ପ୍ରକାଶଙ୍କ ଘର ଉପରକୁ ବୋମାମାଡ଼

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଗୁରୁଜଙ୍ଗର ୧୮ ନମ୍ବର ୱାର୍ଡରେ ବୋମାମାଡ଼ ହୋଇଛି। ଗତକାଲି ରାତି ପ୍ରାୟ ୨ଟା ୩୫ ମିନିଟ୍‌ରେ ସ୍ଥାନୀୟ ବାସିନ୍ଦା ପ୍ରକାଶ ରାଉତରାୟଙ୍କ ଘର ଉପରକୁ ଦୁର୍ବୃତ୍ତମାନେ ତିନିଟି ବୋମାମାଡ଼ କରିଥିଲେ। ଏନେଇ ସେ ଟାଉନ୍‌ ଥାନାରେ ଅଭିଯୋଗ କରିଛନ୍ତି। ୪ ଜଣ ଦୁର୍ବୃତ୍ତ ବାଇକ୍‌ ଆସି ବୋମାମାଡ଼ କରିଥିବା ସେ ପୁଲିସ୍‌ ନିକଟରେ ପ୍ରକାଶ କହିଛନ୍ତି। ପୁଲିସ୍ ଘଟଣାର ଅନୁସନ୍ଧାନ ଚଳାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ସନ୍ଦେହ […]

bomb

bomb

Jitendra Garnayak
  • Published: Sunday, 30 December 2018
  • Updated: 30 December 2018, 10:43 AM IST

Sports

Latest News

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଗୁରୁଜଙ୍ଗର ୧୮ ନମ୍ବର ୱାର୍ଡରେ ବୋମାମାଡ଼ ହୋଇଛି।

ଗତକାଲି ରାତି ପ୍ରାୟ ୨ଟା ୩୫ ମିନିଟ୍‌ରେ ସ୍ଥାନୀୟ ବାସିନ୍ଦା ପ୍ରକାଶ ରାଉତରାୟଙ୍କ ଘର ଉପରକୁ ଦୁର୍ବୃତ୍ତମାନେ ତିନିଟି ବୋମାମାଡ଼ କରିଥିଲେ। ଏନେଇ ସେ ଟାଉନ୍‌ ଥାନାରେ ଅଭିଯୋଗ କରିଛନ୍ତି। ୪ ଜଣ ଦୁର୍ବୃତ୍ତ ବାଇକ୍‌ ଆସି ବୋମାମାଡ଼ କରିଥିବା ସେ ପୁଲିସ୍‌ ନିକଟରେ ପ୍ରକାଶ କହିଛନ୍ତି।

ପୁଲିସ୍ ଘଟଣାର ଅନୁସନ୍ଧାନ ଚଳାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ବୋମାମାଡ଼ର ଚିତ୍ର ସିସିଟିଭି କ୍ୟାମେରାରେ କଏଦ ହୋଇଛି।

ପୂର୍ବରୁ ମଧ୍ୟ ପ୍ରକାଶଙ୍କ ବାଜପୁର ସ୍ଥିତ ଘର ଓ ପାହାଡ଼ରେ ଥିବା ପ୍ରୋକ୍ଲିନ୍‌ ମେସିନ୍‌ ଉପରେ ବୋମାମାଡ଼ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story