ସାହସକୁ ସଲାମ୍‌! ଲୁଟ୍‌ ବେଳେ ଉଠାଇଲେ ଫଟୋ

ସମ୍ୱଲପୁର (ଓଡ଼ିଶା ରିପୋର୍ଟର): ଆଜି ଦିନ ଦ୍ୱି’ ପ୍ରହରରେ ସମ୍ୱଲପୁରରେ ହୋଇଛି ଏକ ଲୁଟ୍‌। ଲୁଟେରାମାନେ ଗ୍ରାହକ ହୋଇ ଭିତରେ ପଶିଥିଲେ। ପରେ ବନ୍ଧୁକ ମୁନରେ ସମସ୍ତଙ୍କୁ ବନ୍ଦୀ ବନାଇ ଲୁଟିଲେ। ଲୁଟ୍‌ ସାମଗ୍ରୀକୁ ଏକ ଅଖାରେ ପୁରାଇ ନିର୍ଭୟରେ କାର୍‌ରେ ପୁରାଇ ଚମ୍ପଟ୍‌ ମାରିଲେ। ଚମ୍ପଟ ସମୟରେ ଲୁଟେରାମାନେ ମୁଖା ପିନ୍ଧି ଥିବା ଦେଖିବାକୁ ମିଳିଛି। ଏହି ସମୟରେ ଏକ ଫଟୋ ଓଡ଼ିଶା ରିପୋର୍ଟର ହସ୍ତଗତ ହୋଇଛି। ମାତ୍ର ଯେଏ ଏହି ଫଟୋଟିକୁ ଉଠାଇଛନ୍ତି, ତାଙ୍କ […]

lootimage

lootimage

Rakesh Mallick
  • Published: Thursday, 28 December 2017
  • Updated: 28 December 2017, 07:30 PM IST

Sports

Latest News

ସମ୍ୱଲପୁର (ଓଡ଼ିଶା ରିପୋର୍ଟର): ଆଜି ଦିନ ଦ୍ୱି’ ପ୍ରହରରେ ସମ୍ୱଲପୁରରେ ହୋଇଛି ଏକ ଲୁଟ୍‌। ଲୁଟେରାମାନେ ଗ୍ରାହକ ହୋଇ ଭିତରେ ପଶିଥିଲେ। ପରେ ବନ୍ଧୁକ ମୁନରେ ସମସ୍ତଙ୍କୁ ବନ୍ଦୀ ବନାଇ ଲୁଟିଲେ। ଲୁଟ୍‌ ସାମଗ୍ରୀକୁ ଏକ ଅଖାରେ ପୁରାଇ ନିର୍ଭୟରେ କାର୍‌ରେ ପୁରାଇ ଚମ୍ପଟ୍‌ ମାରିଲେ। ଚମ୍ପଟ ସମୟରେ ଲୁଟେରାମାନେ ମୁଖା ପିନ୍ଧି ଥିବା ଦେଖିବାକୁ ମିଳିଛି। ଏହି ସମୟରେ ଏକ ଫଟୋ ଓଡ଼ିଶା ରିପୋର୍ଟର ହସ୍ତଗତ ହୋଇଛି। ମାତ୍ର ଯେଏ ଏହି ଫଟୋଟିକୁ ଉଠାଇଛନ୍ତି, ତାଙ୍କ ସାହାସକୁ ଧନ୍ୟବାଦ ଦେବାକୁ ପଡ଼ିବ।

ଆଜି ୫ ଜଣ ଦୁର୍ବୃତ୍ତ ଫାଇନାନ୍ସ କମ୍ପାନୀ କାର୍ଯ୍ୟାଳୟ ନିକଟରେ ପହଞ୍ଚି ଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଗ୍ରାହକ ହୋଇ ଫାଇନାନ୍ସ କମ୍ପାନୀ ଅଫିସରେ ପ୍ରବେଶ କରିଥିଲେ। ଅନ୍ୟ ତିନି ଜଣ ଅଫିସ୍‌ ବାହାରେ ଛିଡ଼ା ହୋଇଥିଲେ। ପ୍ରଥମେ ସୁରକ୍ଷା କର୍ମୀଙ୍କୁ କାବୁ କରି ଅଫିସ୍‌ ଭିତରେ ଥିବା ଲୋକଙ୍କୁ ବନ୍ଧୁକ ଦେଖାଇ କାନ୍ଥ ଆଡେ ମୁହଁ କରି ଛିଡ଼ା ହେବାକୁ ଦୁର୍ବୃତ୍ତମାନେ କହିଥିଲେ। ପରେ ସେମାନଙ୍କ ପାଖରେ ଥିବା ମୋବାଇଲ ଓ ଟଙ୍କା ଛଡ଼ାଇ ନେଇଥିଲେ। ତା’ପରେ କ୍ୟାସ୍‌ କାଉଣ୍ଟର କର୍ମଚାରୀଙ୍କୁ ମାଡ଼ ମାରି ଲୁଟି ନେଇଥିଲେ। ଲୁଟ୍‌ ସମୟରେ ମୁଖା ପିନ୍ଧି ଥିଲେ। ଧରା ପଡ଼ିଯିବା ଭୟରେ ସିସିଟିଭି କ୍ୟାମେରାରେ ରାସାୟନିକ ସ୍ପ୍ରେ କରିଥିଲେ। ଯାହାଫଳରେ ଲୁଟ୍‌ ସମୟରେ କିଛି ଜଣାପଡ଼ିବ ନାହିଁ। ପରେ ଲୁଟ୍‌ ସାମଗ୍ରୀ ଏକ କାର୍‌ରେ ଭର୍ତ୍ତି କରି ଚମ୍ପଟ ମାରିଥିଲେ।

ଫାଇନାନ୍ସ କମ୍ପାନୀରୁ ଲୁଟ୍‌ ପରେ ଫଟୋକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ପର୍ଯ୍ୟାୟରେ ସମ୍ୱଲପୁର-ଝାରସୁଗୁଡ଼ା, ସମ୍ୱଲପୁର-ବରଗଡ଼ ଓ ସମ୍ୱଲପୁର-କଟକ ରୋଡ଼୍‌ ରାସ୍ତାକୁ ସିଲ୍‌ କରି ଯାଞ୍ଚ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story