କୂଅରୁ ଉଦ୍ଧାର ହେଲେ ୩ ଭାଲୁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ବାଲିମେଳା ଥାନା କୋଣ୍ଡେଲ ଗାଁ ନିକଟରେ ଥିବା ଏକ କୁଅରୁ ୩ଟି ଭାଲୁଙ୍କୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକଙ୍କ ପାଖରୁ ଖବର ପାଇ ବନ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଭାଲୁମାନଙ୍କୁ ଉଦ୍ଧାର କରିଥିଲେ।