ଡେଡ୍‌ ଲାଇନ୍‌ରେ ପିଟି ହେଲା ଟ୍ରେନ୍‌

ଗୁଣୁପୁର(ଇନ୍ଦ୍ରଜିତ ପଣ୍ଡା): ପୁରୀ-ଗୁଣପୁର ପାସେଞ୍ଜର ଟ୍ରେନ୍‌ର ଇଞ୍ଜିନ ଗତକାଲି ରାତିରେ ଗୁଣୁପୁର ଷ୍ଟେସନ ପାଖରେ ଏକ ଡେଡ୍ ଲାଇନକୁ ଧକ୍କା ଦେଇଛି। ତେବେ ଏଥିରେ କେହି ଆହତ ହୋଇନାହାନ୍ତି। ଆଉ ଏକ ଇଞ୍ଜିନ ଆସି ଲାଗିବା ପରେ ଟ୍ରେନ୍‌ଟି ବିଳମ୍ବିତ ରାତିରେ ପଲାସା ଅଭିମୁଖେ ଯାଇଥିଲା। ସୂଚନା ଅନୁଯାୟୀ, ପୁରୀ-ଗୁଣପୁର ପାସେଞ୍ଜର ଟ୍ରେନ୍‌ ଗତକାଲି ରାତି ୮ଟା୩୦ରେ ଗୁଣୁପୁର ଷ୍ଟେସନରେ ପହଞ୍ଚିବାକୁ ଥିବା ବେଳେ ସେଥିରେ ବିଳମ୍ବ ହୋଇଥିଲା। ଉକ୍ତ ଷ୍ଟେସନରେ ସମସ୍ତ ଯାତ୍ରୀ ଓହ୍ଲାଇବା ପରେ […]

train-1--1

train-1--1

Niharika Rout
  • Published: Thursday, 23 January 2020
  • Updated: 23 January 2020, 08:15 AM IST

Sports

Latest News

ଗୁଣୁପୁର(ଇନ୍ଦ୍ରଜିତ ପଣ୍ଡା): ପୁରୀ-ଗୁଣପୁର ପାସେଞ୍ଜର ଟ୍ରେନ୍‌ର ଇଞ୍ଜିନ ଗତକାଲି ରାତିରେ ଗୁଣୁପୁର ଷ୍ଟେସନ ପାଖରେ ଏକ ଡେଡ୍ ଲାଇନକୁ ଧକ୍କା ଦେଇଛି। ତେବେ ଏଥିରେ କେହି ଆହତ ହୋଇନାହାନ୍ତି। ଆଉ ଏକ ଇଞ୍ଜିନ ଆସି ଲାଗିବା ପରେ ଟ୍ରେନ୍‌ଟି ବିଳମ୍ବିତ ରାତିରେ ପଲାସା ଅଭିମୁଖେ ଯାଇଥିଲା।

ସୂଚନା ଅନୁଯାୟୀ, ପୁରୀ-ଗୁଣପୁର ପାସେଞ୍ଜର ଟ୍ରେନ୍‌ ଗତକାଲି ରାତି ୮ଟା୩୦ରେ ଗୁଣୁପୁର ଷ୍ଟେସନରେ ପହଞ୍ଚିବାକୁ ଥିବା ବେଳେ ସେଥିରେ ବିଳମ୍ବ ହୋଇଥିଲା। ଉକ୍ତ ଷ୍ଟେସନରେ ସମସ୍ତ ଯାତ୍ରୀ ଓହ୍ଲାଇବା ପରେ ଟ୍ରେନ୍‌ଟି ଇଞ୍ଜିନ୍‌ ବଦଳାଇବା ନିମନ୍ତେ ଡେଡ୍‌ ଲାଇନ୍‌ ନିକଟକୁ ଯାଇଥିଲା। ମାତ୍ର ସେଠାରେ ଇଞ୍ଜିନ୍‌ ଡେଡ୍‌ ଲାଇନ୍‌ରେ ପିଟି ହୋଇଯାଇଥିଲା। ଫଳରେ ଆଉ ଏକ ଇଞ୍ଜିନ୍‌ ସଂଯୋଗ ହେବା ପରେ ଟ୍ରେନ୍‌ଟି ରାତି ପ୍ରାୟ ୧ଟା ପରେ ପଲାସା ଅଭିମୁଖେ ବାହାରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story