୩୦ଫୁଟ୍‌ ତଳକୁ ଖସିଲା ଟ୍ରକ୍‌; ଅଳ୍ପକେ ବର୍ତ୍ତିଲେ ଚାଳକ

ତେଲକୋଇ(ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ନାଠିକଟା ପୋଲର ୩୦ଫୁଟ୍‌ ତଳକୁ ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏଥିରେ ଟ୍ରକ୍‌ ଡ୍ରାଇଭର ଆହତ ହୋଇଛନ୍ତି। ତାଙ୍କ ନାଁ ମୁକୁନ୍ଦ ପେଣ୍ଠେଇ। ତାଙ୍କ ଘର ସିରିଗିଡା ପଞ୍ଚାୟତ ପୁରୁଷୋତ୍ତମପୁର ଗାଁରେ। କେନ୍ଦୁଝର ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଛି। ଆଜି ଭୋର ସମୟରେ ମୁକୁନ୍ଦ ଏକ ଲୁହାପଥର ବୋଝେଇ ଟ୍ରକ ଧରି କେନ୍ଦୁଝର ଅଭିମୁଖେ ଆସୁଥିଲେ। ନାଠିକଟା ବ୍ରିଜ୍‌ ଉପରେ ଟ୍ରକ୍‌ଟି ଭାରସାମ୍ୟ […]

truck-turns-turtle-driver-seriously-injured

Manoranjan Sial
  • Published: Thursday, 06 June 2019
  • Updated: 06 June 2019, 03:51 PM IST

ତେଲକୋଇ(ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ନାଠିକଟା ପୋଲର ୩୦ଫୁଟ୍‌ ତଳକୁ ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏଥିରେ ଟ୍ରକ୍‌ ଡ୍ରାଇଭର ଆହତ ହୋଇଛନ୍ତି। ତାଙ୍କ ନାଁ ମୁକୁନ୍ଦ ପେଣ୍ଠେଇ। ତାଙ୍କ ଘର ସିରିଗିଡା ପଞ୍ଚାୟତ ପୁରୁଷୋତ୍ତମପୁର ଗାଁରେ। କେନ୍ଦୁଝର ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଛି।

ଆଜି ଭୋର ସମୟରେ ମୁକୁନ୍ଦ ଏକ ଲୁହାପଥର ବୋଝେଇ ଟ୍ରକ ଧରି କେନ୍ଦୁଝର ଅଭିମୁଖେ ଆସୁଥିଲେ। ନାଠିକଟା ବ୍ରିଜ୍‌ ଉପରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ତଳକୁ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ମୁକୁନ୍ଦଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story