ଆଶୀର୍ବାଦଙ୍କ ପାଇଁ ଅଭିଶାପ: ଫସିଲେ ପୁଅ ଓ ଜ୍ୱାଇଁ

କଟକ(ଓଡ଼ିଶା ରିପୋର୍ଟର): ବାପ, ପୁଅ ଓ ଜ୍ୱାଇଙ୍କ ପାଇଁ ଅଡୁଆ ବଢ଼ିଲା। ଆମେ ଏଠି କଳାହାଣ୍ଡିର ଠିକା ସଂସ୍ଥା ମାଲିକ ବାପ-ପୁଅଙ୍କ ଯୋଡ଼ି କଥା କହୁନାହୁଁ। ଆମେ କହୁଛୁ ଓଡ଼ିଶା ଅଲିମ୍ପିକ ଆସୋସିଏସନର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରାଙ୍କ କଥା। ଆଶୀର୍ବାଦଙ୍କ ଉପରେ କ୍ରୋଦ୍ଧାନ୍ନିତ ହୋଇଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ବଢ଼ିଲା ଆଶୀର୍ବାଦ ବେହେରାଙ୍କ ପାଇଁ ଅଡୁଆ। ଓଡିଶା ଅଲିମ୍ପିକ୍ ଆସୋସିଏସନର ପୂର୍ବତନ ସଂପାଦକ ଆଶୀର୍ବାଦଙ୍କ ବିରୋଧରେ ମନି ଲଣ୍ଡ୍ରିଂ ଆକ୍ଟରେ ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)। […]

Ashirvad

Ashirvad

Rakesh Mallick
  • Published: Monday, 04 December 2017
  • Updated: 04 December 2017, 09:26 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ବାପ, ପୁଅ ଓ ଜ୍ୱାଇଙ୍କ ପାଇଁ ଅଡୁଆ ବଢ଼ିଲା। ଆମେ ଏଠି କଳାହାଣ୍ଡିର ଠିକା ସଂସ୍ଥା ମାଲିକ ବାପ-ପୁଅଙ୍କ ଯୋଡ଼ି କଥା କହୁନାହୁଁ। ଆମେ କହୁଛୁ ଓଡ଼ିଶା ଅଲିମ୍ପିକ ଆସୋସିଏସନର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରାଙ୍କ କଥା। ଆଶୀର୍ବାଦଙ୍କ ଉପରେ କ୍ରୋଦ୍ଧାନ୍ନିତ ହୋଇଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)।

ବଢ଼ିଲା ଆଶୀର୍ବାଦ ବେହେରାଙ୍କ ପାଇଁ ଅଡୁଆ। ଓଡିଶା ଅଲିମ୍ପିକ୍ ଆସୋସିଏସନର ପୂର୍ବତନ ସଂପାଦକ ଆଶୀର୍ବାଦଙ୍କ ବିରୋଧରେ ମନି ଲଣ୍ଡ୍ରିଂ ଆକ୍ଟରେ ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)। ସେହିଭଳି ତାଙ୍କ ଇନକନ ଆସୋସିଏଟସ ସଂସ୍ଥା ସହ ଜଡିତ ଆଶୀର୍ବାଦଙ୍କ ପୁଅ ସଂଜୟ ବେହେରା ଓ ତାଙ୍କ ଜ୍ୱାଇଁ ବିରୋଧରେ ମଧ୍ୟ ମାମଲା ରୁଜୁ କରିଛି ଇଡି। ବାରବାଟି ଷ୍ଟାଡିୟମରେ ଅର୍ଥ ଅନିୟମିତତା ଓ ଜମି ଜାଲିଆତି ସହ ଅପରାଧୀକ ଷଡଯନ୍ତ୍ରକୁ ଆଧାର କରି ଏହି ମାମାଲା ରୁଜୁ କରିଛି ଇଡି।

ଗତ ଜୁନ ୨୩ରେ ସିବିଆଇ ପକ୍ଷରୁ ଆଶୀର୍ବାଦଙ୍କ ଘର ଓ ବାରବାଟି ଷ୍ଟାଡିୟମରେ ଚଢ଼ଉ ସହ ଅଲିମ୍ପିକ୍ ଆସୋସିଏସନ କର୍ମକର୍ତ୍ତାଙ୍କୁ ପଚରା ଉଚରା କରାଯାଇଥିଲା। ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ ରାଜ୍ୟ ସରକାରଙ୍କଠାରୁ ଲିଜ୍ ଆକାରରେ ବାରବାଟି ଷ୍ଟାଡ଼ିୟମ ପାଇଁ  ୨୨ଏକର ଜମି ପାଇଥିଲେ କିନ୍ତୁ ପରେ ଅଧିକ ସରକାରୀ ଜମି ଜବରଦଖଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story