ମାର୍ଚ୍ଚ ପହିଲାରୁ ନିୟମ କଡ଼ାକଡ଼ି; ବାଇକ୍‌ ପଛରେ ବସିଲେ ବି ପିନ୍ଧିବାକୁ ପଡ଼ିବ ହେଲମେଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାର୍ଚ୍ଚ ପହିଲାରୁ ଆଉ ନିସ୍ତାର ନାହିଁ। ପୁଣି ଥରେ କଡ଼ାକଡ଼ି ଭାବେ ଲାଗୁ ହେବ ଟ୍ରାଫିକ୍‌ ନିୟମ। ଏମିତିକି ବାଇକ୍‌ର ପଛ ସିଟ୍‌ରେ ବସିଲେ ବି ହେଲମେଟ୍ ପିନ୍ଧିବା ହେବ ବାଧ୍ୟତାମୂଳକ। ସେହିପରି କାର୍‌ର ସବୁ ଯାତ୍ରୀ ପିନ୍ଧିବେ ସିଟ୍ ବେଲ୍ଟ। ଦିଲ୍ଲୀ ସଡ଼କ ସୁରକ୍ଷା ବୈଠକରୁ ଫେରିବା ପରେ ଏନେଇ ସୂଚନା ଦେଇଛନ୍ତି ଖୋଦ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି, ତିନି ମାସର କଣ୍ଟ ପୂରିବା ପରେ ମାର୍ଚ୍ଚ […]

n-98761

n-98761

Niharika Rout
  • Published: Saturday, 18 January 2020
  • Updated: 18 January 2020, 01:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାର୍ଚ୍ଚ ପହିଲାରୁ ଆଉ ନିସ୍ତାର ନାହିଁ। ପୁଣି ଥରେ କଡ଼ାକଡ଼ି ଭାବେ ଲାଗୁ ହେବ ଟ୍ରାଫିକ୍‌ ନିୟମ। ଏମିତିକି ବାଇକ୍‌ର ପଛ ସିଟ୍‌ରେ ବସିଲେ ବି ହେଲମେଟ୍ ପିନ୍ଧିବା ହେବ ବାଧ୍ୟତାମୂଳକ। ସେହିପରି କାର୍‌ର ସବୁ ଯାତ୍ରୀ ପିନ୍ଧିବେ ସିଟ୍ ବେଲ୍ଟ।

ଦିଲ୍ଲୀ ସଡ଼କ ସୁରକ୍ଷା ବୈଠକରୁ ଫେରିବା ପରେ ଏନେଇ ସୂଚନା ଦେଇଛନ୍ତି ଖୋଦ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି, ତିନି ମାସର କଣ୍ଟ ପୂରିବା ପରେ ମାର୍ଚ୍ଚ ପହିଲାରୁ ଏହି ନିୟମ କାର୍ଯ୍ୟକାରୀ ହେବ।

ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଜୋରିମାନା କମାଇବା ଲାଗି ବୈଠକରେ କୌଣସି ନିଷ୍ପତ୍ତି ହୋଇନି। ଏହା କେନ୍ଦ୍ରର ନିଷ୍ପତ୍ତି। ଏଥିରେ ରାଜ୍ୟ ହସ୍ତକ୍ଷେପ କରି ପାରିବ ନାହିଁ। କେନ୍ଦ୍ର ସମ୍ମତି ଦେଲେ ଜୋରିମାନା କୋହଳ ହେବ। ବର୍ତ୍ତମାନ ପର୍ଯ୍ୟନ୍ତ କିନ୍ତୁ ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।

ସେ ଆହୁରି କହିଛନ୍ତି ଯେ, ରାଜ୍ୟରେ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥର ପ୍ରତି ୩୦ କିଲୋମିଟର ମଧ୍ୟରେ ରହିବ ମୋବାଇଲ  ସ୍କ୍ୱାଡ୍‌।  ଏ ନେଇ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି । ଆର୍ଥିକ ସହାୟତା ମିଳିଲେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story