ଚାକିରି ହରାଇବେ ଗତ ଜୁନରେ ନିଯୁକ୍ତି ପାଇଥିବା ୪ ହଜାର ଠିକା ଶିକ୍ଷକ

ଭୁବନେଶ୍ୱର: ଚାକିରି ହରାଇବେ ଗତ ଜୁନରେ ନିଯୁକ୍ତି ପାଇଥିବା ରାଜ୍ୟର ପ୍ରାୟ ୪ ହଜାର ଠିକା ଶିକ୍ଷକ। ନିଯୁକ୍ତି ପ୍ରକ୍ରିୟା ଅନିୟମିତତା ସଂପର୍କିତ ଏକ ମାମଲାର ଶୁଣାଣିରେ ସେମାନଙ୍କ ନିଯୁକ୍ତିକୁ ପ୍ରତ୍ୟାହାର କରାଯିବ ବୋଲି ହାଇକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଗତ ଜୁନ୍ ମାସରେ ଠିକା ଶିକ୍ଷକ ନିଯୁକ୍ତିକୁ ନେଇ ଦାୟର ମାମଲାରେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ ଥିବା ସତ୍ତ୍ୱେ ଏହି ଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏହା କୋର୍ଟ ଆଦେଶର ଉଲ୍ଲଂଘନ ହେଉଥିବା ଦର୍ଶାଇ ଗଣଶିକ୍ଷା ବିଭାଗ […]

ORISSA_SECRETARIAT

ORISSA_SECRETARIAT

Rakesh Mallick
  • Published: Friday, 20 November 2015
  • Updated: 21 November 2015, 02:36 AM IST

Sports

Latest News

ଭୁବନେଶ୍ୱର: ଚାକିରି ହରାଇବେ ଗତ ଜୁନରେ ନିଯୁକ୍ତି ପାଇଥିବା ରାଜ୍ୟର ପ୍ରାୟ ୪ ହଜାର ଠିକା ଶିକ୍ଷକ। ନିଯୁକ୍ତି ପ୍ରକ୍ରିୟା ଅନିୟମିତତା ସଂପର୍କିତ ଏକ ମାମଲାର ଶୁଣାଣିରେ ସେମାନଙ୍କ ନିଯୁକ୍ତିକୁ ପ୍ରତ୍ୟାହାର କରାଯିବ ବୋଲି ହାଇକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଗତ ଜୁନ୍ ମାସରେ ଠିକା ଶିକ୍ଷକ ନିଯୁକ୍ତିକୁ ନେଇ ଦାୟର ମାମଲାରେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ ଥିବା ସତ୍ତ୍ୱେ ଏହି ଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏହା କୋର୍ଟ ଆଦେଶର ଉଲ୍ଲଂଘନ ହେଉଥିବା ଦର୍ଶାଇ ଗଣଶିକ୍ଷା ବିଭାଗ ବିରୋଧରେ ଅଦାଲତ ଅବମାନନା ମାମଲା ଦାୟର କରାଯାଇଥିଲା। ଆଜି ଏହି ମାମଲାର ଶୁଣାଣି ବେଳେ ଏହି ନିଯୁକ୍ତି ନିଦ୍ଦେର୍ଶକୁ ପ୍ରତ୍ୟାହାର କରାଯିବ ବୋଲି ଆଡଭୋକେଟ୍ ଜେନେରାଲ୍ କୋର୍ଟଙ୍କୁ ଅବଗତ କରାଇଛନ୍ତି। ଗତ ଜୁନ୍ ମାସରେ ପ୍ରାୟ ୪ ହଜାର ଠିକା ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story