ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସମ୍ମିଳନୀ ପାଇଁ ରାଜଧାନୀରେ ଟ୍ରାଫିକ କଟକଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସମ୍ମିଳନୀ ବୁଧବାର ବରମୁଣ୍ଡାଠାରେ ଆୟୋଜିତ ହେବ। ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି, ସମାଜସେବୀ ଓ ବହୁ ସଂଖ୍ୟାରେ ଚାଷୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।  ତେଣୁ ରାଜଧାନୀରେ ଟ୍ରାଫିକ ସମସ୍ୟା ଉପୁଜିବା ନେଇ ଆଶଙ୍କା ଦେଖାଦେଇଛି । ଏସବୁକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ୍‌ ଟ୍ରାଫିକ୍‌ କଟକଣା ଜାରି କରିଛି।  ଲୋକଙ୍କୁ ବୋହି ଆଣୁଥିବା ଗାଡ଼ି ପାଇଁ ରୁଟ୍ ଚାର୍ଟ ଓ ପାର୍କିଂ ପ୍ଲେସ ନିର୍ଦ୍ଧାରଣ କରାଯାଇଛି […]

bbsr-2-1

bbsr-2-1

Niharika Rout
  • Published: Wednesday, 06 November 2019
  • Updated: 06 November 2019, 10:04 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସମ୍ମିଳନୀ ବୁଧବାର ବରମୁଣ୍ଡାଠାରେ ଆୟୋଜିତ ହେବ। ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି, ସମାଜସେବୀ ଓ ବହୁ ସଂଖ୍ୟାରେ ଚାଷୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।  ତେଣୁ ରାଜଧାନୀରେ ଟ୍ରାଫିକ ସମସ୍ୟା ଉପୁଜିବା ନେଇ ଆଶଙ୍କା ଦେଖାଦେଇଛି । ଏସବୁକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ୍‌ ଟ୍ରାଫିକ୍‌ କଟକଣା ଜାରି କରିଛି।  ଲୋକଙ୍କୁ ବୋହି ଆଣୁଥିବା ଗାଡ଼ି ପାଇଁ ରୁଟ୍ ଚାର୍ଟ ଓ ପାର୍କିଂ ପ୍ଲେସ ନିର୍ଦ୍ଧାରଣ କରାଯାଇଛି ।

ଖୋର୍ଦ୍ଧା ପଟୁ କର୍ମୀଙ୍କୁ ନେଇ ଆସୁଥିବା ଯାନବାହାନ ଜୟଦେବ ବାଟିକାର ଉଭୟ ପାର୍ଶ୍ୱ ଓ ଖଣ୍ଡଗିରି ଟୁରିଷ୍ଟ ବସ୍ ପାର୍କିଂ ପାଖରେ ରହିବେ । କଟକ ପଟୁ କର୍ମୀଙ୍କୁ ନେଇ ଆସୁଥିବା ଗାଡ଼ିଗୁଡ଼ିକ ସଭାସ୍ଥଳରେ ଲୋକଙ୍କୁ ଛାଡ଼ିବା ପରେ ଫାୟାର ଷ୍ଟେସନ ଛକରୁ ଡାହାଣକୁ ଯାଇ ରେଣ୍ଟାଲ ଛକରୁ କଳିଙ୍ଗ ଷ୍ଟୁଡିଓ ଛକ, ଜୟଦେବ ବାଟିକା ଯାଏ ରାସ୍ତା କଡ଼ରେ ପାର୍କିଂ କରିବେ । ପୁରୀ ପଟୁ କର୍ମୀଙ୍କୁ ନେଇ ଆସୁଥିବା ଗାଡ଼ି ପୁରୀ ବାଇପାସ୍‌ ଦେଇ ପଳାଶୁଣି ଓ ରସୁଲଗଡ଼ ହୋଇ ଆସିବେ ।

ସେହିଭଳି ନନ୍ଦନକାନନ ପଟୁ ଆସୁଥିବା ଗାଡ଼ି କଳିଙ୍ଗ ହସ୍ପିଟାଲ ଛକରୁ ବାମପଟକୁ ଯାଇ ସୈନିକ ସ୍କୁଲ ଓ ଆଚାର୍ଯ୍ୟ ବିହାର ହୋଇ ବରମୁଣ୍ଡା ଆସିବ। ପୁଲିସ୍‌ ଗାଡ଼ି ଓ ୨ ଚକିଆ ଯାନଗୁଡ଼ିକ ରାଜଧାନୀ କଲେଜ ପଡ଼ିଆରେ ରହିବ । ତେବେ ସାଧାରଣ ବସ୍ ସିଧା ହାଇେଓ୍ୱରେ ଯାତ୍ରା  କରିବେ ବୋଲି କମିଶନରେଟ୍ ପୁଲିସ୍‌ ଜଣାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story