ଦୁଇ ଏନ୍‌ଟିପିସି କର୍ମଚାରୀଙ୍କ ମୁଣ୍ଡରେ ଚଢ଼ିଗଲା ଟ୍ରକ୍‌

ସୁନ୍ଦରଗଡ଼ (ବିଜୟ ବାରୁଆ): ସୁନ୍ଦରଗଡ଼ ସଦର ଥାନା ନିକଟ ବାଲିଜୋରି ଛକ ଠାରେ ଟ୍ରକ୍‌ ଚଢ଼ି ଯିବାରୁ ଦୁଇ ଜଣ ଏନ୍‌ଟିପିସି କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସସ୍ମିତା କବିରାଜ ଏବଂ ସୂର୍ଯ୍ୟକାନ୍ତ। ସସ୍ମିତା ଦର୍ଲିପାଲି ଏନ୍‌ଟିପିସି ପାୱାର ପ୍ଲାଣ୍ଟ୍‌ରେ କାର୍ଯ୍ୟ କରୁଥିଲେ। ସେହିଭଳି ସୂର୍ଯ୍ୟକାନ୍ତ ଡୁଲିଙ୍ଗା ଏନ୍‌ଟିପିସିରେ କାର୍ଯ୍ୟ କରୁଥିଲେ। ଆଜି ସକାଳ ପ୍ରାୟ ୧୦ଟା ବେଳେ ସସ୍ମିତା ଓ ସୂର୍ଯ୍ୟକାନ୍ତ ଏକ ଆକ୍ଟିଭାରେ ସୁନ୍ଦରଗଡ଼ରୁ ଦର୍ଲିପାଲି ଅଭିମୁଖେ ଯାଉଥିଲେ। ଏହି ସମୟରେ ବିପରୀତ […]

accident12

accident12

Tapaswini Nayak
  • Published: Tuesday, 03 September 2019
  • Updated: 03 September 2019, 02:57 PM IST

Sports

Latest News

ସୁନ୍ଦରଗଡ଼ (ବିଜୟ ବାରୁଆ): ସୁନ୍ଦରଗଡ଼ ସଦର ଥାନା ନିକଟ ବାଲିଜୋରି ଛକ ଠାରେ ଟ୍ରକ୍‌ ଚଢ଼ି ଯିବାରୁ ଦୁଇ ଜଣ ଏନ୍‌ଟିପିସି କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସସ୍ମିତା କବିରାଜ ଏବଂ ସୂର୍ଯ୍ୟକାନ୍ତ। ସସ୍ମିତା ଦର୍ଲିପାଲି ଏନ୍‌ଟିପିସି ପାୱାର ପ୍ଲାଣ୍ଟ୍‌ରେ କାର୍ଯ୍ୟ କରୁଥିଲେ। ସେହିଭଳି ସୂର୍ଯ୍ୟକାନ୍ତ ଡୁଲିଙ୍ଗା ଏନ୍‌ଟିପିସିରେ କାର୍ଯ୍ୟ କରୁଥିଲେ।

ଆଜି ସକାଳ ପ୍ରାୟ ୧୦ଟା ବେଳେ ସସ୍ମିତା ଓ ସୂର୍ଯ୍ୟକାନ୍ତ ଏକ ଆକ୍ଟିଭାରେ ସୁନ୍ଦରଗଡ଼ରୁ ଦର୍ଲିପାଲି ଅଭିମୁଖେ ଯାଉଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍‌ ଡାଲାରେ ଦୁହେଁ ପିଟି ହୋଇ ଯାଇଥିଲେ। ସେମାନେ ତଳେ ପଡ଼ି ଯିବା ପରେ ଟ୍ରକ୍‌ର ଚକା ସେମାନଙ୍କ ମୁଣ୍ଡ ଉପରେ ଚଢ଼ିଯାଇଥିଲା।

ସଦର ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହକୁ ଉଦ୍ଧାର ଡାକ୍ତରଖାନାକୁ ପଠାଇଥିଲା। ପୁଲିସ୍‌ ଟ୍ରକ୍‌ଟିକୁ ଜବତ କରିଥିବା ବେଳେ ଡ୍ରାଇଭର୍‌ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story