ବିବାହ ଭୋଜି ଖାଇ ବରକନ୍ୟାଙ୍କ ସମେତ ୧୫୦ ଜଣଙ୍କୁ ଝାଡ଼ାବାନ୍ତି

ଜଳେଶ୍ୱର (ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ରାଣୀବସାଣ ଗାଁରେ ବାହାଘର ଭୋଜି ଖାଇ ବର ଓ କନ୍ୟାଙ୍କ ସମେତ ୧୫୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୭ ଜଣ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ୧୪ ଜଣଙ୍କୁ ବାଡ଼ସରିସା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗାଁରେ ଏକ ଅସ୍ଥାୟୀ ହେଲ୍‌ଥ କ୍ୟାମ୍ପ କରାଯାଇଥିବା ବେଳେ ଏଠାରେ ଅନ୍ୟ ଅସୁସ୍ଥମାନଙ୍କୁ ଚିକିତ୍ସା କରାଯାଉଛି। ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ମଧ୍ୟ […]

jalaswermmmmmmmmm

jalaswermmmmmmmmm

Tapaswini Nayak
  • Published: Friday, 17 May 2019
  • Updated: 17 May 2019, 01:09 PM IST

Sports

Latest News

ଜଳେଶ୍ୱର (ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ରାଣୀବସାଣ ଗାଁରେ ବାହାଘର ଭୋଜି ଖାଇ ବର ଓ କନ୍ୟାଙ୍କ ସମେତ ୧୫୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୭ ଜଣ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ୧୪ ଜଣଙ୍କୁ ବାଡ଼ସରିସା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗାଁରେ ଏକ ଅସ୍ଥାୟୀ ହେଲ୍‌ଥ କ୍ୟାମ୍ପ କରାଯାଇଥିବା ବେଳେ ଏଠାରେ ଅନ୍ୟ ଅସୁସ୍ଥମାନଙ୍କୁ ଚିକିତ୍ସା କରାଯାଉଛି। ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ମଧ୍ୟ ଏକ ଟିମ୍‌ ଆସି ଗାଁରେ ପହଞ୍ଚିଛି।

୧୫ ତାରିଖରେ ରାତିରେ ରାଣୀବସାଣ ଗାଁର ଦୀପକ ଜେନାଙ୍କ ବିବାହ ଭୋଜି ଥିଲା। ଭୋଜି ଖାଇବା ପର ଦିନ ୪ରୁ ୫ ଜଣ ଲୋକଙ୍କୁ ଝାଡ଼ାବାନ୍ତି ହୋଇଥିଲା। ସେମାନଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଗତକାଲି ରାତିରେ ବର ଓ କନ୍ୟାଙ୍କ ସମେତ ୨୫ରୁ ଅଧିକ ଲୋକଙ୍କୁ ଝାଡ଼ାବାନ୍ତି ହୋଇଥିଲା। ସେମାନଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲା। ତେବେ ଆଜି ସକାଳେ ୧୨୦ରୁ ଅଧିକ ଲୋକଙ୍କୁ ଝାଡ଼ାବାନ୍ତି ହୋଇଥିଲା।

ଖାଦ୍ୟ ବିଷାକ୍ତ ହୋଇଯାଇଥିବାରୁ ଝାଡ଼ାବାନ୍ତି ହୋଇଥିବା ସୂଚନା ମିଳିଛି।

ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର କମଳାକାନ୍ତ ଜେନା ନିଜେ ରାଣୀବସାଣ ଗାଁ ହୋଇଥିବା ଅସ୍ଥାୟୀ କ୍ୟାମ୍ପରେ ଉପସ୍ଥିତ ଅଛନ୍ତି। ସେ କହିଛନ୍ତି ଯେ, ସ୍ଥିତିରେ ସୁଧାର ଆସିବା ପର୍ଯ୍ୟନ୍ତ ଆମେ ଗାଁରେ ରହିବୁ।

ଜଣେ ଗ୍ରାମବାସୀ କହିଛନ୍ତି,“ଭୋଜିରେ ଯେଉଁ ମାଂସ ହୋଇଥିଲା, ତାହା ଖରାପ ଲାଗୁଥିଲା। ଏନେଇ ଅଭିଯୋଗ ହେବା ପରେ ଆମେ ଆଉ ଯେତିକି ମାଂସ ଥିଲା,ତାକୁ ପୋତି ଦେଇଥିଲୁ। ବୋଧହୁଏ ଏହି ମାଂସ ଖାଇ ଝାଡ଼ାବାନ୍ତି ହୋଇଥିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story