ସ୍କୁଟିକୁ ପିଟି ଓଲଟି ପଡ଼ିଲା କାର୍: ୩ ମୃତ, ୫ ଆହତ

ଜଗତସିଂହପୁର (ଓଡ଼ିଶା ରିପୋର୍ଟର): କଟକ-ପାରାଦୀପ ରାସ୍ତାର ପଥୁରିଆଗଡ଼ା ନିକଟରେ ଏକ ମମନ୍ତୁଦ ଦୁର୍ଘଟଣା ଘଟିଛି। ଏକ୍ କାର୍ ସ୍କୁଟିକୁ ଧକ୍କା ଦେବା ଯୋଗୁଁ ତିନି ଜଣଙ୍କର ମୃତ୍ୟୁ ଘଟିଛି। ସ୍କୁଟିକୁ ଧକ୍କା ଦେବା ପରେ କାର୍‌ଟି ଓଲଟି ପଡ଼ିଥିଲା। କାର୍‌ରେ ୫ ଜଣ ଯାତ୍ରୀ ଥିଲେ। ସେମାନେ ସମସ୍ତେ ଆହତ ହୋଇଛନ୍ତି। ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

deadbody

Jitendra Garnayak
  • Published: Wednesday, 05 September 2018
  • , Updated: 05 September 2018, 09:05 AM IST

ଜଗତସିଂହପୁର (ଓଡ଼ିଶା ରିପୋର୍ଟର): କଟକ-ପାରାଦୀପ ରାସ୍ତାର ପଥୁରିଆଗଡ଼ା ନିକଟରେ ଏକ ମମନ୍ତୁଦ ଦୁର୍ଘଟଣା ଘଟିଛି।
ଏକ୍ କାର୍ ସ୍କୁଟିକୁ ଧକ୍କା ଦେବା ଯୋଗୁଁ ତିନି ଜଣଙ୍କର ମୃତ୍ୟୁ ଘଟିଛି।

ସ୍କୁଟିକୁ ଧକ୍କା ଦେବା ପରେ କାର୍‌ଟି ଓଲଟି ପଡ଼ିଥିଲା। କାର୍‌ରେ ୫ ଜଣ ଯାତ୍ରୀ ଥିଲେ। ସେମାନେ ସମସ୍ତେ ଆହତ ହୋଇଛନ୍ତି।
ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

Related story