ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ଓଡ଼ିଶା ଷ୍ଟାର୍ଟଅପ୍‌ ପଲିସି-୨୦୧୬କୁ ଅନୁମୋଦନ ମିଳିପାରେ। ରାଜ୍ୟରେ ଶିଳ୍ପ କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ଯୋଗାଇବା ସହ ନୂଆଁ ଉଦ୍ୟୋଗୀ ସୃଷ୍ଟି କରିବା ନେଇ ଏହି ପଲିସିରେ ବ୍ୟବସ୍ଥା ରହିଛି। ଆସନ୍ତା ୨୬ ତାରିଖରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବାକୁ ଥିବା ଇନ୍‌ଭେଷ୍ଟର ମିଟ୍‌ ସମ୍ମିନଳୀରେ ଏହି ପଲିସିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିବେ। ସେହିପରି ୨୦୨୦ ସୁଦ୍ଧା ଓଡ଼ିଶା ପୁଞ୍ଜି ନିବେଶ କ୍ଷେତ୍ରରେ କିଭଳି ଦେଶର […]

sachibalaya

sachibalaya

Rakesh Mallick
  • Published: Monday, 22 August 2016
  • Updated: 22 August 2016, 10:51 PM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ଓଡ଼ିଶା ଷ୍ଟାର୍ଟଅପ୍‌ ପଲିସି-୨୦୧୬କୁ ଅନୁମୋଦନ ମିଳିପାରେ। ରାଜ୍ୟରେ ଶିଳ୍ପ କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ଯୋଗାଇବା ସହ ନୂଆଁ ଉଦ୍ୟୋଗୀ ସୃଷ୍ଟି କରିବା ନେଇ ଏହି ପଲିସିରେ ବ୍ୟବସ୍ଥା ରହିଛି।

ଆସନ୍ତା ୨୬ ତାରିଖରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବାକୁ ଥିବା ଇନ୍‌ଭେଷ୍ଟର ମିଟ୍‌ ସମ୍ମିନଳୀରେ ଏହି ପଲିସିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିବେ। ସେହିପରି ୨୦୨୦ ସୁଦ୍ଧା ଓଡ଼ିଶା ପୁଞ୍ଜି ନିବେଶ କ୍ଷେତ୍ରରେ କିଭଳି ଦେଶର ଟପ୍‌-୩ ରାଜ୍ୟ ମଧ୍ୟରେ ସାମିଲ ହେବ ସେନେଇ ପଲିସିରେ ବ୍ୟବସ୍ଥା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story