ଆଜି ଧନୁସଂକ୍ରାନ୍ତି; ଶ୍ରୀଜିଉଙ୍କ ପାଖରେ ଲାଗି ହେବ ୩୨ ପ୍ରକାରର ପିଠା

ପୁରୀ: ଆଜି ଧନୁସଂକ୍ରାନ୍ତି। ଏହି ଅବସରରେ ଶ୍ରୀମନ୍ଦିରେ ଆଜିଠାରୁ ପହିଲିଭୋଗ ନୀତି ଆରମ୍ଭ ହୋଇଛି। ଏହି ପହିଲି ଭୋଗରେ ୩୨ ପ୍ରକାରର ପିଠା ଆଦି ପ୍ରସ୍ତୁତ କରାଯାଇଥାଏ।  ମହାସୁଆରମାନେ ମହାପ୍ରଭୁଙ୍କ ମଇଲମ ନୀତି, ରୋଷହୋମ ପରେ ମଧ୍ୟରାତ୍ରରୁ ପିଠା ପ୍ରସ୍ତୁତ କରିଥାନ୍ତି। ଠାକୁରଙ୍କ ପାଇଁ ମୁଆଁ, ବଡି, ଗଇଠା, ଝିଲ୍ଲୀ, ନାଡି, ବୁନ୍ଦିଆ ଓଏଣ୍ଡୁରି ଆଦି ପିଠା ପ୍ରସ୍ତୁତ କରିଥାନ୍ତି।

ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ଅନୁସାରେ ମଧ୍ୟରାତ୍ର ୨ଟାରୁ ଦ୍ୱାରଫିଟା ଯିବ। ୩ଟାରେ ମଙ୍ଗଳାଚରଣ, ମଇଲମ ନୀତି ପରେ ରୋଷହୋମ କରାଯିବ।  ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ପରେ ଗୋପାଳବଲ୍ଲଭ ସହିତ ପଲିହିଭୋଗ ମହାପ୍ରଭୁଙ୍କୁ ଲାଗି ହେବାର ପରମ୍ପରା ରହିଛି।

ଆସନ୍ତା ମକର ସଂକ୍ରାନ୍ତିର ପୂର୍ବଦିନ ପର୍ଯ୍ୟନ୍ତ ଏକ ମାସ ବ୍ୟାପି ଚାଲିବ ଏହି ପହିଲି ଭୋଗ ନୀତି।

Ordigital Desk
• Published: Saturday, 16 December 2017
• Updated: 16 December 2017, 10:05 AM IST

Sports

Latest News

ପୁରୀ: ଆଜି ଧନୁସଂକ୍ରାନ୍ତି। ଏହି ଅବସରରେ ଶ୍ରୀମନ୍ଦିରେ ଆଜିଠାରୁ ପହିଲିଭୋଗ ନୀତି ଆରମ୍ଭ ହୋଇଛି। ଏହି ପହିଲି ଭୋଗରେ ୩୨ ପ୍ରକାରର ପିଠା ଆଦି ପ୍ରସ୍ତୁତ କରାଯାଇଥାଏ।  ମହାସୁଆରମାନେ ମହାପ୍ରଭୁଙ୍କ ମଇଲମ ନୀତି, ରୋଷହୋମ ପରେ ମଧ୍ୟରାତ୍ରରୁ ପିଠା ପ୍ରସ୍ତୁତ କରିଥାନ୍ତି। ଠାକୁରଙ୍କ ପାଇଁ ମୁଆଁ, ବଡି, ଗଇଠା, ଝିଲ୍ଲୀ, ନାଡି, ବୁନ୍ଦିଆ ଓଏଣ୍ଡୁରି ଆଦି ପିଠା ପ୍ରସ୍ତୁତ କରିଥାନ୍ତି।

ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ଅନୁସାରେ ମଧ୍ୟରାତ୍ର ୨ଟାରୁ ଦ୍ୱାରଫିଟା ଯିବ। ୩ଟାରେ ମଙ୍ଗଳାଚରଣ, ମଇଲମ ନୀତି ପରେ ରୋଷହୋମ କରାଯିବ।  ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ପରେ ଗୋପାଳବଲ୍ଲଭ ସହିତ ପଲିହିଭୋଗ ମହାପ୍ରଭୁଙ୍କୁ ଲାଗି ହେବାର ପରମ୍ପରା ରହିଛି।

ଆସନ୍ତା ମକର ସଂକ୍ରାନ୍ତିର ପୂର୍ବଦିନ ପର୍ଯ୍ୟନ୍ତ ଏକ ମାସ ବ୍ୟାପି ଚାଲିବ ଏହି ପହିଲି ଭୋଗ ନୀତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos