ମହାମହିମ ଓ ମହାନୁଭବ: ଅଶିରେ ଅଶେଷ ଶୁଭକାମନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୁହାଯାଏ ବ୍ୟକ୍ତି ଅପେକ୍ଷା ବ୍ୟକ୍ତିତ୍ୱ ମହନୀୟ। ମଣିଷ ଅପେକ୍ଷା ମନୁଷ୍ୟତ୍ୱ ଆଦରଣୀୟ। ଆଉ ମାନବ ଅପେକ୍ଷା ମାନବିକତା ସମ୍ମାନନୀୟ। ଆଉ ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଜଣେ ସଚ୍ଚୋଟ, ସରଳ, ନିଷ୍କପଟ, ଅମାୟିକ, ଅସାଧାରଣ ଓ ବିରଳ ବ୍ୟକ୍ତିତ୍ୱର ଅଧିକାରୀ ଗଣେଶୀ ଲାଲ ଆଜି ୮୦ ବର୍ଷରେ ପଦାର୍ପଣ କରିଛନ୍ତି। ଜଣେ ମହାନୁଭବ ଓ ଅସାଧାରଣ ବ୍ୟକ୍ତିତ୍ୱଭାବେ ପରିଚିତି ଲାଭ କରିଥିବା ଗଣେଶୀ ଲାଲ ଆଜି ଦିନରେ […]

p-9098

p-9098

Tapas Behera
  • Published: Sunday, 01 March 2020
  • Updated: 01 March 2020, 10:10 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୁହାଯାଏ ବ୍ୟକ୍ତି ଅପେକ୍ଷା ବ୍ୟକ୍ତିତ୍ୱ ମହନୀୟ। ମଣିଷ ଅପେକ୍ଷା ମନୁଷ୍ୟତ୍ୱ ଆଦରଣୀୟ। ଆଉ ମାନବ ଅପେକ୍ଷା ମାନବିକତା ସମ୍ମାନନୀୟ। ଆଉ ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଜଣେ ସଚ୍ଚୋଟ, ସରଳ, ନିଷ୍କପଟ, ଅମାୟିକ, ଅସାଧାରଣ ଓ ବିରଳ ବ୍ୟକ୍ତିତ୍ୱର ଅଧିକାରୀ ଗଣେଶୀ ଲାଲ ଆଜି ୮୦ ବର୍ଷରେ ପଦାର୍ପଣ କରିଛନ୍ତି। ଜଣେ ମହାନୁଭବ ଓ ଅସାଧାରଣ ବ୍ୟକ୍ତିତ୍ୱଭାବେ ପରିଚିତି ଲାଭ କରିଥିବା ଗଣେଶୀ ଲାଲ ଆଜି ଦିନରେ ୧୯୪୧ ମାର୍ଚ୍ଚ ୧ ତାରିଖରେ ହରିୟାଣାରେ ସିର୍ସାରେ ଜନ୍ମଗ୍ରହଣ କରିଥିଲେ। ପିଲାବେଳୁ ମେଧାବୀ ଛାତ୍ର ଭାବେ ପରିଚିତ ଗଣେଶୀ ଲାଲ ଇଂରାଜୀରେ ଅନର୍ସରେ ଗ୍ରାଜୁଏସନ୍‌ ପରେ ଗଣିତରେ ପିଜି କରିଛନ୍ତି। ଜଣେ ଗୋଲଡ୍‌ମେଡାଲିଷ୍ଟ ଭାବେ ପୁରସ୍କାରପ୍ରାପ୍ତ ଗଣେଶୀ ଲାଲ ୧୯୬୪ରୁ ୧୯୯୧ ମଧ୍ୟରେ ବିଭିନ୍ନ କଲେରେ ପ୍ରଫେସର ଭାବେ ଦାୟିତ୍ୱ ତୁଲାଇଛନ୍ତି।

ପରବର୍ତ୍ତୀ ସମୟରେ ରାଜନୀତିରେ ପାଦ ଥାପିଥିବା ଗଣେଶୀ ଲାଲ ୧୯୯୬ରେ ହରିୟାଣା ବିଧାନସଭାକୁ ନିର୍ବାଚିତ ହେବା ସହ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବଂଶୀ ଲାଲଙ୍କ ସରକାରରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଥିଲେ। ଏହାସହ ହରିୟାଣା ବିଜେପି ଶାଖାର ସଭାପତି ଦାୟିତ୍ୱ ମଧ୍ୟ ସେ ନିର୍ବାହ କରିଛନ୍ତି । ଏହାପୂର୍ବରୁ ଏବିଭିପି ଓ ଆରଏସ୍‌ଏସ୍‌ ସହ ଯୋଡ଼ି ହୋଇ କାମ କରିଥିବା ଗଣେଶୀ ଲାଲ ଜଣେ ଓଜସ୍ୱନୀ ବକ୍ତା ମଧ୍ୟ। ୨୦୧୮ ମେ ୨୯ ତାରିଖରେ ସେ ଓଡିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ନେଇ ଏବେ ବି କାର୍ଯ୍ୟରତ ଅଛନ୍ତି। ବିଶେଷ କରି ରାଜ୍ୟପାଳ ପଦ ଭଳି ଏକ ସାମ୍ବିଧାନିକ ଉଚ୍ଚପଦବୀରେ ରହିଥିଲେ ମଧ୍ୟ ତାଙ୍କ ଅମାୟିକ ବ୍ୟକ୍ତିତ୍ୱ ପାଇଁ ଓଡ଼ିଶାବାସଙ୍କ ପାଖରେ ଅତି ପ୍ରିୟ ହୋଇପାରିଛନ୍ତି।

ବିଭିନ୍ନ କାର୍ଯ୍ୟକ୍ରମରେ ଅତି ସାରଗର୍ଭକ ଓ ଉଚ୍ଚକୋଟୀର ଭାଷଣ ଦେଇ ସମସ୍ତଙ୍କ ମନ କିଣିପାରିଛନ୍ତି ଗଣେଶୀଲାଲ। ପ୍ରଚଣ୍ଡ ଜ୍ଞାନର ଅଧିକାରୀ ଗଣେଶୀଲାଲ ଭଦ୍ର ଓ ନମ୍ରତା ଦୃଷ୍ଟିରୁ  ସମଗ୍ର ଭାରତ ରେ ବିରଳ ବ୍ୟକ୍ତିତ୍ୱ କହିଲେ ଅତ୍ୟୁକ୍ତି ହେବ ନାହିଁ । ସେ ମଞ୍ଚରେ ହେଉ କି ମଞ୍ଚ ବାହାରେ ଅନେକ ସମୟରେ ତାଙ୍କଠାରୁ ବୟୋଜ୍ୟେଷ୍ଠ ଓ ପ୍ରତିଭାବାନ ବ୍ୟକ୍ତିଙ୍କ ପାଦ ଛୁଇଁ ପ୍ରଣାମ କରିବା ତାଙ୍କ ଭାରତୀୟ ପରମ୍ପରାର ପୂଜାସ୍ପଦ ବ୍ୟକ୍ତିଙ୍କୁ ସମ୍ମାନ ଜଣାଇବାର ଏକ ଶ୍ରେଷ୍ଟ ଗୁଣକୁ ପ୍ରତିପାଦିତ କରେ। ଆଜି ୮୦ ବର୍ଷରେ ପଦାର୍ପଣ କରିଥିବା ରାଜ୍ୟପାଳଙ୍କୁ ଅଶେଷ ଅଶେଷ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story