କୋଣାର୍କ: ବାଇକ୍-ଟ୍ରକ୍ ଧକ୍କା, ନୟାହାଟ ଏସବିଆଇ ବ୍ରାଞ୍ଚ ମ୍ୟାନେଜର ମୃତ

କୋଣାର୍କ: ନିମାପଡ଼ା ଦୋଳବେଦୀ ଛକରେ ଆଜି ଟ୍ରକ୍-ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ନୟାହାଟ ଏସବିଆଇ ବ୍ରାଞ୍ଚ ମ୍ୟାନେଜର ଚୌଧୁରୀ ହରିହର ଗଜେନ୍ଦ୍ର ମହାପାତ୍ର। ତାଙ୍କ ଘର ନାଉଗାଁ ଅଞ୍ଚଳର। ହରିହର ବାଇକରେ ବ୍ୟାଙ୍କକୁ ଗଲାବେଳେ ଏହି ଦୁର୍ଘଟଣା ଘଟିଥିଲା। ପୋଲିସ୍‌  ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ggg

ggg

Rakesh Mallick
  • Published: Saturday, 24 December 2016
  • Updated: 24 December 2016, 12:57 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story