ଆଉ କିଛି ସମୟ ପରେ ସ୍ଥଳଭାଗ ଅତିକ୍ରମ କରିବ ‘ତିତ୍‌ଲି’; ଗୋପାଳପୁରରେ ରଚିଲାଣି ତାଣ୍ଡବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୟଙ୍କର ରୂପ ନେଇ ମାଡ଼ି ଆସୁଛି ବାତ୍ୟା ‘ତିତ୍‌ଲି’। ଆଉ କିଛି ସମୟ ପରେ ଏହା ସ୍ଥଳଭାଗ ଛୁଇଁବ। ସକାଳ ୭ଟା ମଧ୍ୟରେ ଏହା ସ୍ଥଳଭାଗ ଅତିକ୍ରମ କରିବ। ଗୋପାଳପୁର ପାଖାପାଖି ଏହା ସ୍ଥଳଭାଗ ଅତିକ୍ରମ କରିବ। ସ୍ଥଳଭାଗ ଛୁଇଁଲା ବେଳକୁ ପବନରେ ବେଗ ଘଣ୍ଟାପ୍ରତି ୧୬୫ କିଲୋମିଟର ରହିବାର ସମ୍ଭାବନା ରହିଛି। ‘ତିତ୍‌ଲି’ ପ୍ରଭାବରେ ୫ଟି ଜିଲ୍ଲାରେ ବର୍ଷା ଜାରି ରହିଛି। ଏହି ଜିଲ୍ଲାଗୁଡ଼ିକ ହେଉଛି- ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା […]

tree

tree

Jitendra Garnayak
  • Published: Thursday, 11 October 2018
  • Updated: 11 October 2018, 05:55 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୟଙ୍କର ରୂପ ନେଇ ମାଡ଼ି ଆସୁଛି ବାତ୍ୟା ‘ତିତ୍‌ଲି’। ଆଉ କିଛି ସମୟ ପରେ ଏହା ସ୍ଥଳଭାଗ ଛୁଇଁବ। ସକାଳ ୭ଟା ମଧ୍ୟରେ ଏହା ସ୍ଥଳଭାଗ ଅତିକ୍ରମ କରିବ। ଗୋପାଳପୁର ପାଖାପାଖି ଏହା ସ୍ଥଳଭାଗ ଅତିକ୍ରମ କରିବ। ସ୍ଥଳଭାଗ ଛୁଇଁଲା ବେଳକୁ ପବନରେ ବେଗ ଘଣ୍ଟାପ୍ରତି ୧୬୫ କିଲୋମିଟର ରହିବାର ସମ୍ଭାବନା ରହିଛି।

‘ତିତ୍‌ଲି’ ପ୍ରଭାବରେ ୫ଟି ଜିଲ୍ଲାରେ ବର୍ଷା ଜାରି ରହିଛି। ଏହି ଜିଲ୍ଲାଗୁଡ଼ିକ ହେଉଛି- ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା ଓ ଜଗତସିଂହପୁର।

ଅନ୍ୟପକ୍ଷରେ ଗୋପାଳପୁରରେ ‘ତିତ୍‌ଲି’ର ପ୍ରଭାବ ଦେଖିବାକୁ ମିଳିଲାଣି। ଭୋର୍ ଚାରିଟା ବେଳକୁ ଏଠାରେ ପବନର ବେଗ ଘଣ୍ଟା ପ୍ରତି ୧୫୦ କିଲୋମିଟର ରହିଥିଲା। ଗୋପାଳପୁର ବେଳାଭୂମି ଅସ୍ତବ୍ୟସ୍ତ ହୋଇଗଲାଣି। ଏଠାରେ ଲାଗିଥିବା ଲାଇଟ୍ ପୋଲ୍ ଖୁଣ୍ଟି ଭାଙ୍ଗି ଯାଇଛି। ସହରର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ଯାଇଛି। ଘରର ଆଜ୍‌ବେଷ୍ଟସ୍ ଉଡ଼ିଯାଇଛି।

ବ୍ରହ୍ମପୁର ଓ ଗୋପାଳପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏହି ଦୁଇ ସହରକୁ ଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଗଛ ଭାଙ୍ଗି ପଡ଼ିଛି।

ତିତ୍‌ଲି ସ୍ଥଳଭାଗ ଛୁଇଁବା ପରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୧୫ଟି ଜିଲ୍ଲାରେ ୨୨ଟି ଏନ୍‌ଡିଆର୍‌ ଓ ଓଡ୍ରାଫ୍ ଟିମ୍‌କୁ ମୁତୟନ କରାଯାଇଛି।

କେବଳ ଗଞ୍ଜମା ଜିଲ୍ଲାରେ ୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବେଳେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଆଦି ସ୍ଥାନରେ ଲକ୍ଷେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story