ତିନୋଟି ଜିଲ୍ଲାରେ ଅଗ୍ନିକାଣ୍ଡ ଘଟି ୨୧୦ ବଖରା ଭସ୍ମୀଭୂତ

ଢେଙ୍କାନାଳ/ସୁବର୍ଣ୍ଣପୁର/ବୌଦ୍ଧ:  ଆଜି ବୌଦ୍ଧ, ଢେଙ୍କାନାଳ ଓ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟି ୨୧୦ ବଖରା ଘର ଭସ୍ମୀଭୂତ ହୋଇଯାଇଛି। ବୌଦ୍ଧ ଜିଲ୍ଲା ଶଗଡା ପଞ୍ଚାୟତ ଝାଙ୍କରପଡ଼ାରେ ଆଜି ଅଗ୍ନିକାଣ୍ଡ ଘଟି ୬୦ଟି ପରିବାରର ୧୧୦ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ପାଖ ଜଙ୍ଗଲରୁ ନିଆଁ ଆସି ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ସେହିପରି ଢେଙ୍କାନାଳ ଜିଲ୍ଲା ଗଁଦିଆ ହରାଚୁଆ ଗାଁରେ ଅଗ୍ନିକାଣ୍ଡ ଘଟି ୫୦ ବଖରା ଭସ୍ମୀଭୂତ ହୋଇଯାଇଛି। ନିଆଁ ଲାଗିବାର କାରଣ ସ୍ପଷ୍ଟ […]

fire

fire

Rakesh Mallick
  • Published: Monday, 25 April 2016
  • Updated: 25 April 2016, 03:36 PM IST

Sports

Latest News

ଢେଙ୍କାନାଳ/ସୁବର୍ଣ୍ଣପୁର/ବୌଦ୍ଧ:  ଆଜି ବୌଦ୍ଧ, ଢେଙ୍କାନାଳ ଓ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟି ୨୧୦ ବଖରା ଘର ଭସ୍ମୀଭୂତ ହୋଇଯାଇଛି। ବୌଦ୍ଧ ଜିଲ୍ଲା ଶଗଡା ପଞ୍ଚାୟତ ଝାଙ୍କରପଡ଼ାରେ ଆଜି ଅଗ୍ନିକାଣ୍ଡ ଘଟି ୬୦ଟି ପରିବାରର ୧୧୦ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ପାଖ ଜଙ୍ଗଲରୁ ନିଆଁ ଆସି ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।

ସେହିପରି ଢେଙ୍କାନାଳ ଜିଲ୍ଲା ଗଁଦିଆ ହରାଚୁଆ ଗାଁରେ ଅଗ୍ନିକାଣ୍ଡ ଘଟି ୫୦ ବଖରା ଭସ୍ମୀଭୂତ ହୋଇଯାଇଛି। ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନାହିଁ। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଭୁବନ ଓ ଗଁନ୍ଦିଆରୁ ଦମକଳବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ।

ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ରଙ୍ଗପୁର ଗାଁରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୫୦ ବଖରାରୁ ଅଧିକ ଘର ଭସ୍ମୀଭୂତ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story