ଆସନ୍ତାକାଲି କ୍ୟାବିନେଟ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କ୍ରମାଗତ ପଞ୍ଚମଥର ପାଇଁ ଆସନ୍ତାକାଲି ପୂର୍ବାହ୍ନରେ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବା ପରେ ଅପରାହ୍ନରେ ମନ୍ତ୍ରିମଣ୍ଡଳ ବୈଠକ ଅନୁଷ୍ଠିତ ହେବ। ସଂସଦୀୟ ବ୍ୟାପାର ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ପ୍ରଦର୍ଶନୀ ପଡ଼ିଆରେ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଠାରୁ ସିଧାସଳଖ ସଚିବାଳୟ ଆସି ୧୧ଟା ୫୦ମିନିଟରେ ନିଜର ଅଫିସ୍ କରିବେ। ଅପରାହ୍ନ ୪ଟା ୪୫ମିନିଟରେ ନବନିଯୁକ୍ତ ରାଜ୍ୟ ମନ୍ତ୍ରିପରିଷଦର ବୈଠକ ଥିବାବେଳେ ସାଢ଼େ […]

secretariat-odisha

secretariat-odisha

Manoranjan Sial
  • Published: Tuesday, 28 May 2019
  • Updated: 29 May 2019, 08:50 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କ୍ରମାଗତ ପଞ୍ଚମଥର ପାଇଁ ଆସନ୍ତାକାଲି ପୂର୍ବାହ୍ନରେ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବା ପରେ ଅପରାହ୍ନରେ ମନ୍ତ୍ରିମଣ୍ଡଳ ବୈଠକ ଅନୁଷ୍ଠିତ ହେବ।
ସଂସଦୀୟ ବ୍ୟାପାର ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ପ୍ରଦର୍ଶନୀ ପଡ଼ିଆରେ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଠାରୁ ସିଧାସଳଖ ସଚିବାଳୟ ଆସି ୧୧ଟା ୫୦ମିନିଟରେ ନିଜର ଅଫିସ୍ କରିବେ। ଅପରାହ୍ନ ୪ଟା ୪୫ମିନିଟରେ ନବନିଯୁକ୍ତ ରାଜ୍ୟ ମନ୍ତ୍ରିପରିଷଦର ବୈଠକ ଥିବାବେଳେ ସାଢ଼େ ୫ଟାରେ କ୍ୟାବିନେଟ୍ ବୈଠକ ଅଛି ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story