ଏଥର ଫିକା ପଡ଼ିବ ରଜ ମଉଜ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନକ ପରେ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ପର୍ବ ରଜ। ହେଲେ କୋଭିଡ୍ ମାଡ଼ରେ ପୂର୍ବବର୍ଷ ଗୁଡ଼ିକ ଅପେକ୍ଷା ଏଥରର ରଜ ମଉଜ ଫିକା ପଡ଼ିବାର ସମ୍ଭାବନା ଦେଖାଦେଇଛି। କରୋନାର ଘଡ଼ିସନ୍ଧି ବେଳାରେ ପରମ୍ପରା ବଜାୟ ପାଇଁ ସବୁଠି ପ୍ରସ୍ତୁତି ଜୋରଦାର ଚାଲିଛି। ରଜ ପାଇଁ କିଛି ମାତ୍ରାରେ କଟକଣା କୋହଳ କରାଯାଇଥିବାରୁ ହାଟବଜାର ଚଳଚଞ୍ଚଳ ହେବା ସହ କିଣାକିଣି ଜାରି ରହିଛି। ହେଲେ ସେହି କିଣାକିଣି ଭିତରେ ଅଧିକାଂଶ ସ୍ଥାନରେ ଲୋକେ […]

raja-festive

raja-festive

Ranjit Kumar Jena
  • Published: Friday, 12 June 2020
  • Updated: 12 June 2020, 09:03 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନକ ପରେ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ପର୍ବ ରଜ। ହେଲେ କୋଭିଡ୍ ମାଡ଼ରେ ପୂର୍ବବର୍ଷ ଗୁଡ଼ିକ ଅପେକ୍ଷା ଏଥରର ରଜ ମଉଜ ଫିକା ପଡ଼ିବାର ସମ୍ଭାବନା ଦେଖାଦେଇଛି। କରୋନାର ଘଡ଼ିସନ୍ଧି ବେଳାରେ ପରମ୍ପରା ବଜାୟ ପାଇଁ ସବୁଠି ପ୍ରସ୍ତୁତି ଜୋରଦାର ଚାଲିଛି।

ରଜ ପାଇଁ କିଛି ମାତ୍ରାରେ କଟକଣା କୋହଳ କରାଯାଇଥିବାରୁ ହାଟବଜାର ଚଳଚଞ୍ଚଳ ହେବା ସହ କିଣାକିଣି ଜାରି ରହିଛି। ହେଲେ ସେହି କିଣାକିଣି ଭିତରେ ଅଧିକାଂଶ ସ୍ଥାନରେ ଲୋକେ ସାମାଜିକ ଦୂରତାକୁ ଭୁଲିଯାଇଛନ୍ତି। ରାଜଧାନୀ ଭୁବନେଶ୍ୱରରେ ସ୍ଥିତି ଏମିତି ହେଲା ଯେ ଶେଷରେ ମାର୍କେଟ୍ ବିଲ୍ଡିଂକୁ ସିଲ୍ କରିଦେଇଛି ବିଏମସି। ତେବେ ଶନିବାର ଓ ରବିବାର ପୂର୍ବ ନିଷ୍ପତ୍ତି ମୁତାବକ ସଟଡାଉନ୍ ହେବାକୁ ଥିବାବେଳେ ସୋମବାର ମାର୍କେଟ୍ ବିଲ୍ଡିଂ ଖୋଲିବ କି ନାହିଁ, ତାହା ପରେ ନିଷ୍ପତ୍ତି ନିଆଯିବ ବୋଲି କହିଛି ବିଏମସି।

କେବଳ ରାଜଧାନୀ ନୁହେଁ, ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ବି ଦେଖିବାକୁ ମିଳିଛି ଜନଗହଳି। ଆଜି ସକାଳ ପରଠାରୁ ଭଦ୍ରକ ମାର୍କେଟରେ ମଧ୍ୟ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଲୁଗା ଦୋକାନଠାରୁ ଆରମ୍ଭ କରି ଫଳ ଦୋକାନ ଏବଂ ବାକି ସବୁ ଦୋକନରେ ମଧ୍ୟ ନାହିଁ ନଥିବା ଭିଡ଼। ସବୁଠି ଗରାଖ ଭର୍ତ୍ତି। ସେହିପରି ବାଲେଶ୍ୱର ବଜାରରେ ବି ଦେଖିବାକୁ ମିଳିଥିଲା ସମାନ ଚିତ୍ର।

ଅନ୍ୟପଟେ ରଜକୁ ନେଇ ଜାରି ରହିଥିବା ଉତ୍ସାହ ଓ ଉତ୍କଣ୍ଠା ଭିତରେ କରୋନା ସଂକ୍ରମଣ ସ୍ଥିତିକୁ ଦେଖି କିଛି ଜିଲ୍ଲାରେ ମଧ୍ୟ କଟକଣା ଜାରି କରାଯାଇଛି। କେନ୍ଦୁଝର ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଜୁନ ୧୬ ଯାଏଁ କଡ଼ା କଟକଣା ଜାରି ରଖିଛି। ରଜକୁ ଆଖି ଆଗରେ ରଖି ଆଜି ଦିନକ ପାଇଁ ରାତି ୭ ବଦଳରେ ୧୦ଟା ଯାଏଁ କର୍ଫୁକୁ କୋହଳ କରାଯାଇଥିବା ବେଳେ ଆସନ୍ତାକାଲି ଏବଂ ରବିବାର ପୂର୍ବଭଳି ଶଟଡାଉନ୍ ରହିବ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story