ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ଓଜେଇଇ

କଟକ: ଆସନ୍ତାକାଲି ହେବ ଦ୍ୱିତୀୟ ପର୍ଯ୍ୟାୟ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ। ସ୍ପେଶାଲ ଜେଇଇ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ରାଜ୍ୟ ସରକାର ଏ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି ରାଜ୍ୟର ୧୧ଟି କେନ୍ଦ୍ରରେ ମୋଟ ୧୧,୪୯୦ ଜଣ ପରୀକ୍ଷାର୍ଥୀ ଏହି ସ୍ୱତନ୍ତ୍ର ଓଜେଇଇ ଦେବେ। ସେଥିମଧ୍ୟରୁ ୬,୬୦୦ଜଣ ବି.ଟେକ୍ରେ, ୩,୦୦୦ ଜଣ ଲାଟେରାଲ୍ ଏଣ୍ଟ୍ରିରେ ଏବଂ ୨,୦୦୦ରୁ ଅଧିକ ପରୀକ୍ଷାର୍ଥୀ ଏମବିଏ ଓ ଏମସିଏ ପାଇଁ ଆବେଦନ କରିଛନ୍ତି। ସୂଚନାଯୋଗ୍ୟ, ଦ୍ୱିତୀୟ ଓଜେଇଇ […]

student-apper-ojee

student-apper-ojee

Rakesh Mallick
  • Published: Saturday, 30 July 2016
  • Updated: 31 July 2016, 08:16 AM IST

କଟକ: ଆସନ୍ତାକାଲି ହେବ ଦ୍ୱିତୀୟ ପର୍ଯ୍ୟାୟ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ। ସ୍ପେଶାଲ ଜେଇଇ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ରାଜ୍ୟ ସରକାର ଏ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି ରାଜ୍ୟର ୧୧ଟି କେନ୍ଦ୍ରରେ ମୋଟ ୧୧,୪୯୦ ଜଣ ପରୀକ୍ଷାର୍ଥୀ ଏହି ସ୍ୱତନ୍ତ୍ର ଓଜେଇଇ ଦେବେ। ସେଥିମଧ୍ୟରୁ ୬,୬୦୦ଜଣ ବି.ଟେକ୍ରେ, ୩,୦୦୦ ଜଣ ଲାଟେରାଲ୍ ଏଣ୍ଟ୍ରିରେ ଏବଂ ୨,୦୦୦ରୁ ଅଧିକ ପରୀକ୍ଷାର୍ଥୀ ଏମବିଏ ଓ ଏମସିଏ ପାଇଁ ଆବେଦନ କରିଛନ୍ତି।

ସୂଚନାଯୋଗ୍ୟ, ଦ୍ୱିତୀୟ ଓଜେଇଇ ପାଇଁ ଜୁଲାଇ ୨୦ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଜୁଲାଇ ୨୨ରୁ ୨୫ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ।  ଜୁଲାଇ ୨୭ ତାରିଖଠାରୁ ୩୦ ତାରିଖ ଯାଏଁ ପରୀକ୍ଷାର୍ଥୀମାନେ ସେମାନଙ୍କ ଆଡ୍‌ମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି।  ଆସନ୍ତାକାଲି ପରୀକ୍ଷା ହେବାକୁ ଥିବା ବେଳେ ଅଗଷ୍ଟ ୩ ତାରିଖରେ ପରୀକ୍ଷାଫଳ ପ୍ରକାଶ ପାଇବ। ଅଗଷ୍ଟ ୪ ତାରିଖଠାରୁ ଛାତ୍ରଛାତ୍ରୀମାନେ ରାଙ୍କ୍ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ। ଅଗଷ୍ଟ ୫ରୁ ୭ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍ ରେଜିଷ୍ଟ୍ରେସନ୍‌ କରାଯିବ। ଅଗଷ୍ଟ ୧୦ରେ ଫାଇନାଲ୍ ଆଲଟ୍‌ମେଣ୍ଟ୍ ହେବ ବୋଲି ଜଣାପଡିଛି। ଏହି ପର୍ଯ୍ୟାୟ ଓଜେଇଇ ସଂପର୍କିତ ସମସ୍ତ ତଥ୍ୟ ଓ ବିବରଣୀ www.ojee.nic.in ରେ ଉପଲବ୍ଧ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story