କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଚାଲିଛି ଟିକ୍‌ଟକ୍‌‌ ମସ୍ତି

ଭଦ୍ରକ (ପାର୍ଥ ସାରଥୀ ନାୟକ): କ୍ୱାରେଣ୍ଟାଇନ୍ ସେଣ୍ଟରରେ ଚାଲିଛି ଫୁଲ୍‌ ମସ୍ତି । ଭଦ୍ରକ ଜିଲ୍ଲାର ଏକ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଆସିଛି ଏମିତି କିଛି ଦୃଶ୍ୟ। ଏଠାରେ ଥିବା ଲୋକେ ଟିକ୍‌ଟକ୍‌ ଭିଡିଓ କରିବାରେ ବ୍ୟସ୍ତ ଅଛନ୍ତି। ନା ସେମାନଙ୍କ ମୁହଁରେ ଅଛି ମାସ୍କ ନା ପାଳନ କରୁଛନ୍ତି ସାମାଜିକ ଦୂରତ୍ୱର ନିୟମ। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଭାଟପଡ଼ା ପଞ୍ଚାୟତରେ ଥିବା ଏହି କ୍ୱାରେଣ୍ଟାଇନ୍ ସେଣ୍ଟରରେ କିଛି କୋଲକାତା ଫେରନ୍ତାଙ୍କୁ ରଖାଯାଇଛି। କରୋନା ସଂକ୍ରମଣ ଏଡ଼ାଇବା […]

bhadrak-3

bhadrak-3

Niharika Rout
  • Published: Monday, 04 May 2020
  • Updated: 11 May 2020, 07:38 AM IST

Sports

Latest News

ଭଦ୍ରକ (ପାର୍ଥ ସାରଥୀ ନାୟକ): କ୍ୱାରେଣ୍ଟାଇନ୍ ସେଣ୍ଟରରେ ଚାଲିଛି ଫୁଲ୍‌ ମସ୍ତି । ଭଦ୍ରକ ଜିଲ୍ଲାର ଏକ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଆସିଛି ଏମିତି କିଛି ଦୃଶ୍ୟ। ଏଠାରେ ଥିବା ଲୋକେ ଟିକ୍‌ଟକ୍‌ ଭିଡିଓ କରିବାରେ ବ୍ୟସ୍ତ ଅଛନ୍ତି। ନା ସେମାନଙ୍କ ମୁହଁରେ ଅଛି ମାସ୍କ ନା ପାଳନ କରୁଛନ୍ତି ସାମାଜିକ ଦୂରତ୍ୱର ନିୟମ।

ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଭାଟପଡ଼ା ପଞ୍ଚାୟତରେ ଥିବା ଏହି କ୍ୱାରେଣ୍ଟାଇନ୍ ସେଣ୍ଟରରେ କିଛି କୋଲକାତା ଫେରନ୍ତାଙ୍କୁ ରଖାଯାଇଛି। କରୋନା ସଂକ୍ରମଣ ଏଡ଼ାଇବା ପାଇଁ ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ଖାଇବା ପିଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି। କିନ୍ତୁ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିବାର  ୭ ଦିନ ପରେ ହୋଇଥିବା ସ୍ୱାବ ଟେଷ୍ଟ ନେଗେଟିଭ ଆସିବା ପରେ ସେମାନେ ଘରକୁ ଯିବାକୁ ଜିଦ୍ ଧରିଛନ୍ତି।

କିନ୍ତୁ ପ୍ରଶାସନ ସେମାନଙ୍କ ଦାବିକୁ ଅଗ୍ରାହ୍ୟ କରି ଦେବାରୁ ସେମାନେ କ୍ୱାରେଣ୍ଟାଇନ୍ ସେଣ୍ଟରର ସବୁ ନିୟମ ଭାଙ୍ଗି ଟିକ୍‌ଟକ୍‌ ଭିଡିଓ କରିଛନ୍ତି। ସାମ୍ନାକୁ ଆସିଥିବା ଟିକ୍‌ଟକ୍ ଭିଡିଓ ଗୁଡ଼ିକରୁ କେଉଁଥିରେ ସେମାନେ ମେଳି କରି ନାଚୁଛନ୍ତି ତ ଆଉ କେଉଁଥିରେ ଯାତ୍ରା ଡାଏଲଗ୍‌ କହି କୋଳାକୋଳି ହୋଇ ପଡ଼ୁଛନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ ଏହାକୁ ବିଭିନ୍ନ ମହଲରେ ଖୁବ୍‌ ନିନ୍ଦା କରାଯାଇଛି।

ଏହି ଲୋକମାନଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ୭ ଜଣଙ୍କ ନାଁରେ ଏତଲା ଦେଇଛନ୍ତି ସ୍ଥାନୀୟ ସରପଞ୍ଚ। ଅଭିଯୋଗ ପାଇବା ପରେ ସେମାନଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଏହା ସହିତ ଦଣ୍ଡ ସ୍ୱରୂପ ସେମାନଙ୍କ କ୍ୱାରେଣ୍ଟାଇନ୍ ଅବଧିକୁ ଏକ ମାସ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।

କ୍ଷା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story