ଆଇଟି କ୍ଷେତ୍ରରେ ରାଜ୍ୟ ସରକାର ବାର୍ଷିକ ୨ ହଜାର କୋଟି ଟଙ୍କା ବିନିଯୋଗ କରିବେ

ଭୁବନେଶ୍ୱର: ଆଇଟି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ପ୍ରତିବର୍ଷ ୨୦୦୦ କୋଟି ଟଙ୍କା ବିନିଯୋଗ କରିବେ। ଆସନ୍ତାବର୍ଷରୁ ଏହାକୁ କାର୍ଯ୍ୟକାରୀ କରାଯିବ। ଦେଶ, ବିଦେଶର ପ୍ରତିଷ୍ଠିତ ଆଇଟି କମ୍ପାନୀ ଗୁଡିକର ଜ୍ଞାନ କୌଶଳ ଓ ଦକ୍ଷତାର ସହଯୋଗ ନେବେ ରାଜ୍ୟ ସରକାର। ଭୁବନେଶ୍ୱରଠାରେ ଆୟୋଜିତ ନ୍ୟାସନାଲ କନକ୍ଲେଭରେ ଯୋଗଦେଇ ରାଜ୍ୟ ଆଇଟି ସଚିବ ପ୍ରଦୀପ ଜେନା ଏହା କହିଛନ୍ତି। ରାଜ୍ୟରେ ଆଇଟି କ୍ଷେତ୍ରରେ ଅଧିକ ପୁଞ୍ଜି ନିବେଶ ସାଙ୍ଗକୁ ଭୁବନେଶ୍ୱରକୁ ଆଇଟି ହବ୍‌ରେ ପରିଣତ କରାଯିବା […]

it

it

Rakesh Mallick
  • Published: Sunday, 27 November 2016
  • Updated: 27 November 2016, 03:48 PM IST

Sports

Latest News

ଭୁବନେଶ୍ୱର: ଆଇଟି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ପ୍ରତିବର୍ଷ ୨୦୦୦ କୋଟି ଟଙ୍କା ବିନିଯୋଗ କରିବେ। ଆସନ୍ତାବର୍ଷରୁ ଏହାକୁ କାର୍ଯ୍ୟକାରୀ କରାଯିବ। ଦେଶ, ବିଦେଶର ପ୍ରତିଷ୍ଠିତ ଆଇଟି କମ୍ପାନୀ ଗୁଡିକର ଜ୍ଞାନ କୌଶଳ ଓ ଦକ୍ଷତାର ସହଯୋଗ ନେବେ ରାଜ୍ୟ ସରକାର।

ଭୁବନେଶ୍ୱରଠାରେ ଆୟୋଜିତ ନ୍ୟାସନାଲ କନକ୍ଲେଭରେ ଯୋଗଦେଇ ରାଜ୍ୟ ଆଇଟି ସଚିବ ପ୍ରଦୀପ ଜେନା ଏହା କହିଛନ୍ତି। ରାଜ୍ୟରେ ଆଇଟି କ୍ଷେତ୍ରରେ ଅଧିକ ପୁଞ୍ଜି ନିବେଶ ସାଙ୍ଗକୁ ଭୁବନେଶ୍ୱରକୁ ଆଇଟି ହବ୍‌ରେ ପରିଣତ କରାଯିବା ନେଇ ବୈଠକରେ ଆଲୋଚନା ହୋଇଥିଲା।

ନୂଆ ପଲିସି ଏବଂ ଗାଇଡଲାଇନ୍‌ ପ୍ରସ୍ତୁତ ବେଳେ ପ୍ରତିଷ୍ଠିତ ଆଇଟି କମ୍ପାନୀ କର୍ତ୍ତୃପକ୍ଷଙ୍କ ପରାମର୍ଶକୁ ସ୍ଥାନ ଦିଆଯିବାକୁ ଆଲୋଚନା କରାଯାଇଥିଲା। ଭୁବନେଶ୍ୱର, ପୁରୀ ଓ ଗୋପାପୁରଠାରେ ଏହି ସମ୍ମିଳନୀ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ସମ୍ମିଳନୀରେ ଦେଶର ୩୫ଟି ଆଇଟି କମ୍ପାନୀର ସିଇଓ ଯୋଗଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story