ଓସିଏଲ୍‌ କ୍ୟାମ୍ପସ୍‌କୁ ଧସେଇ ପଶିବାକୁ ଉଦ୍ୟମ

ରାଉରକେଲା (ଓଡ଼ିଶା ରିପୋର୍ଟର): ରାଜଗାଙ୍ଗପୁର ଓସିଏଲ୍‌ କ୍ୟାମ୍ପସରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ହେବାକୁ ଥିବା ଜନଶୁଣାଣିକୁ ବିରୋଧ କରି ଏହି ଉତ୍ତେଜନା ଦେଖାଦେଇଛି। କ୍ୟାମ୍ପସ ଭିତରକୁ ଶତାଧିକ ଆଦିବାସୀ ଧସେଇ ପଶିବାକୁ ଉଦ୍ୟମ କରିବାରୁ ଏପରି ପରିସ୍ଥିତି ହୋଇଛି। ପ୍ରଭାବିତ ଅଞ୍ଚଳ ଲାଞ୍ଜିବେର୍ନରେ ଜନ ଶୁଣାଣି ନକରି ପ୍ରଶାସନ ପକ୍ଷରୁ ଝଗରପୁର ସ୍ଥିତ ଡାଲମିଆଁ ଟ୍ରେନିଂ ସେଣ୍ଟରରେ କରାଯିବାକୁ ପ୍ରସ୍ତାବ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ପ୍ରଭାବିତ ଅଞ୍ଚଳରେ ଜନଶୁଣାଣି କରିବାକୁ ସେମାନେ […]

rouer

rouer

Tapaswini Nayak
  • Published: Wednesday, 03 October 2018
  • Updated: 03 October 2018, 02:21 PM IST

Sports

Latest News

ରାଉରକେଲା (ଓଡ଼ିଶା ରିପୋର୍ଟର): ରାଜଗାଙ୍ଗପୁର ଓସିଏଲ୍‌ କ୍ୟାମ୍ପସରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ହେବାକୁ ଥିବା ଜନଶୁଣାଣିକୁ ବିରୋଧ କରି ଏହି ଉତ୍ତେଜନା ଦେଖାଦେଇଛି। କ୍ୟାମ୍ପସ ଭିତରକୁ ଶତାଧିକ ଆଦିବାସୀ ଧସେଇ ପଶିବାକୁ ଉଦ୍ୟମ କରିବାରୁ ଏପରି ପରିସ୍ଥିତି ହୋଇଛି।

ପ୍ରଭାବିତ ଅଞ୍ଚଳ ଲାଞ୍ଜିବେର୍ନରେ ଜନ ଶୁଣାଣି ନକରି ପ୍ରଶାସନ ପକ୍ଷରୁ ଝଗରପୁର ସ୍ଥିତ ଡାଲମିଆଁ ଟ୍ରେନିଂ ସେଣ୍ଟରରେ କରାଯିବାକୁ ପ୍ରସ୍ତାବ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ପ୍ରଭାବିତ ଅଞ୍ଚଳରେ ଜନଶୁଣାଣି କରିବାକୁ ସେମାନେ ଦାବି କରିଛନ୍ତି। ଏନେଇ ଟ୍ରେନିଂ ସେଣ୍ଟରର ୩ଟି ଗେଟ୍‌କୁ ଅବରୋଧ କରିଛନ୍ତି ଆନ୍ଦୋଳନକାରୀ।

ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ ଏହି ଆନ୍ଦୋଳନର ନେତୃତ୍ୱ ନେଇଛନ୍ତି।

କୌଣସି ବିଶୃଙ୍ଖଳା ପରି ନ ଘଟିବା ପାଇଁ ଘଟଣାସ୍ଥଳରେ ୨୫ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି।
https://youtu.be/sOUZ2gQZKuA

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos