ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ପେଟ୍ରୋଲିୟମ ମନ୍ତ୍ରାଳୟ ଦ୍ୱାରା ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ।

ଶ୍ରୀ ପ୍ରଧାନ ଟ୍ୱିଟ୍‌ କରି ଲେଖିଛନ୍ତି-“ବିଶ୍ୱରେ ଭାରତକୁ ମ୍ୟାନ୍ ପାୱାର ହବ୍‌ କରିବା, ହାଇଡ୍ରୋକାର୍ବନ ଓ ଉର୍ଜା ଶୃଙ୍ଖଳାରେ ଗବେଷଣା ଏବଂ ବିକାଶକୁ ପ୍ରୋତ୍ସାହନ ଦେବା ପାଇଁ ଭବିଷ୍ୟତର ନେତୃତ୍ୱ ଗଠନ କରାଯିବ। ସେଥିପାଇଁ ପେଟ୍ରୋଲିୟମ ମନ୍ତ୍ରଣାଳୟ ଦେଶର ରାଇବରେଲି, ଶିବସାଗର ଓ ବାଙ୍ଗାଲୋରରେ ଥିବା ରାଜୀବ ଗାନ୍ଧୀ ପେଟ୍ରୋଲିୟମ ଟେକ୍ନୋଲୋଜି ସଂସ୍ଥା(ଆରଜିଆଇପିଟି) ଏବଂ ବିଶାଖାପାଟଣାରେ ଭାରତୀୟ ପେଟ୍ରୋଲିୟମ୍‌ ଉର୍ଜା ସଂସ୍ଥା (ଆଇଆଇପିବି) ଭଳି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିଛି।”

ସେ ଆହୁରି ଲେଖିଛନ୍ତି-“ଏହି ଶିକ୍ଷାନୁଷ୍ଠାନ ଗୁଡିକ ଦେଶ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ପଲିସି ଫ୍ରେମ୍‌ୱାର୍କ, ଗବେଷଣା ଓ ବିକାଶ ତଥା ଦେଶର ଉର୍ଜା କ୍ଷମତା ପାଇଁ ମାନବ ସମ୍ବଳ ମଧ୍ୟ ପ୍ରଦାନ କରିବାରେ ସହାୟକ ହେବ। ସେହିପରି ବିଶ୍ୱବିଦ୍ୟାଳୟରେ ଦିଆଯାଉଥିବା ଜ୍ଞାନ ଦେଶର ଅର୍ଥନୀତିର ବିକାଶ ସହ ଯୋଡ଼ିବ। କେବଳ ଯେ ସ୍ଥିତାବସ୍ଥା ନୁହେଁ ଦ୍ରୁତ ବିକାଶର ବାର୍ତ୍ତାବହ ହେବ ଏହି ବିଶ୍ୱବିଦ୍ୟାଳୟ। ପରୋକ୍ଷରେ ଏହି ବିଶ୍ୱବିଦ୍ୟାଳୟ ଦେଶର ଅର୍ଥନୀତି ପାଇଁ କାର୍ଯ୍ୟ କରେ।”

ଆଜି ରାଷ୍ଟ୍ରପତି ଭବନ ପକ୍ଷରୁ ଏକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏଥିରେ ୪୬ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୃଷି, ଫାର୍ମାସିଟିକାଲ୍‌, ଡିଜାଇନ୍‌, ଫ୍ୟାସନ, ପେଟ୍ରୋଲିୟମ୍‌, ଏନର୍ଜି, ଯୋଜନା ଓ ଆର୍କିଟେକ୍ଚର, ସୂଚନା ପ୍ରଯୁକ୍ତି ଭଳି ଉଚ୍ଚ ଶିକ୍ଷା କ୍ଷେତ୍ରର ମୁଖ୍ୟମାନେ ସାମିଲ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story