ଆଜି ଧାମରା ବୃହତ ପ୍ରାକୃତିକ ଗ୍ୟାସ ଟର୍ମିନାଲ ଉଦ୍‌ଘାଟନ: ଧର୍ମେନ୍ଦ୍ର ଯିବେ, ନବୀନ ଯିବେ ନି

ଭଦ୍ରକ: ଭଦ୍ରକ ଧାମରା ବନ୍ଦର ପରିସରରେ ବୃହତ ପ୍ରାକୃତିକ ଗ୍ୟାସ ଟର୍ମିନାଲର ଆଜି ଶୁଭ ଉଦଘାଟନ ହେବ। ୧୦ ହଜାର ୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ଟର୍ମିନାଲକୁ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମ ଯୋଗ ଦେବାର ଥିଲା । ହେଲେ ଶେଷ ସମୟରେ ଏହାକୁ ବାତିଲ୍ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ନେଇ ଉଭୟ ବିଜେପି ଓ ବିଜେଡି ମଧ୍ୟରେ ଛକାପଞ୍ଝା ଦେଖାଦେଇଛି। […]

naveen

naveen

Rakesh Mallick
  • Published: Saturday, 08 July 2017
  • Updated: 08 July 2017, 02:23 PM IST

Sports

Latest News

ଭଦ୍ରକ: ଭଦ୍ରକ ଧାମରା ବନ୍ଦର ପରିସରରେ ବୃହତ ପ୍ରାକୃତିକ ଗ୍ୟାସ ଟର୍ମିନାଲର ଆଜି ଶୁଭ ଉଦଘାଟନ ହେବ। ୧୦ ହଜାର ୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ଟର୍ମିନାଲକୁ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମ ଯୋଗ ଦେବାର ଥିଲା । ହେଲେ ଶେଷ ସମୟରେ ଏହାକୁ ବାତିଲ୍ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ନେଇ ଉଭୟ ବିଜେପି ଓ ବିଜେଡି ମଧ୍ୟରେ ଛକାପଞ୍ଝା ଦେଖାଦେଇଛି।

ବିଜେପିର ଦୁଇ ମୁଖିଆ ମନମୋହନ ସାମଲ ଓ ବିଷ୍ଣୁ ସେଠୀଙ୍କ ସହ ବିଜେପି ବିଧାୟକ ଦଳର ନେତା କନକବର୍ଦ୍ଧନ ସିଂହଦେଓ ମଧ୍ୟ ଯିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story