ମେଳାରେ ମିଳୁଛନ୍ତି ସାଥୀ

କଳାହାଣ୍ଡି (ଇଙ୍ଗିତ ପଣ୍ଡା): ମାଟି ମା’କୁ ପୂଜିବାର ପବିତ୍ର ଅବସର ପୁଣି ଜୀବନ ସାଥି ବାଛିବାର ନିଆରା ସ୍ୱାଧୀନତା। ଲୋମହର୍ଷଣକାରୀ ସଂଘର୍ଷରୁ ଆରମ୍ଭ ହୋଇ ମିଳନରେ ଶେଷ ହେଉଥିବା ନିଆରା ପର୍ବ। ଆମେ କହୁଛୁ ଆଦିବାସୀଙ୍କ ପ୍ରାଚୀନ ପରମ୍ପରାର ପ୍ରତୀକ ପୌଷ ମାସର ‘ଟୋକି ମରା’ ପର୍ବର କଥା। ଏହି ପର୍ବ ପାଇଁ ଆଖପାଖ ଅଞ୍ଚଳର ଆଦିବାସୀମାନେ ୧୦ରୁ ୧୪ ବର୍ଷ ମଧ୍ୟରେ ଭିନ୍ନ ଭିନ୍ନ ଗାଁରେ ଏକାଠି ହୁଅନ୍ତି । କୁହାଯାଏ, ମାଟି ମାକୁ ସନ୍ତୁଷ୍ଟ […]

toki-mara

toki-mara

Ranjit Kumar Jena
  • Published: Tuesday, 26 January 2021
  • Updated: 26 January 2021, 08:20 PM IST

କଳାହାଣ୍ଡି (ଇଙ୍ଗିତ ପଣ୍ଡା): ମାଟି ମା'କୁ ପୂଜିବାର ପବିତ୍ର ଅବସର ପୁଣି ଜୀବନ ସାଥି ବାଛିବାର ନିଆରା ସ୍ୱାଧୀନତା। ଲୋମହର୍ଷଣକାରୀ ସଂଘର୍ଷରୁ ଆରମ୍ଭ ହୋଇ ମିଳନରେ ଶେଷ ହେଉଥିବା ନିଆରା ପର୍ବ। ଆମେ କହୁଛୁ ଆଦିବାସୀଙ୍କ ପ୍ରାଚୀନ ପରମ୍ପରାର ପ୍ରତୀକ ପୌଷ ମାସର 'ଟୋକି ମରା' ପର୍ବର କଥା। ଏହି ପର୍ବ ପାଇଁ ଆଖପାଖ ଅଞ୍ଚଳର ଆଦିବାସୀମାନେ ୧୦ରୁ ୧୪ ବର୍ଷ ମଧ୍ୟରେ ଭିନ୍ନ ଭିନ୍ନ ଗାଁରେ ଏକାଠି ହୁଅନ୍ତି ।

କୁହାଯାଏ, ମାଟି ମାକୁ ସନ୍ତୁଷ୍ଟ କରିବା ପାଇଁ ପୂର୍ବରୁ କୁମାରୀ କନ୍ୟାଙ୍କୁ ଏଠାରେ ବଳି ଦିଆଯାଏ। ଇଂରେଜ ଶାସକ ଏହାକୁ ନିଷିଦ୍ଧ କରିବା ପରେ ଏବେ ବଳି ପଡ଼ୁଛନ୍ତି ମେଣ୍ଡା ଅବା ବୋଦା। ଧରଣୀ ମା' ପାଖରେ ଏହି ମାଂସ ଭୋଗ ହେବା ପରେ ଏହାକୁ ନେବା ପାଇଁ ଆରମ୍ଭ ହୁଏ ସଶସ୍ତ୍ର ପ୍ରତିଯୋଗିତା। ସଂଘର୍ଷରୁ ଆରମ୍ଭ ହୋଇ ଶେଷ ହୁଏ ମୁକ୍ତ ବିବାହର ରୋମାଞ୍ଚକର ମିଳନରେ।

ପୌଷ ମାସର ଶେଷ ରବିବାର ପର ଦିନ ଅନୁଷ୍ଠିତ ହୁଏ ଧାଙ୍ଗଡି ଦୋଲା। ଏଥିପାଇଁ ଆଖପାଖ ସବୁ ଆଦିବାସୀ ଗାଁକୁ ବିଧିବଦ୍ଧ ନିମନ୍ତ୍ରଣ ହୋଇଥାଏ। ଅତିଥିମାନଙ୍କୁ ଖଟରେ ବସାଇ ଧଙ୍ଗଡ଼ା ଧାଙ୍ଗଡ଼ି ଅର୍ଥାତ କିଶୋର କିଶୋରୀମାନେ ନାଚନ୍ତି। କୁହାଯାଏ, ଏହିଦିନ ପୁଅ ଝିଅ ନିଜ ପସନ୍ଦ ଅନୁଯାୟୀ ଜୀବନ ସାଥି ବାଛିଲେ ପରେ ଏହାକୁ ସାମାଜିକ ସ୍ୱୀକୃତି ମିଳିବା ସହ ଆଦିବାସୀ ରୀତିନୀତି ଅନୁସାରେ ସେମାନଙ୍କ ବିବାହ ସଂପନ୍ନ ହୁଏ।

ଆଦିବାସୀଙ୍କ ସବୁ ପର୍ବ ଭଳି ଏହି ପର୍ବ ମଧ୍ୟ ମାଟି ମା ସହିତ ଜଡ଼ିତ। ଏଥିପାଇଁ ସପ୍ତାହେ ବ୍ୟାପି ଚାଲେ ଚାନ ଓ ଗୀତର ଆସର। କୁହାଯାଏ, ଟୋକି ମରା ପର୍ବରେ ଭୋଗ ଲାଗିଥିବା ମାଂସକୁ ନିଜ ଜମିରେ ପୋତିଲେ ଧରଣୀ ମା ଖୁସି ହୋଇ ଭଲ ଫସଲ ଦିଅନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story