୩୮ ବର୍ଷରେ ବିଜେପି

ଭୁବନେଶ୍ୱର: ରାଜ୍ୟ କାର୍ଯ୍ୟାଳୟରେ ବିଜେପି ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଆଜି ସକାଳେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଦଳୀୟ ପତାକା ଉତ୍ତୋଳନ କରିଥିଲେ। ଏହି ସମୟରେ ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ଗିରିଧର ଗମାଙ୍ଗ ପ୍ରମୁଖ ଯୋଗଦେଇଥିଲେ। ଦଳୀୟ ପତାକା ଉତ୍ତୋଳନ ପରେ ଶ୍ରୀ ପଣ୍ଡା କହିଥିଲେ,“ପରମବୈଭଶାଳୀ ଭାରତ ନିର୍ମାଣ ଲକ୍ଷ୍ୟ ଦେଖିଥିଲା ବିଜେପି। ଯାହାକୁ ସାକାର କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବିଜପେୟୀ। ତାଙ୍କର ୬ ବର୍ଷର […]

bjp office flage hasting

bjp office flage hasting

Rakesh Mallick
  • Published: Thursday, 06 April 2017
  • Updated: 06 April 2017, 01:52 PM IST

ଭୁବନେଶ୍ୱର: ରାଜ୍ୟ କାର୍ଯ୍ୟାଳୟରେ ବିଜେପି ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଆଜି ସକାଳେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଦଳୀୟ ପତାକା ଉତ୍ତୋଳନ କରିଥିଲେ। ଏହି ସମୟରେ ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ଗିରିଧର ଗମାଙ୍ଗ ପ୍ରମୁଖ ଯୋଗଦେଇଥିଲେ।

ଦଳୀୟ ପତାକା ଉତ୍ତୋଳନ ପରେ ଶ୍ରୀ ପଣ୍ଡା କହିଥିଲେ,“ପରମବୈଭଶାଳୀ ଭାରତ ନିର୍ମାଣ ଲକ୍ଷ୍ୟ ଦେଖିଥିଲା ବିଜେପି। ଯାହାକୁ ସାକାର କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବିଜପେୟୀ। ତାଙ୍କର ୬ ବର୍ଷର ଶାସନ କାଳ ମଧ୍ୟରେ ଅନେକ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ ହୋଇଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ସର୍ବଶିକ୍ଷା ଅଭିଯାନ, ମହିଳା ସଶକ୍ତିକରଣ, ୪ ଥାକିଆ ରାସ୍ତା ଓ ଫସଲ ବୀମା ପରି ବହୁ ଜନକଲ୍ୟାଣକାରୀ ଯୋଜନାକୁ ଲୋକେ ଗ୍ରହଣ କରିଛନ୍ତି। ଏହି ବିକାଶଧାରା ଚାଲିଥିବା ବେଳେ ୨୦୦୪ରେ ବିଜେପି ପରାଜୟ ବରଣ କଲା। ତଥାପି ଆମେ ହାର ମାନିନୁ। କର୍ମୀମାନେ ନିରନ୍ତର କାମ କରିଚାଲିଲେ। ଲୋକଙ୍କ ସମସ୍ୟା ସମାଧାନ ପାଇଁ କାମ କଲେ। ଯେଉଁଥି ପାଇଁ ୨୦୧୪ ରେ ସାରା ଭାରତବର୍ଷରେ ବିଜେପିକୁ ଅପୂର୍ବ ସଫଳତା ମିଳିଲା। ନରେନ୍ଦ୍ର ମୋଦି ଭାରତର ପ୍ରଧାନମନ୍ତ୍ରୀ ହେଲେ।”

ସେ କହିଥିଲା,“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକ କଲ୍ୟାଣକାରୀ ଯୋଜନା ପାଇଁ ବର୍ତ୍ତମାନ ବିଜେପି ୧୩ଟି ରାଜ୍ୟରେ ଶାସନ ଡୋରୀ ସମ୍ଭାଳିଛି। ଆଉ କିଛି ରାଜ୍ୟରେ ମିଳିତ ଶାସନ ଚାଲିଛି। ଏବେ ଦେଶବାସୀ ବିକାଶର ଭାବନାକୁ ହୃଦୟଙ୍ଗମ କରୁଛନ୍ତି।”

୧୯୮୦ ଏପ୍ରିଲ ୬ ତାରିଖରେ ପ୍ରତିଷ୍ଠା ହୋଇଥିବା ବିଜେପିକୁ ଆଜି ୩୭ ବର୍ଷ ପୂରଣ କରିଛି। ବିଜେପି ତା’ର ୩୮ତମ ପ୍ରତିଷ୍ଠା ଦିବସ ରାଜ୍ୟର ୩୬,୦୦୦ ବୁଥ୍‌ରେ କରୁଛି। ବୁଥ୍‌ସ୍ତରରେ କର୍ମୀମାନେ ଲୋକଙ୍କୁ ଦଳର ଇତିହାସ, ବିକାଶ ଓ ଅନୁଚିନ୍ତା ସମ୍ପର୍କରେ ବୁଝାଉଛନ୍ତି। ସେହିପରି ବିଜେପି ବିଜୟୀ ହୋଇଥିବା ଜିଲ୍ଲାପରିଷଦ, ବ୍ଲକ, ପଞ୍ଚାୟତରେ ଧୂମ୍‌ଧାମରେ ପ୍ରତିଷ୍ଠା ଉତ୍ସବ ପାଳନ କରୁଛନ୍ତି।

ଅନ୍ୟପକ୍ଷରେ ୧୫ ଓ ୧୬ ତାରିଖରେ ଭୁବନେଶ୍ୱର ଜନତା ମଇଦାନରେ ହେବାକୁ ଥିବା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପାଇଁ ଭୂମିପୂଜନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story