ତେଜୁଛି କଙ୍କଡ଼ାହାଡ଼ରେ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣା: ପରିବହନ ମନ୍ତ୍ରୀ କହିଲେ, ଦୋଷୀଙ୍କୁ ଫାଶି ମିଳୁ

ଭୁବନେଶ୍ୱର: ଢେଙ୍କାନାଳ କଙ୍କଡ଼ାହାଡ଼ରେ ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ ପରେ ବୀଭତ୍ସ ହତ୍ୟା ଘଟଣାରେ ଦୋଷୀମାନଙ୍କୁ ଫାଶି ଦିଆଯିବା ଉଚିତ ବୋଲି କହିଛନ୍ତି ପର୍ଜଙ୍ଗ ବିଧାୟକ ତଥା ପରିବହନ ମନ୍ତ୍ରୀ ନୃସିଂହ ସାହୁ। ମୃତ ମହିଳାଙ୍କ ଗାଁକୁ ଆସିଥିବା ଅବସରରେ ସେ ଏହା କହିଥିଲେ। ପରିବହନ ମନ୍ତ୍ରୀ କହିଥିଲେ, “ଏହା ଏକ ଜଘନ୍ୟକାଣ୍ଡ। ଏହା ବହୁତ ନିନ୍ଦନୀୟ ଘଟଣା। ଏଭଳି ଘଟଣାରେ ଫାଶିଠାରୁ ବି ଯଦି କିଛି ଅଧିକ ଦଣ୍ଡ ଥାଏ ତା’ହେଲେ ଦୋଷୀମାନଙ୍କ ପାଇଁ ତାହା ପ୍ରଯୁଜ୍ୟ […]

nrusinghsahoo

nrusinghsahoo

Rakesh Mallick
  • Published: Saturday, 17 June 2017
  • Updated: 17 June 2017, 09:58 PM IST

Sports

Latest News

ଭୁବନେଶ୍ୱର: ଢେଙ୍କାନାଳ କଙ୍କଡ଼ାହାଡ଼ରେ ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ ପରେ ବୀଭତ୍ସ ହତ୍ୟା ଘଟଣାରେ ଦୋଷୀମାନଙ୍କୁ ଫାଶି ଦିଆଯିବା ଉଚିତ ବୋଲି କହିଛନ୍ତି ପର୍ଜଙ୍ଗ ବିଧାୟକ ତଥା ପରିବହନ ମନ୍ତ୍ରୀ ନୃସିଂହ ସାହୁ। ମୃତ ମହିଳାଙ୍କ ଗାଁକୁ ଆସିଥିବା ଅବସରରେ ସେ ଏହା କହିଥିଲେ।

ପରିବହନ ମନ୍ତ୍ରୀ କହିଥିଲେ, “ଏହା ଏକ ଜଘନ୍ୟକାଣ୍ଡ। ଏହା ବହୁତ ନିନ୍ଦନୀୟ ଘଟଣା। ଏଭଳି ଘଟଣାରେ ଫାଶିଠାରୁ ବି ଯଦି କିଛି ଅଧିକ ଦଣ୍ଡ ଥାଏ ତା’ହେଲେ ଦୋଷୀମାନଙ୍କ ପାଇଁ ତାହା ପ୍ରଯୁଜ୍ୟ ହେବ। ପୋଲିସ୍ ଘଟଣାର ତଦନ୍ତ କରୁଛି। ଦୋଷୀ ଧରାପଡ଼ିବ ଓ ଆଇନ ଅନୁଯାୟୀ ଦଣ୍ଡ ପାଇବ।”

ମୃତ ମହିଳାଙ୍କ ପରିବାର ପାଇଁ ସରକାରୀ ସ୍ତରରେ ଯାହା କିଛି କରାଯାଇପାରିବ ନିଶ୍ଚିତ କରାଯିବ ବୋଲି ମନ୍ତ୍ରୀ ନୃସିଂହ ସାହୁ କହିଛନ୍ତି। ସରକାରଙ୍କ ତରଫରୁ ଏ ପରିବାରକୁ କିଛି ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଏ ଘଟଣାକୁ ନେଇ ରାଜନୀତି ତେଜୁଛି। ବିଭିନ୍ନ ରାଜନୈତିକ ଦଳ ପରେ ଏବେ ବିଭିନ୍ନ ସାମାଜିକ ସଂଗଠନ ଗାଁକୁ ଯାଇ ମହିଳାଙ୍କ ପରିବାରକୁ ଭେଟିଛନ୍ତି।  ଆଜି ରାଜ୍ୟ ମହିଳା କମିଶନର ପୂର୍ବତନ ସଦସ୍ୟ ନମ୍ରତା ଚଢ଼ାଙ୍କ ନେତୃତ୍ୱରେ ଏକ ଟିମ୍ ଗାଁକୁ ଯାଇଥିଲା। ଏହି ଟିମ୍‌ରେ ଲିଙ୍କନ ସୁବୁଦ୍ଧି ଓ ପ୍ରୀତିଛନ୍ଦା ଧଳ ଥିଲେ।

ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ତଥା ଉକ୍ତ ମହିଳାଙ୍କ ସାନ ପୁଅର ୧୬୪ ଧାରାରେ ବୟାନ ରେକର୍ଡ କରାଯିବ ବୋଲି କଙ୍କଡାହାଡ ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ଗତ ୧୩ ତାରିଖ ରାତିରେ ମହିଳା ଜଣକ ଘରେ ଶୋଇଥିବା ବେଳେ  କିଛି ଦୁର୍ବୃତ୍ତ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ ଓ ପରେ ହତ୍ୟା କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ମହିଳାଙ୍କ ଝିଆରୀ ଜ୍ୱାଇଁଙ୍କ ସହ ୪ ଜଣଙ୍କୁ ପୋଲିସ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story