ତିରୁପତି ଚୌଧୁରୀଙ୍କୁ ପୁଲିସ୍ ବାନ୍ଧିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମେଡିକାଲ୍‌ କଲେଜ୍‌ରେ ନାମ ଲେଖାଇ ଦେବା ନାଁରେ ଟଙ୍କା ଠକି ନେଇଥିବା ହାଇଟେକ୍ ମେଡିକାଲର ଜଣେ ଅଧିକାରୀଙ୍କୁ ପୁଲିସ୍‌ ଗିରଫ କରିଛି। ତାଙ୍କ ନାଁ ତିରୁପତି ଚୌଧୁରୀ। ୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ତାଙ୍କୁ ଝାଡ଼ଖଣ୍ଡ ପୁଲିସ୍ ଗିରଫ କରିଛି। ଆଜି ତିରୁପତିଙ୍କୁ କୋର୍ଟରେ ହାଜର କରି ରିମାଣ୍ଡରେ ନେବାକୁ ଆବେଦନ କରିବ ପୁଲିସ୍। ୨୦୧୩ ମସିହାରେ ହାଇଟେକ୍ ମେଡିକାଲ୍ କଲେଜ୍‌ରେ ନାମ ଲେଖାଇବା ପାଇଁ ଝାଡ଼ଖଣ୍ଡର ବୋକାର ଅଞ୍ଚଳର ରାମଧର ପ୍ରତୀକ […]

tirupati

tirupati

Tapaswini Nayak
  • Published: Wednesday, 26 December 2018
  • Updated: 26 December 2018, 02:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମେଡିକାଲ୍‌ କଲେଜ୍‌ରେ ନାମ ଲେଖାଇ ଦେବା ନାଁରେ ଟଙ୍କା ଠକି ନେଇଥିବା ହାଇଟେକ୍ ମେଡିକାଲର ଜଣେ ଅଧିକାରୀଙ୍କୁ ପୁଲିସ୍‌ ଗିରଫ କରିଛି। ତାଙ୍କ ନାଁ ତିରୁପତି ଚୌଧୁରୀ। ୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ତାଙ୍କୁ ଝାଡ଼ଖଣ୍ଡ ପୁଲିସ୍ ଗିରଫ କରିଛି। ଆଜି ତିରୁପତିଙ୍କୁ କୋର୍ଟରେ ହାଜର କରି ରିମାଣ୍ଡରେ ନେବାକୁ ଆବେଦନ କରିବ ପୁଲିସ୍।

୨୦୧୩ ମସିହାରେ ହାଇଟେକ୍ ମେଡିକାଲ୍ କଲେଜ୍‌ରେ ନାମ ଲେଖାଇବା ପାଇଁ ଝାଡ଼ଖଣ୍ଡର ବୋକାର ଅଞ୍ଚଳର ରାମଧର ପ୍ରତୀକ ନାମକ ଜଣେ ଛାତ୍ରଙ୍କ ପାଖରୁ ତିରୁପତି ୫ଲକ୍ଷ ଟଙ୍କା ନେଇଥିଲେ। ତେବେ ସେ ନାଁ ଲେଖାଇ ପାରି ନଥିଲେ।

ଏହା ପରେ ତିରୁପତିଙ୍କୁ ରାମଧର ଟଙ୍କା ଫେରାଇବାକୁ କହିଥିଲେ। କିନ୍ତୁ ତିରୁପତି ଟଙ୍କା ଫେରାଇ ନଥିଲେ। ଏହା ପରେ ସେ ତିରୁପତିଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ।

ଏହି ମାମଲାରେ ତିରୁପତିଙ୍କ ନାଁରେ ୱାରେଣ୍ଟି ଜାରି ହୋଇଥିଲା। ଗତକାଲି ଝାଡଖଣ୍ଡ ପୁଲିସ୍‌ ତାଙ୍କୁ ଗିରଫ କରିଛି।

ପୂର୍ବରୁ ଜମି ଜାଲିଆତି ଅଭିଯୋଗରେ ତିରୁପତି ଗିରଫ ହୋଇଥିଲେ।

https://youtu.be/SKHzR-tcibY

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story