ମାଛ ବ୍ୟବସାୟଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ପାରାଦୀପ (ରମାକାନ୍ତ ନାୟକ): ପାରାଦୀପ ଟର୍ମିନାଲ ଛକ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍‌ ମାଡ଼ିଯିବାରୁ ଜଣେ ମାଛ ବ୍ୟବସାୟଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ଅଜୟ ଦାସ। ତାଙ୍କ ଘର କୁଜଙ୍ଗ ଥାନା ଅନ୍ତର୍ଗତ ଚଟୁଆ ପଞ୍ଚୟାତର ପୋଖରିଆ ପଡ଼ାରେ ବୋଲି ଜଣାପଡ଼ିଛି। ଆଜି ସକାଳେ ଅଜୟ ପାରାଦୀପରୁ ମାଛ ନେଇ ନିଜ ଅଞ୍ଚଳକୁ ବିକ୍ରି କରିବାକୁ ଯାଉଥିଲେ। ଏହି ସମୟରେ ପାରାଦୀପ ଟର୍ମିନାଲ ଛକ ନିକଟରେ ଟ୍ରକ୍‌ଟି ପଛରୁ […]

ggggg

ggggg

Tapaswini Nayak
  • Published: Wednesday, 05 August 2020
  • Updated: 05 August 2020, 01:24 PM IST

Sports

Latest News

ପାରାଦୀପ (ରମାକାନ୍ତ ନାୟକ): ପାରାଦୀପ ଟର୍ମିନାଲ ଛକ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍‌ ମାଡ଼ିଯିବାରୁ ଜଣେ ମାଛ ବ୍ୟବସାୟଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ଅଜୟ ଦାସ। ତାଙ୍କ ଘର କୁଜଙ୍ଗ ଥାନା ଅନ୍ତର୍ଗତ ଚଟୁଆ ପଞ୍ଚୟାତର ପୋଖରିଆ ପଡ଼ାରେ ବୋଲି ଜଣାପଡ଼ିଛି।

ଆଜି ସକାଳେ ଅଜୟ ପାରାଦୀପରୁ ମାଛ ନେଇ ନିଜ ଅଞ୍ଚଳକୁ ବିକ୍ରି କରିବାକୁ ଯାଉଥିଲେ। ଏହି ସମୟରେ ପାରାଦୀପ ଟର୍ମିନାଲ ଛକ ନିକଟରେ ଟ୍ରକ୍‌ଟି ପଛରୁ ଆସି ତାଙ୍କୁ ଧକ୍କା ଦେଇଥିଲା। ଅଜୟ ତଳେ ପଡ଼ିଯାଇଥିଲେ। ତାଙ୍କ ମୁଣ୍ଡ ଉପରେ ଟ୍ରକ୍‌ ଚକାଟି ଚଢ଼ିଯାଇଥିଲା।

ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୁଲିସ୍ ଟ୍ରକକୁ‌ ଜବତ କରି ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story