ଚାଲିଗଲା ରେବତୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରହୁଥିବା ବାଘୁଣୀ ରେବତୀର ଆଜି ମୃତ୍ୟୁ ଘଟିଛି। ଆଜି ଭୋର ସାଢ଼େ ୫ଟାରେ ତା’ର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବୟସାଧିକ କାରଣରୁ ରେବତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରେବତୀର ବୟସ ୧୮ ବର୍ଷରୁ ଅଧିକ ହୋଇଥିଲା। ଗତ ୨ ମାସ ଧରି ସେ ପାକସ୍ଥଳୀ ଜନିତ ସମସ୍ୟା ଥିବାରୁ ରେବତୀକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଚିକିତ୍ସାଳୟ ଚିକିତ୍ସା କରାଯାଉଥିଲା।

ଗତ ୧୯୯୯ ମସିହା ଜୁଲାଇ ୩ ତାରିଖରେ ବାଘ ରୋହିତ ଏବଂ ବାଘୁଣୀ ଶୈଳଜା ଔରସରୁ ଜନ୍ମ ନେଇଥିଲା ରେବତୀ। ବର୍ତ୍ତମାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୧୨ ଥିବା ବେଳେ ବାଘୁଣୀ ସଂଖ୍ୟା ମଧ୍ୟ ୧୨ ରହିଛି ।

ଡିସେମ୍ବର ୪ ତାରିଖରେ ନନ୍ଦନକାନନରେ ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଥିଲା। ୨୦୧୩ ମସିହାରେ ଏହି ବାଘକୁ ଗୁଜରାଟରୁ ନନ୍ଦନକାନନ ଅଣାଯାଇଥିଲା।

Ordigital Desk
• Published: Wednesday, 20 December 2017
• Updated: 20 December 2017, 10:04 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରହୁଥିବା ବାଘୁଣୀ ରେବତୀର ଆଜି ମୃତ୍ୟୁ ଘଟିଛି। ଆଜି ଭୋର ସାଢ଼େ ୫ଟାରେ ତା’ର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବୟସାଧିକ କାରଣରୁ ରେବତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରେବତୀର ବୟସ ୧୮ ବର୍ଷରୁ ଅଧିକ ହୋଇଥିଲା। ଗତ ୨ ମାସ ଧରି ସେ ପାକସ୍ଥଳୀ ଜନିତ ସମସ୍ୟା ଥିବାରୁ ରେବତୀକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଚିକିତ୍ସାଳୟ ଚିକିତ୍ସା କରାଯାଉଥିଲା।

ଗତ ୧୯୯୯ ମସିହା ଜୁଲାଇ ୩ ତାରିଖରେ ବାଘ ରୋହିତ ଏବଂ ବାଘୁଣୀ ଶୈଳଜା ଔରସରୁ ଜନ୍ମ ନେଇଥିଲା ରେବତୀ। ବର୍ତ୍ତମାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୧୨ ଥିବା ବେଳେ ବାଘୁଣୀ ସଂଖ୍ୟା ମଧ୍ୟ ୧୨ ରହିଛି ।

ଡିସେମ୍ବର ୪ ତାରିଖରେ ନନ୍ଦନକାନନରେ ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଥିଲା। ୨୦୧୩ ମସିହାରେ ଏହି ବାଘକୁ ଗୁଜରାଟରୁ ନନ୍ଦନକାନନ ଅଣାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos