୪୦ ଛୁଇଁଲା ଭୁବନେଶ୍ୱର; ଫୁଟିଲା ମାଲକାନଗିରି

ଭୁବନେଶ୍ୱର: ବଢ଼ୁଛି ତାତି। ଆଜି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ପ୍ରଥମ ଥର ପାଇଁ ୪୦ ଡିଗ୍ରୀ ଛୁଇଁଛି। ମାଲକାନଗିରିର ତାପମାତ୍ରା ସର୍ବାଧିକ ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଆଜି ରାଜ୍ୟର ୧୦ଟି ସହରର ତାପମାତ୍ର ୪୦ ଡିଗ୍ରୀ ଅତିକ୍ରମ କରିଛି। ମାଲକାନଗିରି ପରେ ବଲାଙ୍ଗିର ତାପମାତ୍ରା ୪୧.୭ ଡିଗ୍ରୀ ରହିଛି। ଟିଟିଲାଗଡ଼ରେ ୪୧.୫ ଡିଗ୍ରୀ, ତାଳଚେର ୪୦.୪ ଓ କଟକରେ ୩୮.୮ ଡିଗ୍ରୀ ତାପମାତ୍ର ରହିଛି। ଫଳରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଲୋକେ ଯିବାଆସିବାରେ ବହୁ ଅସୁବିଧାରେ […]

cool-heatwave

cool-heatwave

Rakesh Mallick
  • Published: Tuesday, 11 April 2017
  • Updated: 11 April 2017, 11:03 PM IST

Sports

Latest News

ଭୁବନେଶ୍ୱର: ବଢ଼ୁଛି ତାତି। ଆଜି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ପ୍ରଥମ ଥର ପାଇଁ ୪୦ ଡିଗ୍ରୀ ଛୁଇଁଛି। ମାଲକାନଗିରିର ତାପମାତ୍ରା ସର୍ବାଧିକ ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି।

ଆଜି ରାଜ୍ୟର ୧୦ଟି ସହରର ତାପମାତ୍ର ୪୦ ଡିଗ୍ରୀ ଅତିକ୍ରମ କରିଛି। ମାଲକାନଗିରି ପରେ ବଲାଙ୍ଗିର ତାପମାତ୍ରା ୪୧.୭ ଡିଗ୍ରୀ ରହିଛି। ଟିଟିଲାଗଡ଼ରେ ୪୧.୫ ଡିଗ୍ରୀ, ତାଳଚେର ୪୦.୪ ଓ କଟକରେ ୩୮.୮ ଡିଗ୍ରୀ ତାପମାତ୍ର ରହିଛି। ଫଳରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଲୋକେ ଯିବାଆସିବାରେ ବହୁ ଅସୁବିଧାରେ ପଡ଼ୁଛନ୍ତି।

ଗ୍ରୀଷ୍ମ ପ୍ରବାହ ବୃଦ୍ଧି ଯୋଗୁଁ ଅଂଶୁଘାତରେ ଏପର୍ଯ୍ୟନ୍ତ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ତେବେ ସେଥିରୁ ଦୁଇଟିରେ ତଦନ୍ତ ସରିଛି। ଜଣକର ଅଂଶୁଘାତରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଅନ୍ୟ ୧୧ ଅଭିଯୋଗର ତଦନ୍ତ ଚାଲିଥିବା ସରକାରୀ ଭାବେ କୁହାଯାଇଛି। ଅଂଶୁଘାତର ଚିକିତ୍ସା ପାଇଁ ସବୁ ସରକାରୀ ମେଡ଼ିକାଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ମାଗଣାରେ ଔଷଧ ଉପଲବ୍ଧ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story