ହାତୀର ଲାଞ୍ଜ ଟାଣି ଭିଡିଓ କରିବା ପଡ଼ିଲା ମହଙ୍ଗା: ବନ୍ଧା ହେଲେ ୩ ଯୁବକ

କେନ୍ଦୁଝର (ଓଡ଼ିଶା ରିପୋର୍ଟର): କୌଣସି ପ୍ରାଣୀ ସେ ବନ୍ୟଜନ୍ତୁ ହୋଇଥାଉ କି ଗୃହପାଳିତ, ହଇରାଣ କରିବା କିଛି ନୂଆ କଥା ନୁହେଁ। ସେମାନଙ୍କୁ ଢେଲା ମାରିବା, ଲାଞ୍ଜ ଟାଣିବା, ପାଣି ଓ ଗରମ ଦ୍ରବ୍ୟ ଫିଙ୍ଗିବା, ବାଡ଼େଇବା ଭଳି ବହୁ ଘଟଣା ପ୍ରାୟତଃ ପ୍ରତିଦିନ ଦେଖିବାକୁ ମିଳିଥାଏ। ଯେତେ ସଚେତନତା ସୃଷ୍ଟି କଲେ ମଧ୍ୟ ଲୋକେ କିଛି ଶିଖିବା ପରି ମନେ ହୋଇ ନଥାଏ। ନିରୀହ ପ୍ରାଣୀଙ୍କୁ ଏପରି ନିର୍ଯାତନା ଦେଲେ କଠୋର କାର୍ଯ୍ୟାନୁଷ୍ଠାନର ମଧ୍ୟ ସମ୍ମୁଖୀନ […]

ele...

ele...

Tapaswini Nayak
  • Published: Tuesday, 30 October 2018
  • Updated: 30 October 2018, 01:27 PM IST

Sports

Latest News

କେନ୍ଦୁଝର (ଓଡ଼ିଶା ରିପୋର୍ଟର): କୌଣସି ପ୍ରାଣୀ ସେ ବନ୍ୟଜନ୍ତୁ ହୋଇଥାଉ କି ଗୃହପାଳିତ, ହଇରାଣ କରିବା କିଛି ନୂଆ କଥା ନୁହେଁ। ସେମାନଙ୍କୁ ଢେଲା ମାରିବା, ଲାଞ୍ଜ ଟାଣିବା, ପାଣି ଓ ଗରମ ଦ୍ରବ୍ୟ ଫିଙ୍ଗିବା, ବାଡ଼େଇବା ଭଳି ବହୁ ଘଟଣା ପ୍ରାୟତଃ ପ୍ରତିଦିନ ଦେଖିବାକୁ ମିଳିଥାଏ। ଯେତେ ସଚେତନତା ସୃଷ୍ଟି କଲେ ମଧ୍ୟ ଲୋକେ କିଛି ଶିଖିବା ପରି ମନେ ହୋଇ ନଥାଏ। ନିରୀହ ପ୍ରାଣୀଙ୍କୁ ଏପରି ନିର୍ଯାତନା ଦେଲେ କଠୋର କାର୍ଯ୍ୟାନୁଷ୍ଠାନର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆଇନ୍ ରହିଛି। ହେଲେ ବିବେକ ହୀନ ଲୋକେ ଏହା ବୁଝିବା ବଦଳରେ ଏହି ଜୀବଜନ୍ତୁଙ୍କୁ ହଇରାଣ କରି ମଜା ଉଠାଇଥାନ୍ତି।

ଏପରି ମଜା ନେବାକୁ ଯାଇ କେନ୍ଦୁଝର ଜିଲ୍ଲାରେ ତିନି ଜଣ ଯୁବକ ଏବେ ବନ୍ଧା ହୋଇଛନ୍ତି। ଜଙ୍ଗଲରେ ଏକ ହାତୀର ଲାଞ୍ଜ ଟାଣିବା ସେମାନଙ୍କ ପାଇଁ ମହଙ୍ଗା ହୋଇଛି। ଏହି ଅଭିଯୋଗରେ ବନ ବିଭାଗ ସେମାନଙ୍କୁ ଗିରଫ କରିଛି।

ମିଳିଥିବା ସୂଚନା ଅନୁସାରେ ଚମ୍ପୁଆ ରେଞ୍ଜ ଅଧୀନ ରଜିଆ ପଞ୍ଚାୟତ କଇଁତା ଗାଁ ଜଙ୍ଗଲରେ ଏକ ହାତୀପଲ ବୁଲାବୁଲି କରୁଥିଲେ। ଏଥିରେ ୨୩ଟି ହାତୀ ଥିଲେ। ଏମାନଙ୍କୁ ଘଉଡାଇବାକୁ ଗତକାଲି ବନ ବିଭାଗର କର୍ମଚାରୀ ଉଦ୍ୟମ କରୁଥିଲେ। ସ୍ଥାନୀୟ ଲୋକେ ମଧ୍ୟ ବନ କର୍ମଚାରୀଙ୍କୁ ସହଯୋଗ କରୁଥିଲେ।

ଏହି ସମୟରେ ୩ ଜଣ ଯୁବକ ହାତୀ ପଛକୁ ଯାଇ ବାଡ଼ିରେ ପିଟିବାକୁ ଉଦ୍ୟମ କରିଥିଲେ। ଜଣେ ହାତୀର ଲାଞ୍ଜ ଟାଣିବାକୁ ବାରମ୍ବାର ଉଦ୍ୟମ କରିଥିଲା। ହାତୀଟି ନିଜ ଦଳ ସହ ଥିଲେ ମଧ୍ୟ ଯୁବକମାନେ ସେମାନଙ୍କୁ ରଗାଇବାକୁ ଉଦ୍ୟମ କରିଥିଲେ।

କେବଳ ଏତିକି ନୁହେଁ, ନିଜର ଏହି ମାନବିକତା ବିହୀନ କାମର ଭିଡିଓ ମଧ୍ୟ ପ୍ରସ୍ତୁତ କରିଥିଲେ। ପରେ ଏହି ଭିଡିଓକୁ ସୋଶାଲ୍‌ ମିଡିଆରେ ପୋଷ୍ଟ କରି ବାଃ ବାଃ ନେବାକୁ ଚେଷ୍ଟା କରିଥିଲେ।

ଭିଡିଓଟି ସୋଶାଲ୍‌ ମିଡିଆରେ ଭାଇରାଲ ହେବା ପରେ ବନ ବିଭାଗର ନଜରକୁ ଆସିଥିଲା। ଏହାପରେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଗିରଫ କରାଯାଇଛି।

https://youtu.be/8LqiCQSugqM

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story