ପର୍ଯ୍ୟଟନ ମନ୍ତ୍ରୀଙ୍କ ସହିତ ଯାଇଥିବା ମହିଳା କିଏ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସହ ସରକାରୀ ଖର୍ଚ୍ଚରେ ବିମାନରେ ହାଇଦ୍ରାବାଦ ଯାଇ ଫାଇଭ ଷ୍ଟାର ହୋଟେଲରେ ରହିଥିବା ଦୁଇ ମହିଳା କିଏ? ଦୁଇ ଦିନ ତଳେ ଏପରି ପ୍ରଶ୍ନ କଂଗ୍ରେସ ରାଜ୍ୟ ସରକାରଙ୍କୁ ପଚାରିଥିଲା। ଏହାକୁ ନେଇ ଆଜି ବିଧାନସଭାରେ ବିରୋଧୀମାନେ ହୋହଲ୍ଲା କରିଥିଲେ। ପର୍ଯ୍ୟଟନ ମନ୍ତ୍ରୀ ନିଜ ପଦବୀ ଓ କ୍ଷମତାର ଅପବ୍ୟବହାର କରିଥିବା ବିରୋଧୀମାନେ ଅଭିଯୋଗ କରିଛନ୍ତି। ଆଜି ଦିନ ତମାମ ପର୍ଯ୍ୟଟନ ମନ୍ତ୍ରୀଙ୍କ ସହିତ ଦୁଇ ମହିଳାଙ୍କ […]

tourism-minister

tourism-minister

Manoranjan Sial
  • Published: Thursday, 28 November 2019
  • Updated: 28 November 2019, 06:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସହ ସରକାରୀ ଖର୍ଚ୍ଚରେ ବିମାନରେ ହାଇଦ୍ରାବାଦ ଯାଇ ଫାଇଭ ଷ୍ଟାର ହୋଟେଲରେ ରହିଥିବା ଦୁଇ ମହିଳା କିଏ? ଦୁଇ ଦିନ ତଳେ ଏପରି ପ୍ରଶ୍ନ କଂଗ୍ରେସ ରାଜ୍ୟ ସରକାରଙ୍କୁ ପଚାରିଥିଲା। ଏହାକୁ ନେଇ ଆଜି ବିଧାନସଭାରେ ବିରୋଧୀମାନେ ହୋହଲ୍ଲା କରିଥିଲେ। ପର୍ଯ୍ୟଟନ ମନ୍ତ୍ରୀ ନିଜ ପଦବୀ ଓ କ୍ଷମତାର ଅପବ୍ୟବହାର କରିଥିବା ବିରୋଧୀମାନେ ଅଭିଯୋଗ କରିଛନ୍ତି।

ଆଜି ଦିନ ତମାମ ପର୍ଯ୍ୟଟନ ମନ୍ତ୍ରୀଙ୍କ ସହିତ ଦୁଇ ମହିଳାଙ୍କ ଆନ୍ଧ୍ରପ୍ରଦେଶ ଗସ୍ତକୁ ନେଇ ଆଲୋଚନା ଚାଲିଥିବା ବେଳେ ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହୋଇଛି। ୨ ମିନିଟ୍‌ ୧୦ ସେକେଣ୍ଡର ଏହି ଭିଡିଓରେ ବିମାନ ଭିତରେ ପର୍ଯ୍ୟଟନ ମନ୍ତ୍ରୀ ଛିଡ଼ା ହୋଇଥିବା ବେଳେ ତାଙ୍କ ପାଖରେ ଦୁଇ ଜଣ ମହିଳା ଅଛନ୍ତି। ମନ୍ତ୍ରୀ ମହାଶୟ ସେମାନଙ୍କ ସହିତ କଥା ହେଉଛନ୍ତି। ଏପରିକି ସେମାନେ ସାଥୀହୋଇ ବିମାନ ବନ୍ଦରରେ ଯାଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ସୋଶାଲ୍‌ ମିଡିରେ ଘୂରି ବୁଲୁଛି। ମନ୍ତ୍ରୀଙ୍କ ସହିତ ସରକାରୀ ଖର୍ଚ୍ଚରେ ଯାଇଥିବା ମହିଳା କିଏ ଜଣାପଡ଼ିନାହିଁ। ଅନ୍ୟପକ୍ଷରେ ଏନେଇ ଚର୍ଚ୍ଚା ଓ ଆଲୋଚନା ଚାଲିଥିବା ବେଳେ ମନ୍ତ୍ରୀ ମହାଶୟ କିନ୍ତୁ ଏପର୍ଯ୍ୟନ୍ତ ମୁହଁ ଖୋଲୁନାହାନ୍ତି।
https://youtu.be/N8Sus_SMlSI

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story