ଟିଟିଲାଗଡ ସହରର ବିଭିନ୍ନ ସମସ୍ୟାକୁ ନେଇ ଯୁବ କଂଗ୍ରେସ ତରଫରୁ ବିକ୍ଷୋଭ

ଟିଟିଲାଗଡ: ଆଜି ଟିଟିଲାଗଡ ଯୁବ କଂଗ୍ରେସ ଦଳ ତରଫରୁ ସହରର ବିଭିନ୍ନ ସମସ୍ୟାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିକ୍ଷୋଭକାରୀମାନେ ସ୍ଥାନୀୟ ଡାକ ବଙ୍ଗଳାଠାରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହିତ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଧାରଣା ଦେଇଥିଲେ । ଟିଟିଲାଗଡ ଡାକ୍ତରଖାନାରେ ହେଉଥିବା ଦୁର୍ନିତୀର ତଦନ୍ତ, ସହରରେ ଅର୍ଦ୍ଧ ନିର୍ମିତ ହଇ ପଡିରହିଥିବା ଓଭର ବ୍ରିଜ କାମ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ଦାବି କରିଛନ୍ତି । ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି […]

titilagarh

Rakesh Mallick
  • Published: Thursday, 23 July 2015
  • , Updated: 23 July 2015, 03:08 PM IST

ଟିଟିଲାଗଡ: ଆଜି ଟିଟିଲାଗଡ ଯୁବ କଂଗ୍ରେସ ଦଳ ତରଫରୁ ସହରର ବିଭିନ୍ନ ସମସ୍ୟାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିକ୍ଷୋଭକାରୀମାନେ ସ୍ଥାନୀୟ ଡାକ ବଙ୍ଗଳାଠାରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହିତ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଧାରଣା ଦେଇଥିଲେ । ଟିଟିଲାଗଡ ଡାକ୍ତରଖାନାରେ ହେଉଥିବା ଦୁର୍ନିତୀର ତଦନ୍ତ, ସହରରେ ଅର୍ଦ୍ଧ ନିର୍ମିତ ହଇ ପଡିରହିଥିବା ଓଭର ବ୍ରିଜ କାମ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ଦାବି କରିଛନ୍ତି । ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ଶୀଘ୍ର ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି ।

Related story